Anisha Helping Hand

Anisha Helping Hand

Share

The best way to find yourself is to lose yourself in the service of others.

03/02/2026
03/02/2026
15/11/2025
14/11/2025
05/12/2024
09/06/2021

ଭଦ୍ରକ ବସୁଦେବପୁରର ଅଭିଷେକ ମହାପାତ୍ର । ମାତ୍ର 33 ଦିନ ତଳେ ତାଙ୍କ ବାହାଘର ହେଇଥିଲା । ବାହାଘରର 8 ଦିନ ପରେ କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ତାଙ୍କର ଏକମୋ ଚିକିତ୍ସା ନିହାତି ଭାବେ ଆବଶ୍ୟକ ପଡୁଛି । କୋଲକାତା ନେବାକୁ ଡାକ୍ତର କହିଛନ୍ତି । ଏଥିପାଇଁ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକ। ଆମ ପରି, ଆପଣଙ୍କ ପରି ପରିବାରର ପୁଅ ସେ । ଏତେ ଟଙ୍କା କୋଉଠୁ ଆଣିବେ । ତାଙ୍କ ପତ୍ନୀଙ୍କ ଆକୁଳ ନିବେଦନ, ସାଢ଼େ 4 କୋଟି ଓଡ଼ିଆ ଯଦି ଟଙ୍କାଏ ଲେଖାଏଁ ଦିଅନ୍ତି ତାହେଲେ ତାଙ୍କ ସ୍ୱାମୀ ବଞ୍ଚିଯିବେ । ଆସନ୍ତୁ ଆମେ ସଭିଏଁ ମିଶି ଅଭିଷେକକୁ ବଞ୍ଚାଇବା । ନିଜ କ୍ଷମତା ଅନୁଯାୟୀ ଖୋଲା ମନରେ ସାହାଯ୍ୟ କରିବା, ଅନ୍ୟକୁ ପ୍ରବାର୍ତ୍ତାଇବା । ନା କଣ କହୁଛନ୍ତି ?
ତଳ ନମ୍ବରରେ ସାହାଯ୍ୟ କରନ୍ତୁ ।
PHONE PAY/ GOOGLE PAY NO-9583596886, Name-Roshan Mohanty

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar