Biju Mahila Janata Dal, Bhubaneswar

Biju Mahila Janata Dal, Bhubaneswar

Share

Contact information, map and directions, contact form, opening hours, services, ratings, photos, videos and announcements from Biju Mahila Janata Dal, Bhubaneswar, Political organisation, Bhubaneswar.

22/09/2025


ବିଧାନସଭା ଘେରାଉ, ୨୩|୦୯|୨୦୨୫

Photos from Biju Mahila Janata Dal, Bhubaneswar's post 18/09/2025



*ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ରେ ଗର୍ଜିଉଠିଲା ମହିଳା ବିଜେଡ଼ି।

୧୪ ମାସର ବିଜେପି ସରକାରରେ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଦୁଷ୍କର୍ମ,ଗଣଦୁଷ୍କର୍ମ, ମହିଳାଙ୍କ ସୁରକ୍ଷା ରେ ଅକଥନୀୟ ତ୍ରୁଟି, ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା, ସବୁ କ୍ଷେତ୍ରରେ ମହିଳା ଅସୁରକ୍ଷିତ। ମହିଳା ମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅସଫଳ। ମହିଳାଙ୍କ ସୁରକ୍ଷା ପ୍ରତି କଡାକଡି ପଦକ୍ଷେପ ନେଇ ରାଜ୍ୟ ପୋଲିସ୍ ଡିଜିପିଙ୍କ ଉଦ୍ଦେଶ୍ଯରେ ଡିସିପିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବିଜୁ ମହିଳା ଜନତା ଦଳର ସହ ସହ ନେତୃମଣ୍ଡଳୀ। Biju Janata Dal Odisha
Snehangini Chhuria

Photos from Biju Mahila Janata Dal, Bhubaneswar's post 16/09/2025

ସାରା ରାଜ୍ୟରୁ ଉଠିବ ପ୍ରତିବାଦର ସ୍ବର, ମହିଳାଙ୍କ ସୁରକ୍ଷା ପାଇଁ ସବୁ ଜିଲ୍ଲାରେ ହେବ ବିକ୍ଷୋଭ।

ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ନେଇ ୧୭ ତାରିଖରେ ସବୁ ଜିଲ୍ଲାର ଏସପିଙ୍କ କାର୍ଯ୍ୟାଳୟରେ ଧାରଣା ଦେବ ବିଜୁ ମହିଳା ଜନତା ଦଳ।

ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀକୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛି। ୧୪ ମାସର ବିଜେପି ଶାସନରେ ମହିଳାମାନେ ସବୁଠୁ ଅସୁରକ୍ଷିତ।

ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା ଏହାର ସଦ୍ୟତମ ଉଦାହରଣ।

#ହଟାଅବିଜେପି

22/10/2024
16/10/2024


02/10/2024

*ସମ୍ପର୍କ ଆହୁରି ନିବିଡ଼ ହେଉଛି, ଲୋକଙ୍କ ହକ୍ ପାଇଁ ଦଳର ସ୍ଵର ଶାଣିତ ହେଉଛି। ଆସନ୍ତୁ, ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ଼ ନେତୃତ୍ଵରେ ଦଳର ଜନସମ୍ପର୍କ ପଦଯାତ୍ରାରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଓଡ଼ିଶାବାସୀଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାବେ ଆଗକୁ ବଢିବା।*

30/09/2024

29/09/2024

ଚମକିଲା । ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ। ପଛରେ ଡବଲ ଇଞ୍ଜିନ୍ ରାଜ୍ୟ।
Odisha stood in UGI Score and Rank

Photos from Biju Mahila Janata Dal, Bhubaneswar's post 26/09/2024

ସରକାରକୁ ୧୦୦ ଦିନ ବିତିଗଲାଣି ତଥାପି ଆଇନଶୃଙ୍ଖଳା ଠାରୁ ଦରଦାମ ବୃଦ୍ଧି ପର୍ଯ୍ୟନ୍ତ ସବୁଠି ବିଫଳ।

ତୃଣମୂଳସ୍ତରରେ ଏହି ବାର୍ତ୍ତାକୁ ବ୍ୟାପକ କରିବା ପାଇଁ ଢେଙ୍କାନାଳ ଓ କନ୍ଧମାଳ ନେତୃବୃନ୍ଦଙ୍କୁ ସଭାପତି ଶ୍ରୀ Naveen Patnaik ପରାମର୍ଶ ଦେଇଛନ୍ତି।

ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ସହ ସମସ୍ତେ ଏକାଠି ହୋଇ ସରକାରର ବିଫଳତା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସଂକଳ୍ପ ନେଇଛନ୍ତି।


22/09/2024

*ଓଡ଼ିଆ ଅସ୍ମିତାକୁ ଜୟଙ୍କ ଫୁ*

ଓଡ଼ିଆ ଅସ୍ମିତାକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଫୁ । ଭରା ସଭାରେ ରାଜ୍ଯ ସଂଗୀତକୁ କଲେ ଅସମ୍ମାନିତ । ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ଚେୟାରରୁ ଉଠିଲେନି ସମ୍ବଲପୁର ବିଜେପି ବିଧାୟକ । ଓଲଟି କହିଲେ, କେବେ ଠିଆ ହେଉଥିଲି ଯେ ଆଜି ଉଠିଲିନି ।

Photos from Biju Mahila Janata Dal, Bhubaneswar's post 22/09/2024

ଥାନାରେ ମହିଳାଙ୍କୁ ନିର୍ଯାତନା, ୨୪ ତାରିଖରେ ଭୁବନେଶ୍ୱରରେ ହେବ ଅଖ, ଚକ ବନ୍ଦ।

ଭରତପୁର ଥାନାରେ ମହିଳାଙ୍କୁ ନିର୍ଯାତନା ଘଟଣାରେ ଓଡ଼ିଶା ସାରା ଦେଶରେ ଲଜ୍ଜିତ ହୋଇଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଦଳ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ସରକାର ଘଟଣାକୁ ଚପାଇ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି।

ହରତାଳ ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ ବୋଲି ଦଳର ପ୍ରମୁଖ ନେତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Bhubaneswar