15/04/2022
Ration Distribution among 30 poor families of Balipokhari Village, Saraswatipur GP.
Contact information, map and directions, contact form, opening hours, services, ratings, photos, videos and announcements from Juva Parivar, Social service, Bhubaneswar.
15/04/2022
Ration Distribution among 30 poor families of Balipokhari Village, Saraswatipur GP.
09/01/2022
ଯୁବ ପରିବାର ଆନୁକୂଲ୍ୟରେ ବାସୁଦେବ ମେମୋରିଆଲ cricket tournament.
02/01/2022
ଯୁବ ପରିବାର ତରଫରୁ ଯଶୁଆପୁର ପଞ୍ଚାୟତରେ 10 ଟି ଗରିବ ପରିବାରକୁ ସଉଦା ଏବଂ କମ୍ବଳ ପ୍ରଦାନ.
28/12/2021
ଯୁବ ପରିବାର ଆନୁକୂଲ୍ୟରେ ରୂପଦେଇପୁର ପଞ୍ଚାୟତର ମୌଜିବେଗ ଗ୍ରାମରେ ରକ୍ତଦାନ ଶିବିର. 47 ୟୁନିଟ ରକ୍ତ ସଂଗ୍ରହ.
28/12/2021
ଯୁବ ପରିବାର ତରଫରୁ ଚନ୍ଦ୍ରାଦେଇପୁର ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ଔଷଧ ବିତରଣ. 300 ଗରିବ ରୋଗୀ ଉପକୃତ.
28/12/2021
ଯୁବ ପରିବାର ତରଫରୁ ରଥପୁରୁଷୋତ୍ତମପୁର ପଞ୍ଚାୟତରେ ଗରିବ ପରିବାରଙ୍କୁ ସଉଦା ପ୍ରଦାନ.
28/12/2021
ସରସ୍ୱତିପୁର ପଞ୍ଚାୟତର ବଲିଉପର ଗାଁ ରେ ଯୁବ ପରିବାର ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ଔଷଧ ବିତରଣ. 300 ଗରିବ ରୋଗୀ ଉପକୃତ.
27/12/2021
ଯୁବ ପରିବାର ତରଫରୁ ବୀରପୁରୁଷୋତ୍ତମପୁର ଏବଂ ଚନ୍ଦ୍ରାଦେଇପୁର ଅଂଚଳରେ ଗରିବ ପରିବାରଙ୍କୁ ସଉଦା ପ୍ରଦାନ.
27/12/2021
ଯୁବ ପରିବାର ତରଫରୁ ସୁଲତାନନଗର ଓ ଭୋଗପାତଳୀ ଗ୍ରାମରେ sanitization.
27/12/2021
ରୂପଦେଇପୁର ଅଂଚଳର ଜଣେ ଗରିବ ବ୍ୟକ୍ତିଙ୍କୁ ଯୁବ ପରିବାର ତରଫରୁ ମାସକର ସଉଦା ପ୍ରଦାନ.
27/12/2021
ଯୁବ ପରିବାର ତରଫରୁ ସ୍ୱାଧୀନତା ଦିବସ ପାଳନ.