23/02/2021
RRC
Contact information, map and directions, contact form, opening hours, services, ratings, photos, videos and announcements from RRC, Bhubaneswar.
23/02/2021
23/02/2021
RRC Foundation ତରଫରୁ ଆମ ଓଡିଶା ସହଯୋଗରେ ତାରିଖ-21/02/2021 (ରବିବାର) ଦିନ ରକ୍ତ ଦାନ ଶିବିର କଷଣଅଣ୍ଟା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଠାରେ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତ ଦାନ ଶିବିରରେ 71ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ଅବସରରେ RRC ର ସଭାପତି ଶ୍ରୀ ମାନସ କୁମାର ମହାପାତ୍ର, ସମ୍ପାଦିକା ଡ଼ ସ୍ୱେତା ନାୟକ ଏବଂ ମୁଖ୍ୟ ଅତିଥି ଆଇଆଇସି ପଟ୍ଟାମୁଣ୍ଡାଇ ରାକେଶ ତ୍ରିପାଠୀ, ସୁରେଶ ଜେନା, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପରିଚାଳନା ସମ୍ପାଦୀକା ଡ଼ ସ୍ୱେତା ନାୟକ ଖୁବ୍ ସୁନ୍ଦର ଭାବେ କରିଥଲେ ଏବଂ କଷଣ ଅଣ୍ଟା ର ଗ୍ରାମ ବାସୀ ବୃନ୍ଦ ଏହି ରକ୍ତଦାନ ଶିବିର କୁ ସଫଳ କରାଇଥିଲେ। ତାଙ୍କୁ ଅନେକ ଅନେକ ଧନ୍ୟବାଦ।
🙏🏻🙏🏻
28/01/2021
ଆଜି Hitech Hospital ରକ୍ତ ଭଣ୍ଡାର ରେ ନୀତେଶ ସାହା ଭାଇ ଜଣେ Cardiology Department ଥିବା ଗୁରୁତର ରୋଗୀ ପ୍ରଭାସିନୀ ଡାକୁଆ ଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି। ନୀତେଶ ଭାଇଙ୍କୁ ଙ୍କୁ ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଓ କୃତଜ୍ଞତା । ଏମିତି ସମାଜ ମଙ୍ଗଳ କାମରେ ସଦା ସର୍ବଦା ସେ ଯୋଡି ହୋଇ ରହିଥାଆନ୍ତୁ।।
🙏🏻🙏🏻
27/01/2021
RRC Foundation ତରଫରୁ MP ବୃଦ୍ଧା ଆଶ୍ରମ ରେ ଏକ ଭୋଜି ର ଆୟୋଜନ କରିବା ସହ କିଛି ମିଠା ମୁହୂର୍ତ୍ତ ର ଅନୁଭୁତି
27/01/2021
02/01/2021
#ନୁଆବର୍ଷପ୍ରଥମରାତ୍ରଶୀତବସ୍ତ୍ରବଣ୍ଟନକାର୍ଯ୍ୟକ୍ରମ
,Odisha।
।
# Bring a smile on a sad face।
ତା- ୦୧/୦୧/୨୦୨୧
ଆଜି RRC ଟିମ୍ ତରଫରୁ କଟକ ର ଜିଲ୍ଲା ସଭାପତି କ୍ଷମା ସାଗର ବ୍ରହ୍ମା ଭାଇ ନୁଆ ବର୍ଷ ର ପ୍ରଥମ ରାତ୍ର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ରଖିଥିଲେ ଜଗତପୁର, ଚଣ୍ଡୀ-ମନ୍ଦିର, କଟକ ରେଲୱେ ଷ୍ଟେସନଠାରେ ଏହି କମ୍ବଳ ବଣ୍ଟନ କରାଯାଇଛି ।ରାତ୍ରି ୯ ଟା ରୁ କମ୍ବଳ ବଣ୍ଟନ ଚଣ୍ଡି ମନ୍ଦିର ଠାରୁ ଆରମ୍ଭ କରାଯାଇଥିଲା ଓ ପରେ ରେଲଓ୍ବେ ଷ୍ଟେସନ,ପର୍ଯ୍ୟନ୍ତ ପ୍ରତ୍ୟେକ ଗଳିକନ୍ଦି ବୁଲି ବୁଲି ରାସ୍ତା କଡରେ ଶୋଇଥିବା ଅସହାୟ ଦୟନୀୟ ଓ ରିକ୍ସାଚାଳକ ବ୍ୟକ୍ତିଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା। RRC କଟକ ପ୍ରେସିଡେଣ୍ଟ କ୍ଷମା ସାଗର ବ୍ରହ୍ମା, ୧୧:୩୦ PM ସୁଧା କାର୍ଯ୍ୟକ୍ରମ ଶେଷ କରିଥିଲେ । ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଧନୟବାଦ୍ ଜ୍ଞାପନ କରୁଅଛୁ।
ଟିମ୍- RRC
🙏🏻🙏🏻
06/12/2020
Rights Cadre, Odisha
ଆଜି AIIMS ରକ୍ତ ଭଣ୍ଡାର ରେ ଜଣେ ଗୁରୁତର ରୋଗୀ ଶିବାନୀ ବିଶ୍ୱାସ ଙ୍କୁ ରକ୍ତ ଦାନ କରି ନୁଆ ଜୀବନ ଦେଇଛନ୍ତି । ଆଦିତ୍ୟଙ୍କୁ କୃତଜ୍ଞତା । ବିଶେଷ ଧନ୍ୟବାଦ୍ ବ୍ରହ୍ମା ଭାଇ ଯୋଗାଯୋଗ ନିମନ୍ତେ।
Jibanrekha
21/11/2020
#*Real Rights Cadre, Odisha*
#*We Love We Care ❤️*
#🩸*Mission Jiban Rekha*🩸
ଏକ ଗୁରୁତର ଅବସ୍ଥାରେ ଥିବା ରୋଗୀ ମୀନାକ୍ଷୀ ମହାପାତ୍ର ଙ୍କୁ ସମ୍ ହସ୍ପିଟାଲ୍ ରେ ଚିକିତ୍ସା ହେଉଥିବା ବେଳେ ତାଙ୍କର *A+* ରକ୍ତ ଦରକାର ପଡୁଥିବା ରୁ *RRC # ପରିବାର ତରଫରୁ *ଅନିଲ କୁମାର ମାଝୀ* ଯାଜପୁର ରୁ ଖବର ପାଇ ଆସି ତାଂକୁ ରକ୍ତ ଦାନ କରିଛନ୍ତି ଅନିଲ ତମକୁ ଅଶେଷ ଅଶେଷ ଧନ୍ୟବାଦ ।🙏🏻🙏🏻
14/11/2020
Rights Cadre, Odisha
*ବହୁତ୍ ବହୁତ୍ ଧନ୍ୟବାଦ ବିଦ୍ୟୁତ୍ ପ୍ରଭା ମାଡ଼ମ୍, ମାନସ ଭାଇ, ମମତା ମାଡ଼ମ RRC ତରଫରୁ ଆପଣ ମାନେ ଦୀପାବଳୀ ରେ ସେ ଅନ୍ଧ ମୋଉସା ଙ୍କ ଘରକୁ ଯାଇ ତାଙ୍କୁ ଟିକେ ଖୁସି ବାଣ୍ଟିଥିବାରୁ।🙏🏻🎉🎊🎉👏*
* # To bring a smile on a sad face*
# We Love We care
08/11/2020
,_Odisha
-Jibanrekha
*
*
Love We Care🙏🏻
Click here to claim your Sponsored Listing.
Location
Website
Address
Bhubaneswar
751001
