25/05/2026
ଊର୍ମିଲା ମାଲ୍ଲାଙ୍କ ଶ୍ାଦ୍ଧବାର୍ଷିକୀ ଉପଲକ୍ଷେ ତାଙ୍କ ଝିଅ ରୂପାଲି ମ୍ୟାମ ଆମ ଆଶ୍ରମ ପାଇଁ ବ୍ରେକଫାଷ୍ଟ ଓ ଲଞ୍ଚର ବ୍ୟବସ୍ଥା କରିଥିବାରୁ ତାଙ୍କୁ ବହୁତ ବହୁତ ଧନ୍ୟବାଦ 🙏🏻 ଭଗବାନଙ୍କ ଆଶୀର୍ବାଦ ତାଙ୍କ ଉପରେ ସଦା ସର୍ବଦା ରହିଥାଉ ଓ ଭଗବାନ ଊର୍ମିଲା ମ୍ୟାମଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ
21/05/2026
Wishing a sweet, beautiful, and incredibly happy anniversary to a truly lovely couple—my dear Bhai and deei! ✨
May your bond grow stronger with each passing year, and may you cherish this togetherness forever.
On this special day of yours, I want to extend my heartfelt gratitude to both of you for arranging a beautiful breakfast for the mausha and maushi (elderly residents) at our ashram. Thank you so much for celebrating your love by spreading such kindness. Your generosity has made this day truly special for everyone. Have a wonderful day ahead 🙏🏻
04/05/2026
ସବୁମାସ ପରି ଏହିମାସରେ ମଧ୍ୟ ସାହାଯ୍ୟ ସହଯୋଗ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ 🙏 ଭଗବାନଙ୍କ ପାଖରେ ପ୍ରାର୍ଥନା ଓ ଆମ ଆଶ୍ରମର ମଉସା ମାଉସୀଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ସଦାସର୍ବଦା ରହିଥାଉ 🙏🙏