16/12/2022
ଆଜି ବଅଁରପାଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ . ପରିସରରେ ଏକ ସମ୍ବର୍ଧନା ସଭାର ଆୟଜନ କରାଯାଇଥିଲା ଆଜି ବଂରପାଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ . ପରିସରରେ ଏକ ସମ୍ବର୍ଧନା ସଭାର ଆୟଜନ କରାଯାଇଥିଲା ।ମୁଖ୍ୟ ଅତିଥିଭାବେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ,ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃ. ର ସଭାପତି ସନ୍ତୋଷ କୁମାର ପ୍ରଧାନ ଓ ଉପ ସଭପତି କବିତା ସାହୁ ଏବଂ ନିର୍ଦ୍ଦେଶକ ପରଜଙ୍ଗ ଭୂପେଶ ଚନ୍ଦ୍ର ପ୍ରଧାନ ,ନିର୍ଦ୍ଦେଶକ ଭୁବନ ଅଭିମନ୍ୟୁ ବେହେରା ,ନିର୍ଦ୍ଦେଶକ କାମେକ୍ଷାନଗର ଲଳିତ କୁମାର ସାହୁ ଏବଂ ବ୍ୟାଙ୍କର ସମସ୍ତ କର୍ମଚରୀମାନ ସହଯୋଗ କରିଥିଲେ l
15/12/2022
ଆଜି ହିନ୍ଦୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ . ପରିସରରେ ଏକ ସମ୍ବର୍ଧନା ସଭାର ଆୟଜନ କରାଯାଇଥିଲା ।ମୁଖ୍ୟ ଅତିଥିଭାବେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃ. ର ସଭାପତି #ସନ୍ତୋଷ #କୁମାର #ପ୍ରଧାନ ଓ #ଉପସଭାପତି #କବିତା #ସାହୁ ଏବଂ ଆଜି ହିନ୍ଦୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ . ପରିସରରେ ଏକ ସମ୍ବର୍ଧନା ସଭାର ଆୟଜନ କରାଯାଇଥିଲା ।ମୁଖ୍ୟ ଅତିଥିଭାବେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃ. ର ସଭାପତି ସନ୍ତୋଷ କୁମାର ପ୍ରଧାନ ଓ ଉପ ସଭପତି କବିତା ସାହୁ ଏବଂ ନିର୍ଦ୍ଦେଶକ ପରଜଙ୍ଗ ଭୂପେଶ ଚନ୍ଦ୍ର ପ୍ରଧାନ ,ନିର୍ଦ୍ଦେଶକ ଭୁବନ ଅଭିମନ୍ୟୁ ବେହେରା ,ନିର୍ଦ୍ଦେଶକ କାମେକ୍ଷାନଗର ଲଳିତ କୁମାର ସାହୁ ଏବଂ ହିନ୍ଦୋଳ ର ପୂର୍ବତନ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ଯୋଗଦେଇଥଲେ, ସଭାକୁ ହିନ୍ଦୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ରୁଦ୍ର ମୋହନ ମିଶ୍ର ପରିଚାଳନା କରିଥିଲେ। ବ୍ୟାଙ୍କର ସମସ୍ତ କର୍ମଚରୀମାନ ସହଯୋଗ କରିଥିଲେ ଏବଂ ହିନ୍ଦୋଳ ବ୍ଲକ ର ୧୩ ଗୋଟି PACS ର ସଂପାଦକ ଯୋଗଦେଇଥିଲେନିର୍ଦ୍ଦେଶକ ପରଜଙ୍ଗ ଭୂପେଶ ଚନ୍ଦ୍ର ପ୍ରଧାନ ,ନିର୍ଦ୍ଦେଶକ ଭୁବନ ଅଭିମନ୍ୟୁ ବେହେରା ,ନିର୍ଦ୍ଦେଶକ କାମେକ୍ଷାନଗର ଲଳିତ କୁମାର ସାହୁ ଏବଂ ହିନ୍ଦୋଳ ର ପୂର୍ବତନ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ଯୋଗଦେଇଥଲେ, ସଭାକୁ ହିନ୍ଦୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ରୁଦ୍ର ମୋହନ ମିଶ୍ର ପରିଚାଳନା କରିଥିଲେ। ବ୍ୟାଙ୍କର ସମସ୍ତ କର୍ମଚରୀମାନ ସହଯୋଗ କରିଥିଲେ ଏବଂ ହିନ୍ଦୋଳ ବ୍ଲକ ର ୧୩ ଗୋଟି PACS ର ସଂପାଦକ ଯୋଗଦେଇଥିଲେ.
15/12/2022
ଅନୁଗୋଳ ଶାଖା ବଅଁରପାଳ ସମବାୟ ବ୍ୟାଙ୍କ ର ସମସ୍ତ କର୍ମଚାରୀ ମାନଙ୍କୁ ହୃଦୟ ର ଧନ୍ୟବାଦ ଜଣାଉଛି.
15/12/2022
ଅନୁଗୋଳ ସମବାୟ ବ୍ୟାଙ୍କ ର ସମସ୍ତ କର୍ମଚାରୀ ମାନଙ୍କୁ ହୃଦୟ ର ଧନ୍ୟବାଦ ଜଣାଉଛି.
15/12/2022
*ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ (AUCCB) ର ନବ ନିର୍ବାଚିତ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ମହୋଦୟ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ରେ ସାହାଯ୍ୟ ଓ ସହଯୋଗ କରିଥିବା ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ସରକାରୀ ମୁଖ୍ୟ ସଚେତକ ତଥା ଅନୁଗୋଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି, ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ମାନ୍ୟବର ବିଧାୟକ ମହାଙ୍ଗା ଶ୍ରୀଯୁକ୍ତ ପ୍ରତାପ ଜେନା,ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ନଳିନୀକାନ୍ତ ପ୍ରଧାନ, ଢେ଼ଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ନାୟକ, ମାନ୍ୟବର ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ମାନ୍ୟବର ବିଧାୟକ ପାଳଲହଡା ଶ୍ରୀମାନ ମୁକେଶ କୁମାର ପାଳ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ୍ କରି ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଆଗମୀ ଦିନରେ କେମିତି ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ (AUCCB) କୁ ଆହୁରି ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଯୋଜନା ଗୁଡିକ ସଫଳ ଋପାୟନ୍ କରିବା ନିମନ୍ତେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଙ୍କ ସହ ଆଲୋଚନା କରିଥିଲେ।*
14/12/2022
ଆଜି ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ(AUCCB) ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାପାଳ ଙ୍କୁ ସୋଯଣ୍ୟମୂଳକ ଭାବେ ସାକ୍ଷାତ କରିବା ଅବସରରେ ଜିଲ୍ଲାପାଳ ମୋହୋଦୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କଲେ ଏବଂ AUCC ସଭାପତି ମହୋଦୟ ଜିଲ୍ଲାପାଳ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ.
14/12/2022
*ଆଜି ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ(AUCCB) ର ସଭାପତି ଭାବରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ମହୋଦୟନିଜର କାର୍ଯ୍ୟଭାର ଗ୍ରହଣ କରିବା ସହ ନୂତନ କାର୍ଯ୍ୟାଳୟ ଗୃହପ୍ରବେଶ ଉତ୍ସବରେ ଓଡ଼ିଶା ବିଧାନ ସଭାର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ ,ମାନ୍ୟବର ବିଧାୟକ ପରଜଙ୍ଗ ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ ,ମାନ୍ୟବର ବିଧାୟିକା ହିନ୍ଦୋଳ ଶ୍ରୀମତୀ ସିମାରଣି ନାୟକ ,ବିଜୁ ଜନତା ଦଳର ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ଙ୍କ ସମେତ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ(AUCCB)ର ନିର୍ଦ୍ଦେଶକ, ସମସ୍ତ ଲୋକ ପ୍ରତିନିଧି, ବିଜୁ ବରିଷ୍ଠ ଯୁବ ଛାତ୍ର ଓ ମହିଳା ଜନତା ଦଳର କର୍ମକର୍ତ୍ତା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।*
14/12/2022
*ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କ ଅନୁମୋଦନ କ୍ରମେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ(AUCCB) ର ଉପ ସଭାପତି ଭାବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଜୋନ-୧୫ ର ସଭାପତି ଶ୍ରୀମତି କବିତା ସାହୁ ମହୋଦୟା ନିର୍ବାଚିତ ହୋଇଛନ୍ତି।*
14/12/2022
*ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ତାଳଚେର ନିର୍ବାଚନ ମଣ୍ଡଳୀ ୦୭ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ମହୋଦୟ ନିର୍ବାଚିତ ହୋଇଥିବାରୁ ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ, ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ମହୋଦୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।*