Nalinikanta Mohanty

Nalinikanta Mohanty

Share

Contact information, map and directions, contact form, opening hours, services, ratings, photos, videos and announcements from Nalinikanta Mohanty, Social service, Bhubaneswar.

01/04/2026

ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଐତିହ୍ୟ ହେଉଛି ସମୃଦ୍ଧ। ସମସ୍ତଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ହେ ଓଡ଼ିଶାର ଯୁବ ବଂଶଧର, ଆମେ ଏ ଜାତିର ସ୍ପନ୍ଦନ !
ଆସ ହେ ଭରିବା ଓଡ଼ିଆ ପ୍ରାଣରେ, ନୂତନ ଏକ ଜୀବନ !!

ବନ୍ଦେ ଉତ୍କଳ ଜନନୀ 🚩

27/03/2026

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।

ଏହି ପବିତ୍ର ଅବସରରେ ଅଯୋଧ୍ୟାପତି ଭଗବାନ ଶ୍ରୀ ରାମଙ୍କ ଅଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିରେ ପୂର୍ଣ୍ଣ ହେଉ |

26/01/2026

୭୭ତମ ସାଧାରଣତନ୍ତ୍ର ଦିବସ' ଅବସରରେ ସମଗ୍ର ଭାରତ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ବହୁମୂଲ୍ୟ ଅବଦାନ ଦେଇଥିବା ମହାପୁରୁଷ ମାନଙ୍କୁ ମୋର ବିନମ୍ର ପ୍ରଣାମ l

01/01/2026

ଇଂରାଜୀ ନବବର୍ଷରେ ଆପଣଙ୍କୁ ଏବଂ ଆପଣମାନଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ❤️

ଜୟ ଜଗନ୍ନାଥ 🙏🏻

17/08/2025

୭୯ତମ ସ୍ବାଧୀନତା ଦିବସ ଅବସରରେ ଓ୍ବାର୍ଡ ନଂ ୧୯ ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁ୍ଷ୍ଠିତ ହୋଇଥିଲା ।

Photos from Kanak News's post 13/07/2025
Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address


Bhubaneswar
751025