Aama Janata Adhikar

Aama Janata Adhikar

Share

A social activism platform

Photos from Aama Janata Adhikar's post 30/12/2025

The delegation of Aama Janata Adhikar met & discussed with Transport commissioner of Odisha Smt Usha Padhee against the unnecessary harassment to the commuters in the name of PUC certificate

24/08/2024

with eminent hindi writer Atul Pravakar Ji at the ancestral house of Sahid Bhagat Singh, Punjab. His father late padmabhusan Vishnu Prakar was a great hindi poet & writer. fortunately I was companion with him to Amritsar from Delhi during Aagaz E Dosti Yatra in last week.

Photos from Aama Janata Adhikar's post 01/03/2024

ଅଙ୍ଗନବାଡି ଆମ ଶିକ୍ଷାବ୍ୟବସ୍ଥାର ପ୍ରାରମ୍ଭିକ ଅଙ୍ଗ l ସେମାନେ ଜଣେ ଶିକ୍ଷୟତ୍ରୀ ପରି ଦରମା ଓ ସମାଜରେ ସନମାନ ପାଇବା ପାଇଁ ସରକାର ଦରମା ବଢ଼େଇଛନ୍ତି l ଆହୁରି ଅନେକ ସୁବିଧା ଦିଆଯାଉ, ସେମାନଙ୍କୁ ଭଲ ପ୍ରଶିକ୍ଷଣ ଦିଆଯାଉ, ଏପରି ଭଲ କାମକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରୁଛି l ଏହା ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରାରମ୍ଭରୁ ଉପଯୋଗୀ ହେବ l

Basudev Bhatta
Bapi Bhatta

Photos from Aama Janata Adhikar's post 26/02/2024

ନିଜ ବ୍ଲକରେ କଳାକାର ମାନଙ୍କୁ ସ୍ୱାଭିମାନ ଲଢେଇ ପାଇଁ କହିଲାବେଳେ ପାଟି ଲାଗିଲା, ଏହା କାହିଁକି ?

ବାଲିପାଟଣା ବ୍ଲକ ସଂକୀର୍ତନ କଳାକାର ମାନଙ୍କ ସହ ଏକ ବୈଠକ l
Bapi Bhatta
Basudev Bhatta

26/02/2024

ଓସେପା କାଯ୍ୟଳୟ ଘେରାଓ, ଶିକ୍ଷା ଅଧିକାର ଆଇନ ପାଇଁ ପୁଣି ରାଜରାସ୍ତା କୁ ଆସିବା l
26.02.2024

25/02/2024

Bolagarh, Balakati and Banamalipur are illegible for NAC....
I support Bolagarh NAC Andolan.

23/02/2024

ଭୁବନେଶ୍ୱର ସାଲିଆସାହି ଠାରେ ଅଭିଭାବକ ମାନଙ୍କ ଏକ ବୈଠକ ହୋଇ ସବୁ ଘରେ ଶିକ୍ଷା ପାଇଁ ଶିକ୍ଷା ଅଧିକାର ଯାତ୍ରା କରାଯାଇଥିଲା l


23/02/2024

ବିଜୁ ପଟ୍ଟନାୟକ ସମଗ୍ର ବିଶ୍ୱର ରତ୍ନ ଥିଲେ, ଭାରତରତ୍ନ ତାଙ୍କ ପାଇଁ ବହୁତ ଛୋଟ l ଦାବୀ କରିବା ଦ୍ୱାରା ବିଜୁ ବାବୁ ଓ ଓଡ଼ିଶାର ଅବମାନନା ହେଉଛି l

Hare Krushna Hare Krushna 21/01/2024

ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେ ହରେ.....
https://youtu.be
/VMWBrObemgk?feature=shared

Hare Krushna Hare Krushna Video from Basudev Bhatt.

Photos from Aama Janata Adhikar's post 17/01/2024

Thanks Jubin Nautiyal
You told to sing a Bhajan of Mahaprabhu in 2023, Jagannath accepted your wish and given best opportunity in Parikrama Project inaugural time. Thanks my brother Dr Pradeep for this great work for our God.

ଧନ୍ୟବାଦ ବଲିଉଡ଼ ଗାୟକ ଓ ଆମ ସାନ ଭାଇ ଜୁବିନ ନୌଟିଆଲ ତୁମେ ଇଚ୍ଛା କରି କହିଥିଲ ବାପି ଭାଇ ଜଗନ୍ନାଥ ଭଂଜନ ଗାଇବା, ମହାପ୍ରଭୁ ପରିକ୍ରମା ପ୍ରକଳ୍ପ ଉଦଘାଟନ ରେ ତୁମକୁ ସୁଯୋଗ ଦେଇ ତୁମେ ଇଛା ପୂରଣ କଲେ l ଧନ୍ୟବାଦ ମୋ ସାନ ଭାଇ ଡା ପ୍ରଦୀପ୍ତ, ତାଙ୍କର ଇଛା ପାଇଁ ଏହା ସମ୍ଭବ ହୋଇପାରିଲା l
Jubin Nautiyal
Pradeep Sethi
Naveen Patnaik
CMO Odisha
VK PANDIAN
Basudev Bhatta
Bapi Bhatta

https://youtu.be/hkBFw_I0zPo?si=_OD8sKHY5hB5sVcC

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address


Bhubaneswar
751001