Snehasis Jena

Snehasis Jena

Share

BCJD NORTH YOUTH LEADER �

29/01/2023

ବରିଷ୍ଠ ନେତା ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକରେ ଗଭିର ଶ୍ରଦ୍ଧାଞ୍ଜଳି, ଏପରି ଏକ ଦୁଖଃଦ ପୂର୍ନ ସମୟରେ ପ୍ରଭୁ ଜଗନ୍ନାଥ ତଙ୍କର ସପରିବାରକୁ ଧର୍ଯ୍ୟ ଏବଂ ସାହାସ ଦିଅନ୍ତୁ।

08/09/2022

ବୃକ୍ଷରୋପଣ କାର୍ଯ୍ୟକ୍ରମ
CMO Odisha Naveen Patnaik Pranab Prakash Das Sulochana Das

12/08/2022

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠାପର ଜନସେବାରେ କେବଳ ଓଡ଼ିଶା ନୁହେଁ, ଦେଶବାସୀ ମଧ୍ୟ ବହୁତ ଖୁସି ଅଛନ୍ତି । ଯାହାର ଫଳସ୍ଵରୂପ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦ ନେସନ ସର୍ଭେରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି
CMO Odisha
Naveen Patnaik

01/07/2022

ଆଜି ପବିତ୍ର ରଥଯାତ୍ର ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏
Cmo Odisha Naveen Patnaik Pranab Prakash Das Snehasis Jena

05/01/2022

Happy Birthday to you sir 🎂
Our health minister sir 😊
Always stay Happy 😊may God bless you sir 😊😊
CMO Odisha Naveen Patnaik Pranab Prakash Das

01/01/2022

*ନୂତନ ବର୍ଷ 2022 ଅବସରରେ ଆପଣଙ୍କୁ ଓ ଆପଣଙ୍କ ପରିବାର ର ସମସ୍ତଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଲ୍ୟାଣ କରନ୍ତୁ ଓ ସୁଖ ଶାନ୍ତି ରେ ଭରିଦିଅନ୍ତୁ💐🙏❤
HAPPY NEW YEAR 2022
CMO Odisha Naveen Patnaik Pranab Prakash Das Susant Kumar Rout Snehasis Jena

26/12/2021

ଆଜି ଭୁବନେଶ୍ୱର ଉତ୍ତର ବିଜୁ ଜନତା ଦଳ ତରଫରୁ 25ତମ ପ୍ରତିଷ୍ଠା ଦିବସ ପାଳନ କରାଗଲା ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଙ୍କ ନେର୍ତୁତ୍ୱ ରେ ସମସ୍ତ ବିଜୁ ପ୍ରେମୀ ଶ୍ରେଷ୍ଠ ଓଡିଶା ଗଢିବାରେ ସଂକଳ୍ପ କରିଲେ
CMO Odisha Naveen Patnaik Pranab Prakash Das Susant Kumar Rout Snehasis Jena

25/12/2021

ପବିତ୍ର ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବିଲମ୍ବି ସମସ୍ତ ଭଉଣୀ ଓ ଭାଇ ମାନଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଶୁଭକାମନା I ପ୍ରଭୁ ଯୀଶୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ସଂସାରରେ ଖୁସି ଓ ଶାନ୍ତି ଭରୀ ଦିଅନ୍ତୁ ଏହାହିଁ ମୋର ପ୍ରଭୁଙ୍କ ନିକଟରେ ପ୍ରାର୍ଥନା I
Merry Christmas ☃️🎄☃️
CMO Odisha Naveen Patnaik Pranab Prakash Das Susant Kumar Rout Snehasis Jena

Photos from Snehasis Jena's post 24/12/2021

ଆଜି ୱାର୍ଡ ନମ୍ବର 3 ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଙ୍କ ନିର୍ଦ୍ଧେଶ କ୍ରମେ ପୂର୍ବତନ କର୍ପୋରେଟର ଶ୍ରୀମତୀ ଜୟନ୍ତୀ ଜେନା ଙ୍କ ଉପସ୍ଥିତି ରେ ପଟିଆ ଷ୍ଟେସନ ଠାରେ 200 ଫୁଟିଆ ରାସ୍ତା ର ଶୁଭ ଉଦଘାଟନ କରାଗଲା
ଏହି କାର୍ଯ୍ୟକ୍ରମ ରେ ସମସ୍ତ ଜନ ସାଧାରଣ ଓ ବିଜୁ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ
CMO Odisha Naveen Patnaik Pranab Prakash Das Susant Kumar Rout Snehasis Jena

Photos from Snehasis Jena's post 17/12/2021

ବିଜୁ ଯୁବ ଓ ଛାତ୍ର ସଂଗଠନ କୁ କିଭଳି ସୁଦୃଢ଼, ଶକ୍ତିଶାଳୀ କରାଯିବ ଓ ସମସ୍ତଙ୍କୁ ନେତୃତ୍ଵ ନେବା ଶୈଳୀ, ସଙ୍ଗଠନ କିପରି ଆଗକୁ ଯିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଲୋକଙ୍କ ପାଖକୁ ଶତ ପ୍ରତିଶତ ପହଞ୍ଚିପାରିବ ସେଥିପାଇଁ ଭୁନେଶ୍ବରସ୍ଥିତ ବରମୁଣ୍ଡା ପଡିଆ ଠାରେ ଭୁବନେଶ୍ବରରେ ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
Naveen Patnaik CMO Odisha Pranab Prakash Das Susant Kumar Rout Snehasis Jena

Photos from Snehasis Jena's post 07/12/2021

ମାନ୍ୟବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ଶୁସାନ୍ତ ରାଉତଙ୍କର ସହଯୋଗରେ ଆଜି ପଦ୍ମକେଶରୀପୁର ରେ ବାତ୍ୟାକୁ ଆଖି ଆଗରେ ରଖି ୭୦୦ ଲୋକ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରିଥିଲେ, ସେଥିପାଇଁ ମାନ୍ୟବର ବିଧାୟକ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ ଜଣାଉଅଛୁ
CMO Odisha Naveen Patnaik Pranab Prakash Das Susant Kumar Rout Snehasis Jena

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar
751031