Jagabandhu Singh Memorial Trust

Jagabandhu Singh Memorial Trust

Share

Late Jagabandhu Singh was a freedom fighter, Historian, Writer, Astronomer,Legislator and a true Odia in heart.

Jagabandhu Singh from Puri, a close associate of Pandit Gopabandhu was chosen as the president of UUC(Utkal Union Conference) in 1920.

Photos from Jagabandhu Singh Memorial Trust's post 18/02/2026
Photos from Jagabandhu Singh Memorial Trust's post 18/02/2025

News coverage

Photos from Jagabandhu Singh Memorial Trust's post 10/02/2025

ଚଳିତ ବର୍ଷର 'ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ-୨୦୨୫' ପାଇବେ ବିଶିଷ୍ଟ ଗବେଷକ ପ୍ରଫେସର ଖାରବେଳ ମହାନ୍ତି ତଥା 'ଜଗବନ୍ଧୁ ସିଂହ ଯୁବ ସ୍ମୃତି ପୁରସ୍କାର-୨୦୨୫' ପାଇବେ ଯୁବ ଗବେଷକ ରଞ୍ଜନ ପ୍ରଧାନା। ଉଭୟଙ୍କୁ ଅଶେଷ ଅଭିନନ୍ଦନ ।

10/02/2025

Congratulations

16/02/2024

ପୁରୀ ୟୁଥ୍ ହଷ୍ଟେଲ ଠାରେ ସାରସ୍ଵତ ସାଧକ, ଆଇନଜ୍ଞ, ସ୍ଵାଧୀନତା ସଂଗ୍ରାମୀ, ନବ ଉତ୍କଳ ଗଠନ ର ଅନ୍ୟତମ କର୍ଣ୍ଣଧାର ଜଗବନ୍ଧୁ ସିଂହଙ୍କ 248ତମ ଜୟନ୍ତୀ ଅବସରରେ ସ୍ବର୍ଗତ ଜାନକୀ ବଲ୍ଲଭ ମହାନ୍ତି(ଭରଦ୍ୱାଜ)ଙ୍କ ଦ୍ଵାରା ରଚିତ ଜଗବନ୍ଧୁ ସିଂହଙ୍କ ଜୀବନୀ ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ।
# Jagabandhu Singh Memorial Trust

09/02/2024
Photos from Jagabandhu Singh Memorial Trust's post 16/02/2023

ପ୍ରଖ୍ୟାତ ସାହିତ୍ୟିକ, ଗବେଷକ, ରାଜନୀତିଜ୍ଞ, ସ୍ଵାଧୀନତା ସଂଗ୍ରାମୀ, ଆଇନଜୀବୀ ଜଗବନ୍ଧୁ ସିଂହ ଙ୍କ 147ତମ ଜୟନ୍ତୀ ସମାରୋହ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥିତ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଯୋଗଦେଇଥିବା ସମସ୍ତ ଅତିଥି , ଶୁଭେଚ୍ଛୁ ଓ ଛାତ୍ର ଛାତ୍ରୀଙ୍କୁ ଜଗବନ୍ଧୁ ସିଂହ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଧନ୍ୟବାଦ ଜଣାଉଛୁ। ବିଖ୍ୟାତ ଗବେଷକ ଅନିଲ ଧୀର ଙ୍କୁ ଚଳିତ ବର୍ଷ ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ 2023 ଏବଂ ଡ ରମେଶ ମଲ୍ଲିକଙ୍କୁ ଜଗବନ୍ଧୁ ସିଂହ ଯୁବ ଗବେଷକ ସମ୍ମାନ ପ୍ରଦାନ କରି ଆମେ ନିଜକୁ ଗୌରବାନ୍ଵିତ ମନେକରୁଛୁ।🙏🙏

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Address


Plot No 95, KananVihar, Phase/2
Bhubaneswar
751024