Jadupur Dumduma Bjd friends

Jadupur Dumduma Bjd friends

Share

ସଭିଙ୍କ ମୁହଁରେ ଗୋଟିଏ କଥା
ନବୀନ ପଟ୍ଟନାୟକ ଆମର ନେତା।

19/01/2023

ମହାନ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ପାର୍ବତୀ ଗିରିଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଲୋକଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରିବା ସହ ସମାଜର ଗରିବ ତଥା ଅସହାୟଙ୍କ କଲ୍ୟାଣ ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ।

19/01/2023

ନାରୀ ପ୍ରଗତି ମହିଳା ମହାସଂଘ ୱାର୍ଡ଼ ନ 64

Photos from Jadupur Dumduma Bjd friends's post 17/01/2023

ଆକାଶର ଛାତି ଚିରି ବିଜୁ ବାବୁଙ୍କୁ ବୀର ପାଇଲଟର ପରିଚୟ ଦେଇଥିବା ‘ଡାକୋଟା’କୁ ଓଡ଼ିଶା ଅପେକ୍ଷା କରିଛି। କୋଲକାତାରୁ କଳିଙ୍ଗ ଆସୁଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସାହସ ଓ ଅଦମ୍ୟ ବୀରତ୍ୱର ଶ୍ରେଷ୍ଠ ସନ୍ତକ।

24/12/2020

ଏହା ହେଉଛି ଯଦୁପୁର ମିନି ଷ୍ଟାଡିୟମ ଯେଉଁଥିରେ କି ଏକାମ୍ର ବିଧାୟକ ତଥା ଆମ ପ୍ରିୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଯଦୁପୁର ମିନି ଷ୍ଟାଡିୟମରେ 75 ରୁ 85 ଲକ୍ଷ୍ ରେ ସମ୍ପୂର୍ଣ ହୋଇଛି। ଏହି ଠାରେ ଆଜି ଆମ ପ୍ରିୟ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ୨ ବର୍ଷ ଭିତରେ ସାଂସଦ ପାଣ୍ଠି ରୁ କରୋନ ଭେଟି ଭାବେ ନାମ ଉଲ୍ଲେଖ ଥିବା ୨ ଟି ସୋଲାର ଲାଇଟ୍ ପ୍ରଦାନ କରିଛନ୍ତି।

Photos from Jadupur Dumduma Bjd friends's post 26/11/2020

୬୪ ୱର୍ଡ ର ପୂର୍ବତନ କର୍ପୋରେଟର ଶ୍ରୀ ମୂଜାହିତ୍ ହୁସେନ ଙ୍କ ଉପସ୍ଥିତ ରେ ଆଜି ଭୁବନେଶ୍ବର ମାଂସ ବ୍ୟବସାୟ ସଙ୍ଘ ଯଦୁପୁର ମିନି ଷ୍ଟାଡିୟମ୍ ରେ ଆଜି ବ୍ୟବସାୟ ମାନଙ୍କ ଭଲ ମନ୍ଦ ଚିନ୍ତା କରି ବୈଠକ ହୋଇଛି।

Photos from Jadupur Dumduma Bjd friends's post 13/08/2020

ଓଡିଶା- ମୋ ପରିବାର ଜୀବନ ବିନ୍ଦୁ ଅନୁକୁଲ୍ୟରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ଆହ୍ୱାନ କ୍ରମେ ଯାଦୁପୂର ଅଜାଦ କ୍ଲବ ରେ ରକ୍ତ ଦାନ ଶିବିର ଆୟୋଜନ କାରାଯାଇଥିଲା .
mo parivar
Bindu
word no 64
TO ALL DONNER

12/08/2020

ଯଦୁପୁର ୱାର୍ଡ ନମ୍ବର୍ ୬୪

Photos from Jadupur Dumduma Bjd friends's post 10/08/2020

Congratulations,💐💐💐💐💐

Photos from Jadupur Dumduma Bjd friends's post 08/08/2020

ଯଦୁପୁର ପୋଖରୀ ଭିତରେ ଓ ବାହାର ସଫା କଲେ ।
ସମାଜ ସେବୀ ବ୍ରରକତ୍ ଭାଇ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Jadupur Ward No. 64
Bhubaneswar