AISF Odisha

Call Directions Contact the organization

AISF Odisha 1st Student Organisation of the Country Established on12th August 1936 ALL INDIA STUDENTS FEDERATION (AISF) for Liberation & Socialism.

It has created the Glorious History of Dedication & Prime Sacrifice for the Independence of the Country.

ଗତ ୨୮ ସେପ୍ଟମ୍ବରରେ ଜୁନାଗଡ଼ AISF ଅଫିସ ଠାରେ  ଶହୀଦ ଏ  ଆଜମ ଭଗତ ସିଂ ଙ୍କ ୧୧୯ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା ।ଏହି ଆଲୋଚନାଚକ୍ର ରେ AI...
30/09/2026

ଗତ ୨୮ ସେପ୍ଟମ୍ବରରେ ଜୁନାଗଡ଼ AISF ଅଫିସ ଠାରେ ଶହୀଦ ଏ ଆଜମ ଭଗତ ସିଂ ଙ୍କ ୧୧୯ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା ।ଏହି ଆଲୋଚନାଚକ୍ର ରେ AISF କଳାହାଣ୍ଡି ଜିଲ୍ଲା ପରିଷଦ ର ବିଭିନ୍ନ ନେତୃତ୍ୱ ମାନେ ସାମିଲ ହେବା ସହିତ ଜିଲ୍ଲା ର ବିଭିନ୍ନ କଲେଜ ୟୁନିଟ୍ ର ନେତୃତ୍ୱ ମାନେ ସାମିଲ ହୋଇ ଭଗତ୍ ସିଂହ ଙ୍କ ଆଦର୍ଶ କୁ ଆଜି ର ଯୁବ ଛାତ୍ର ଙ୍କ ପାଖରେ ପହଞ୍ଚାଇବାର ଶପଥ ନେଲେ ✊



ଗତ ସେପ୍ଟମ୍ବର ୨୮ ରେ AISF ବୌଦ୍ଧ ଜିଲ୍ଲା ଅନୁକୁଲ୍ୟ ରେ KB HIST COLLEGE BOUDH ରେ ଶହୀଦ ଭଗତ ସିଂହ ଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା ✊...
30/09/2026

ଗତ ସେପ୍ଟମ୍ବର ୨୮ ରେ AISF ବୌଦ୍ଧ ଜିଲ୍ଲା ଅନୁକୁଲ୍ୟ ରେ KB HIST COLLEGE BOUDH ରେ ଶହୀଦ ଭଗତ ସିଂହ ଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା ✊

ଦେଶ ପାଇଁ ତାଙ୍କ ବଳିଦାନ ତଥା ଆଜିର ଦିନରେ ତାଙ୍କ ବିଚାର ର ପ୍ରାସଙ୍ଗିକତା କଣ ରହିଛି ତାହା ସାଥୀ ମାନେ ତଥା ରୂପା ବେହେରା, ଶିବାନୀ ପ୍ରଧାନ, ଶୁଭଶ୍ରୀ ଭୋକ୍ତା, ଶୁଭଙ୍କର ବେହେରା, ରାକେଶ ପ୍ରଧାନ, କାଜଲ ଦନାୟକ୍ , ଆନନ୍ଦ ସାହୁ, କରିସ୍ମା ମାଝୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।



30/09/2026

Gyanu it's done bro

ଆଜି ର ଖବରକାଗଜ ପୃଷ୍ଠା ରୁ….
29/09/2026

ଆଜି ର ଖବରକାଗଜ ପୃଷ୍ଠା ରୁ….


୨୫ ସେପ୍ଟେମ୍ବର AISF ଓଡ଼ିଶା ରାଜ୍ୟ ପରିଷଦ ଡାକରାରେ ରାଜ୍ୟସ୍ତରୀୟ ଯୁବ ଛାତ୍ର ବିକ୍ଷୋଭ ର କିଛି ଝଲକ✊
29/09/2026

୨୫ ସେପ୍ଟେମ୍ବର AISF ଓଡ଼ିଶା ରାଜ୍ୟ ପରିଷଦ ଡାକରାରେ ରାଜ୍ୟସ୍ତରୀୟ ଯୁବ ଛାତ୍ର ବିକ୍ଷୋଭ ର କିଛି ଝଲକ✊










ଗତକାଲି AISF ଭଦ୍ରକ ଜିଲ୍ଲା ପକ୍ଷରୁ ଶହୀଦ ଭଗତ ସିଂହଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ମନୋରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାର...
29/09/2026

ଗତକାଲି AISF ଭଦ୍ରକ ଜିଲ୍ଲା ପକ୍ଷରୁ ଶହୀଦ ଭଗତ ସିଂହଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ମନୋରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ‘ଆଜିର ଛାତ୍ର ଓ ଭଗତ ସିଂହଙ୍କ ବିଚାର’ ଶୀର୍ଷକ ଆଲୋଚନା କରାଯାଇଥିଲା ।ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଗୁଲୁମୁକୀ ହବିବ ଓ ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ପରିଡ଼ା ଯୋଗଦେଇ ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଭାଷଣ ଓ କୁଇଜ୍‌ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।



28/09/2026

ଶୋଷଣମୁକ୍ତ ସମାଜବାଦୀ ସମତାପୂର୍ଣ୍ଣ ସମାଜ ର ସ୍ୱପ୍ନ - ଆଜି ର ସମୟ ରେ ଶହୀଦ ଭଗତ୍ ସିଂହ ଙ୍କ ଆହ୍ୱାନ ✊
-e-AzamBhagatSingh


ପୁରୀ ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସରେ ଅଖିଳ ଭାରତ ଛାତ୍ର ସଂଘ (AISF)ର ସାଥି ମାନଙ୍କ ଦ୍ୱାରା ସହିଦ୍ - ଏ - ଆଜମ୍ ଭଗତ୍ ସିଂ ଙ୍କ ୧୧୯ ତମ...
28/09/2026

ପୁରୀ ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସରେ ଅଖିଳ ଭାରତ ଛାତ୍ର ସଂଘ (AISF)ର ସାଥି ମାନଙ୍କ ଦ୍ୱାରା ସହିଦ୍ - ଏ - ଆଜମ୍ ଭଗତ୍ ସିଂ ଙ୍କ ୧୧୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି।





ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଓ ଛାତ୍ର ସମାଜର କର୍ତ୍ତବ୍ୟ କ'ଣ ହେବା ଉଚିତ୍,ସୂଚେଇ ଦେଇଛନ୍ତି ସହୀଦ୍-ଏ-ଆଜମ୍ ଭଗତ ସିଂ।ଲଢ଼େଇ ବିନା ମୁକ୍ତି ନାହ...
28/09/2026

ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଓ ଛାତ୍ର ସମାଜର କର୍ତ୍ତବ୍ୟ କ'ଣ ହେବା ଉଚିତ୍,
ସୂଚେଇ ଦେଇଛନ୍ତି ସହୀଦ୍-ଏ-ଆଜମ୍ ଭଗତ ସିଂ।
ଲଢ଼େଇ ବିନା ମୁକ୍ତି ନାହିଁ -
ମୁକ୍ତି ବିନା ଶାନ୍ତି ନାହିଁ। ✊🏼

Address

VIR-8, Unit 6
Bhubaneswar
751001

Telephone

+917978595536

Website

Alerts

Be the first to know and let us send you an email when AISF Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to AISF Odisha:

Shortcuts

Share