ସଂଗଠିତ ହିନ୍ଦୁ ସମାଜ, AIIMS

ସଂଗଠିତ ହିନ୍ଦୁ ସମାଜ, AIIMS

Share

गर्व से कहो,
हम हिन्दू है। 🚩

Photos from ସଂଗଠିତ ହିନ୍ଦୁ ସମାଜ, AIIMS's post 25/04/2026

#ଏପ୍ରିଲ_୨୭_ତହସିଲ୍‌_ଚାଲ
ଆଜି ଆମ ସଂଗଠନର ଭାଇମାନଙ୍କୁ ନେଇ #ଗୋସମ୍ମାନଆହ୍ୱାନଅଭିଯାନ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

#ଜୟଗୋମାତା 🚩
#ଜୟଶ୍ରୀରାମ 🙏🏻
#ସଂଗଠିତହିନ୍ଦୁସମାଜ_ଏମ୍ସ 🚩

22/01/2026

ଆସନ୍ତା ଶନିବାର ସଂଧ୍ୟାରେ, ଏମ୍ସ ଅଞ୍ଚଳରେ ବସବାସ କରୁଥିବା ତଥା ସମସ୍ତ ଗ୍ରାମର ହିନ୍ଦୁ ମାନଙ୍କୁ ନେଇ ଦାମୋଦରପୁର ମହାଦେବ ମନ୍ଦିର ଠାରେ ଏକ ବିଶାଳ 'ହିନ୍ଦୁ ସମ୍ମିଳନୀ' ହେବାକୁ ଯାଉଛି। ଏଥିରେ ସମସ୍ତ ହିନ୍ଦୁ ପରିବାର ମାନଙ୍କୁ ଉପସ୍ଥିତ ରହିବା ପାଇଁ ଅନୁରୋଧ।

ଜୟ ଶ୍ରୀରାମ 🙏🏻

Photos from ସଂଗଠିତ ହିନ୍ଦୁ ସମାଜ, AIIMS's post 21/11/2025

ଛୋଟରାୟପୁରରୁ ପଙ୍କରୁ ଉଦ୍ଧାର ହେଇ ଆସିଥିବା ଗୋମାତାଟିକୁ ଆମ ସଂଗଠନ ଭାଇମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଛି।

Photos from ସଂଗଠିତ ହିନ୍ଦୁ ସମାଜ, AIIMS's post 02/11/2025

ବୋତଣ୍ଡା, କୁହା ଅଞ୍ଚଳରୁ ଦୁର୍ଘଟଣା ଗ୍ରସ୍ତ ହୋଇ ଆସିଥିବା ଗୋମାତାଙ୍କର ଆଜି ଆମ ଗୋଶାଳାରେ ଗୋସେବକ ଭାଇମାନଙ୍କ ଦ୍ୱାରା ଚିକିତ୍ସା କରାଯାଇଛି 🙏🏻

29/10/2025

ଆମ ଗୋଶାଳା🚩ର ମନଲୋଭା ଦୃଶ୍ୟ। 🥰

20/10/2025

ଆଲୋକର ପର୍ବ ଦୀପାବଳି ତଥା ପ୍ରଭୁ ଶ୍ରୀରାମଙ୍କ ଆଗମନରେ ସାରା ଭାରତବର୍ଷ ଉତ୍ସବମୁଖର ଥିବା ବେଳେ ଆମ ଗୋଶାଳାରେ ପ୍ରଭୁ ଶ୍ରୀରାମଙ୍କ ନାମରେ ଦୀପଦାନ ପୂର୍ବକ ଦୀପତ୍ସଵ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି🙏🏻


#ଅମାଗୋଶାଳା 🚩

20/10/2025

ଆଲୋକର ପର୍ବ ଦୀପାବଳି ର ଅଭିନନ୍ଦନ 😊
🎇

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


AIIMS Bhubaneswar
Bhubaneswar
751019