07/02/2026
ମହାନଦୀର ସୁରକ୍ଷା ଚାହୁଁନି ବିଜେପି, ସେଥିପାଇଁ ତ ଜାଣିଶୁଣି ଟ୍ରିବ୍ୟୁନାଲ ଶୁଣାଣିକୁ ଅଣଦେଖା କରିଛି।
Contact information, map and directions, contact form, opening hours, services, ratings, photos, videos and announcements from BJD It Cell Sundergarh, Political organisation, Bhubaneswar.
07/02/2026
ମହାନଦୀର ସୁରକ୍ଷା ଚାହୁଁନି ବିଜେପି, ସେଥିପାଇଁ ତ ଜାଣିଶୁଣି ଟ୍ରିବ୍ୟୁନାଲ ଶୁଣାଣିକୁ ଅଣଦେଖା କରିଛି।
23/01/2026
ପବିତ୍ର ଶ୍ରୀପଞ୍ଚମୀ ତଥା ମା' ସରସ୍ଵତୀଙ୍କ ପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। ମା' ସରସ୍ଵତୀଙ୍କ ଆଶୀର୍ବାଦରୁ ସଭିଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ ହେବା ସହ କଲ୍ୟାଣ ହେଉ।
26/12/2025
୨୯ବର୍ଷ ଧରି ଜନତାଙ୍କ ସାଥି, ଓଡ଼ିଶାର ସ୍ୱର ସାଜିଛି ବିଜେଡି। ଆଜି ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଅବସରେ ସାରା ଓଡ଼ିଶା ହୋଇଛି ଉତଫୁଲ୍ଲିତ, କାହିଁକି ନା ବିଜୁ ଜନତା ଦଳ, ସଦାସର୍ବଦା ଓଡ଼ିଶାବାସୀଙ୍କ ବଳ ସାଜିଛି।
Naveen Patnaik Biju Janata Dal Odisha
21/12/2025
ବିଜେପିର ସତ ଧରାପଡ଼ିଲା...
11/12/2025
ରାଜନୈତିକ ସ୍ୱାର୍ଥପାଇଁ, ସମୟ ପୂର୍ବରୁ ବିଧାନସଭା ବନ୍ଦ କରିଦେଲା ବିଜେପି ସରକାର।
10/11/2025
#ଗଣତନ୍ତ୍ରର_ହତ୍ୟା_କରୁଛି_ବିଜେପି
ବିଜେପିର ପରାଜୟ ନୂଆପଡାରୁ ଆରମ୍ଭ ହେବ : Naveen Patnaik
07/11/2025
ମିଛୁଆ ବିଜେପିକୁ ଭୋଟନୁହେଁ ଏଥର ତଣ୍ଟିଆ ମାରି ବିଦା କରନ୍ତୁ...
01/11/2025
ଅପେକ୍ଷାରେ ନୂଆପଡା, ଏ ମାଟିର ବିକାଶ ପୁରୁଷଙ୍କୁ ସ୍ବାଗତ କରିବା ପାଇଁ....
30/10/2025
ନୂଆପଡାରେ ଖେଳିଯାଇଛି ଖୁସିର ଲହରୀ, କାହିଁକି ନା ଆସୁଛନ୍ତି ସଭିଙ୍କ ପ୍ରିୟର ଜନନେତା ନବୀନ ଆମରି।
27/10/2025
ନୂଆପଡା ମାଟି କହୁଛି...ଆସନ୍ତୁ ନବୀନ ବାବୁ, ଆପଣଙ୍କ ସେବାରେ ଆମ ଆଶା ଓ ଆଶୀର୍ବାଦ।