BJP KISAN Morcha Odisha

BJP KISAN Morcha Odisha

Share

Official page of BJP Kisan Morcha, Odisha Pradesh Agriculture Information

02/06/2026

ଗତ ୧୨ ବର୍ଷରେ ଦେଶବାସୀଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି ମୋଦୀ ସରକାର।

02/06/2026

ଗୋପାଳନକୁ ପ୍ରୋତ୍ସାହିତ କରିବା ସହ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦିଗରେ ଲୋକଙ୍କ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଗୋପାଳନ ପାଇଁ ୭୦% ଏବଂ ଗାଈ-ମଇଁଷିଙ୍କ ବୀମାକରଣ ପାଇଁ ୮୫% ରିହାତି ଯୋଗାଇ ଦିଆଯାଉଛି ।

Bharatiya Janata Party (BJP)
BJP Odisha
Mohan Charan Majhi
CMO Odisha
Manmohan Samal
Subhransu Mohan Padhi



02/06/2026

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ‘SARTHAK-PDS’ ଫେଜ୍‌-୨ର ମଞ୍ଜୁରୀ, ଦେଶର ଖାଦ୍ୟ ବଣ୍ଟନ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ସଂସ୍କାର। ଏହି ଅଭିନବ ପଦକ୍ଷେପ ଆମର ରାସନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଏବଂ ଲୋକକେନ୍ଦ୍ରିକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହା ଦେଶର କୋଟି କୋଟି ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ସହ ମୋଦୀ ସରକାରଙ୍କ ‘ଅନ୍ତ୍ୟୋଦୟ’ ଏବଂ ‘ଗରିବ କଲ୍ୟାଣ’ ସଂକଳ୍ପକୁ ଏକ ନୂଆ ଶକ୍ତି ପ୍ରଦାନ କରିବ। 🌾

Bharatiya Janata Party (BJP)
BJP Odisha
Manmohan Samal
Subhransu Mohan Padhi

Photos from BJP Odisha's post 01/06/2026
01/06/2026

ଅନ୍ନଦାତାଙ୍କୁ ମଜବୁତ କରୁଛନ୍ତି ଡବଲ ଇଞ୍ଜିନ ସରକାର ।

🌾୮୧ ମେଟ୍ରିକ ଟନରୁ ଅଧିକ ରାଜ୍ୟର ବିଭିନ୍ନ ମଣ୍ଡିରୁ ୧.୮୧ ଧାନ ସଂଗ୍ରହ କରାଯାଇଛି

💸ଏମଏସପି ଏବଂ ଇନପୁଟ୍ ସହାୟତା ବାବଦରେ କୃଷକଙ୍କୁ ସିଧାସଳଖ ୨୬୪.୨୭ କୋଟି ଟଙ୍କା ପ୍ରଦାନ

ଏହା ଦ୍ବାରା ୩୧,୫୩୭ ଚାଷୀ ଭାଇଭଉଣୀ ଉପକୃତ

Narendra Modi
Bharatiya Janata Party (BJP)
BJP Odisha
Manmohan Samal
Subhransu Mohan Padhi

01/06/2026

Bharatiya Janata Party (BJP)
BJP Odisha
Manmohan Samal
Subhransu Mohan Padhi

Photos from BJP KISAN Morcha Odisha's post 01/06/2026

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ନେତୃତ୍ୱ ଓ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ Subhransu Mohan Padhi ଙ୍କ ଉପସ୍ଥିତି ରେ
ବାଙ୍କୀ ସୁବର୍ଣ୍ଣପୁର ମଣ୍ଡଳ ସ୍ଥିତ ତେନ୍ତୁଳିଆ ଗ୍ରାମରେ ଅନେକ ନୂତନ କାର୍ଯ୍ୟକର୍ତ୍ତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି ।

ଏହି ମିଶ୍ରଣ ପର୍ବରେ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ଶ୍ରୀଯୁକ୍ତ ପାଢ଼ୀ।
ଆଗାମୀ ଦିନରେ ରେ ସଂଗଠନକୁ ଆହୁରି ମଜବୁତ କରି ରାଜ୍ୟ ଏବଂ ରାଜ୍ୟ ବାସୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଥିଲେ ରାଜ୍ୟ ସଭାପତି।

Bharatiya Janata Party (BJP)
BJP Odisha
Nitin Nabin
Manmohan Samal
Rajkumar Chahar

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address


BJP State Office, Odisha Pradesh
Bhubaneswar
751001