BUTU PATRA

BUTU PATRA

Share

To every action there is an equal and opposite reaction.

13/05/2025

ବିଶିଷ୍ଟ କବି, ଗାଳ୍ପିକ ତଥା ଔପନ୍ୟାସିକ ସଚ୍ଚି ରାଉତରାୟଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ଭାଷା ଓ ସାହିତ୍ୟ ଜଗତକୁ ସମୃଦ୍ଧ କରୁଥିବା 'ବାଜି ରାଉତ', ‘ଛୋଟ ମୋର ଗାଁଟି’ ଓ 'ମଶାଣିର ଫୁଲ' ପରି ତାଙ୍କର କାଳଜୟୀ ସୃଜନ ସୃଷ୍ଟି ପାଇଁ ସେ ଚିରସ୍ମରଣୀୟ।

30/04/2025

May this sacred day bring unending growth in joy, health, and wealth.

28/04/2025

ଓଡ଼ିଆ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଭାଷା ସୁରକ୍ଷା କ୍ଷେତ୍ରରେ ତାଙ୍କ ଅତୁଳନୀୟ ଯୋଗଦାନ ସର୍ବଦା ପ୍ରେରଣାର ଉତ୍ସ।

06/04/2025

"Celebrating the birth of Lord Ram, a symbol of virtue and righteousness. Wishing everyone a blessed Ram Navami!"

01/04/2025

ସମସ୍ତଙ୍କୁ ଓଡ଼ିଶା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ଵତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ରାଜ୍ୟ ଗଠନ ଦିଗରେ ଆମର ବରପୁତ୍ରମାନଙ୍କ ବହୁମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ଆସନ୍ତୁ ଏକହୋଇ କାମ କରିବା। ଗଢ଼ିବା ନବୀନ ଓଡ଼ିଶା।

14/03/2025

ପବିତ୍ର ଦୋଳ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦ ପ୍ରତ୍ୟେକଟି ଜୀବନରେ ସୁଖ ଓ ସମୃଦ୍ଧି ଭରି ଦେଉ। ଉତ୍ସବ ସମୟରେ ନିୟମର କଡ଼ାକଡ଼ି ପାଳନ କରନ୍ତୁ।

10/03/2025

Warm wishes to the personnel of CISF on their raising day.
They have been instrumental in securing India's critical infrastructures and public places.
I salute their unwavering commitment to the security of the nation.

05/03/2025

ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଶିକ୍ଷା, ସ୍ୱାସ୍ଥ୍ୟ,ଶିଳ୍ପ, ମହିଳା ସଶକ୍ତିକରଣ ଜରିଆରେ ଆଧୁନିକ ଓଡ଼ିଶା ଗଠନ ପାଇଁ ଏହି ଯୁଗ ପୁରୁଷଙ୍କ ଅବଦାନ ଅତୁଳନୀୟ। ତାଙ୍କ ସଂଗ୍ରାମୀ ଜୀବନ,ସାହସ, ବୀରତ୍ୱ ଓ ପରାକ୍ରମ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ ହୋଇରହିବ।

03/03/2025

A day to raise awareness about the importance of wildlife conservation. Every species plays a vital role in our ecosystem.

02/03/2025

May the spirit of Ramadan illuminate your heart with faith, love, and peace.

26/01/2025

"Proud to be a part of this incredible nation. 🇮🇳

24/01/2025

Hatrick wicket by Manoj Barik against SERSA,RANCHI by which our Bapuji Cricket Club won the match & entering into Semi-Final of one of big tournament:-36th ALL INDIA LALMONI CRICKFEST.,Sonepur

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar
751001