BJYM Bhubaneswar

BJYM Bhubaneswar

Share

Bharatiya Janata Yuvamorcha , Bhubaneswar

17/04/2026

ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ବର ସାଂଗଠନିକ ଜିଲ୍ଲା ଲିଙ୍ଗରାଜ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ପ୍ରିୟାଂଶୁ ମହାପାତ୍ର ଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ।

ମହାପ୍ରଭୁ ପାଖରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନୀରାମୟ ଜୀବନ କାମନା କରୁଅଛୁ l

BJYM Bhubaneswar

15/04/2026

ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ଯଶ୍ୱସୀ ରାଜ୍ୟସଭାପତି ତଥା ଓଡିଶା ପ୍ରଦେଶ କୁ ରାଜ୍ୟସଭା ରେ ନେତୃତ୍ୱ ନେଉଥିବା ମାନ୍ୟବର Manmohan Samal ଜି ଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ।

ମହାପ୍ରଭୁ ପାଖରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନୀରାମୟ ଜୀବନ କାମନା କରୁଅଛୁ l

BJYM Bhubaneswar

08/04/2026

ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ବର ସାଂଗଠନିକ ଜିଲ୍ଲା ଉପସଭାପତି Ash*t Choudhury ଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ।

ମହାପ୍ରଭୁ ପାଖରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନୀରାମୟ ଜୀବନ କାମନା କରୁଅଛୁ l

BJYM Bhubaneswar

06/04/2026

ବିଚାରଧାରା ଉପରେ ଆଧାରିତ ତଥା ରାଷ୍ଟ୍ରସେବାରେ ସମର୍ପିତ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

27/03/2026

ଧର୍ମ, ସତ୍ୟ ଏବଂ ମର୍ଯ୍ୟାଦାର ସର୍ବୋଚ୍ଚ ପ୍ରତୀକ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମବାର୍ଷିକୀ 'ଶ୍ରୀରାମ ନବମୀ' ଅବରସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ପ୍ରଭୁ ଶ୍ରୀରାମ ହେଉଛନ୍ତି ଭାରତୀୟ ଚେତନାର ଆଦର୍ଶ, ଯିଏ କରୁଣା ଏବଂ କର୍ତ୍ତବ୍ୟର ଏକ ଅଦ୍ଭୁତ ସନ୍ତୁଳନର ଅଧିକାରୀ। ତାଙ୍କ ଜୀବନ ଆମକୁ ମନେ ପକାଇ ଦିଏ ଯେ ଶକ୍ତିର ସୌନ୍ଦର୍ଯ୍ୟ ମର୍ଯ୍ୟାଦାରେ ନିହିତ, ଏବଂ ବିଜୟର ଅର୍ଥ ଜନକଲ୍ୟାଣରେ ନିହିତ।

ରାମନବମୀର ଏହି ପବିତ୍ର ଦିବସ ଆମକୁ ଆମର ଆଚରଣରେ ସତ୍ୟ, ଆମ ଆଚରଣରେ କରୁଣା ଏବଂ ସମାଜରେ ସମନ୍ୱୟ ସ୍ଥାପନ କରିବାକୁ ପ୍ରେରଣା ଦିଏ; ଏହା ହେଉଛି 'ରାମତ୍ୱ'ର ପ୍ରକୃତ ଉତ୍ସବ।

ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ଆପଣମାନଙ୍କ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମନ୍ୱୟ ବିରାଜମାନ ହେଉ, ଏହା ଆମର ଶୁଭକାମନା।

ଜୟ ଶ୍ରୀରାମ🚩

17/03/2026

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସ୍ୱର୍ଗତଃ ଡ଼. ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।🙏

16/03/2026

ରାଜ୍ୟସଭା ନିର୍ବାଚନରେ ବିଜୟ ଲାଭ କରିଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାନନୀୟ ରାଜ୍ୟ ସଭାପତି ଶ୍ରୀ Manmohan Samal ଓ ଦଳର ବରିଷ୍ଠ ନେତା ଶ୍ରୀ Sujeet Kumar ଏବଂ ଆମ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ରାୟ ଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ l

19/02/2026

ସଂସଦର ପବିତ୍ର ଗୃହ ରେ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ Nirmala Sitharaman ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନା କରିଛନ୍ତି
ଏହି ଲୋକାଭିମୁଖୀ ବିକଶିତ ବଜେଟ କୁ ଯୁବକ ମାନ ଙ୍କ ପାଖରେ ପହଞ୍ଚିବା ନିମନ୍ତେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Swayam Sevak Ray ଭାଇ ଙ୍କ ନିର୍ଦେଶ କ୍ରମେ ଚନ୍ଦ୍ରଶେଖର ମଣ୍ଡଳ ଠାରେ ଏକ ଚା ପେ ଚର୍ଚ୍ଚା କରାଯିବା ସହ ବଜେଟ ବିଷୟ ରେ ଆଲୋଚନା କରାଯାଇଛି
BJYM Bhubaneswar r

19/02/2026

ସଂସଦର ପବିତ୍ର ଗୃହ ରେ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ Nirmala Sitharaman ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନା କରିଛନ୍ତି
ଏହି ଲୋକାଭିମୁଖୀ ବିକଶିତ ବଜେଟ କୁ ଯୁବକ ମାନ ଙ୍କ ପାଖରେ ପହଞ୍ଚିବା ନିମନ୍ତେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Swayam Sevak Ray ଭାଇ ଙ୍କ ନିର୍ଦେଶ କ୍ରମେ ରାଜାରାଣୀ ମଣ୍ଡଳ ଠାରେ ଏକ ଚା ପେ ଚର୍ଚ୍ଚା କରାଯିବା ସହ ବଜେଟ ବିଷୟ ରେ ଆଲୋଚନା କରାଯାଇଛି
BJYM Bhubaneswar r

19/02/2026

ସଂସଦର ପବିତ୍ର ଗୃହ ରେ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ Nirmala Sitharaman ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନା କରିଛନ୍ତି
ଏହି ଲୋକାଭିମୁଖୀ ବିକଶିତ ବଜେଟ କୁ ଯୁବକ ମାନ ଙ୍କ ପାଖରେ ପହଞ୍ଚିବା ନିମନ୍ତେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Swayam Sevak Ray ଭାଇ ଙ୍କ ନିର୍ଦେଶ କ୍ରମେ ଖଣ୍ଡଗିରି ମଣ୍ଡଳ ଠାରେ ଏକ ଚା ପେ ଚର୍ଚ୍ଚା କରାଯିବା ସହ ବଜେଟ ବିଷୟ ରେ ଆଲୋଚନା କରାଯାଇଛି
BJYM Bhubaneswar

19/02/2026

ସଂସଦର ପବିତ୍ର ଗୃହ ରେ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ Nirmala Sitharaman ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନା କରିଛନ୍ତି
ଏହି ଲୋକାଭିମୁଖୀ ବିକଶିତ ବଜେଟ କୁ ଯୁବକ ମାନ ଙ୍କ ପାଖରେ ପହଞ୍ଚିବା ନିମନ୍ତେ ବାରଭୁଜା ମଣ୍ଡଳ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Swayam Sevak Ray ଙ୍କ ନିର୍ଦେଶ କ୍ରମେ ଏକ ଚା ପେ ଚର୍ଚ୍ଚା କରାଯିବା ସହ ବଜେଟ ବିଷୟ ରେ ଆଲୋଚନା କରାଯାଇଛି

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address

Bhubaneswar