OHCEF - Odisha Health Contractual Employees Federation
ସ୍ୱାସ୍ଥ୍ୟ ଵିଭାଗରେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ, ସମସ୍ତ ଠିକାକର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଆମର ଦାବୀ ।
Odisha Health Contractual Employees federation, Bhubaneswer
Dt. 15.12.2022
ଆଜି OHCEF ସହିତ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମ୍ମାନନୀୟl ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ସମ୍ମାନନୀୟl ମିଶନ ନିର୍ଦ୍ଦେଶିକା, OSACS ର ପ୍ରକଳ୍ପ ନର୍ଦେଶକ, ଆୟୁଷ ନିର୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ନିର୍ଦେଶକ, NHMର ଅତିରିକ ନିର୍ଦେଶକ (ପ୍ରଶାସନ), ଓ ଚିଠି ଅନୁଯାୟୀ ସମସ୍ତ ବିଭାଗ (Finance, GA, Law, Deptt)ର ବିଭାଗୀୟ ପଦାଧିକାରୀ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ଆମ ମହାସଙ୍ଘର ଏକ ମାତ୍ର ଦାବି ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀଙ୍କର ଚାକିରୀ ନିୟମିତ ନିମନ୍ତେ State OHCEF ତରଫରୁ ତଥ୍ୟ ସମ୍ବଳିତ ପ୍ରମାଣ ସହିତ ଦୃଢ ଦାବି ଉପସ୍ଥାପନ କରାଯାଇଥିଲା। ସାମ୍ମାନୀୟା Madam Secretary ଆମ ମାନଙ୍କ ଦାବିକୁ ଗମ୍ଭିରତାର ସହିତ ମାନନୀୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଆମ ସାମ୍ନାରେ ପ୍ରାଞ୍ଜଳ ଭାବରେ ଅବଗତ କରାଇବା ସହିତ ସ୍ୱୟଂ ସ୍ୱାସ୍ଥ୍ୟ ବିଭାଗରେ ଆମ କାର୍ଯ୍ୟକୁ ପୁନଃ ଉପସ୍ଥିତ କରି ଆମ ମାନଙ୍କ କାମକୁ ସର୍ବ ସମ୍ମୁଖରେ ପ୍ରଶଂସା କରିଥିଲେ । ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଆମ ଦାବିକୁ ସହୃଦୟତାର ସହିତ ସମର୍ଥନ ଦେଇ upper level Govt ସାଙ୍ଗରେ discussion କରି ନିୟମିତ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ very soon ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆପଣ ମାନଙ୍କର ସହଯୋଗ ହେତୁ ଏ ଦିଗରେ State OHCEF ର କାର୍ଯ୍ୟଧାରା କ୍ଷିପ୍ର ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ। ସମସ୍ତ କଥା ସକାରାତ୍ମକ ଦିଗରେ ଚାଲୁଛି। State OHCEF Team mission modeରେ କାର୍ଯ୍ୟକୁ ଆଗେଇ ନେବା ପାଇଁ କାର୍ଯ୍ୟ କରୁଛି।. ଧୈର୍ଯ୍ୟ ରଖନ୍ତୁ ସଫଳତା ଅବଶ୍ୟ ମିଳିବ।
ଧନ୍ୟବାଦ
President and Gen.Secretary
State OHCEF Team .
ସ୍ୱାସ୍ଥ୍ୟ ଵିଭାଗ ସହ ଆଜିର ଆଲୋଚନା ସକାରାତ୍ମକ ରହିଛି । ସ୍ଥାୟୀ ନିଯୁକ୍ତି ଦାବୀ ସମ୍ବନ୍ଧରେ ସରକାର ଖୁବଶୀଘ୍ର ଘୋଷଣା କରିବାର ପ୍ରତିଶ୍ରୁତି ଦେଇଛନ୍ତି ।
14/12/2022
Scheduled Meeting on demand of on 15.12.2022 at lokaseva Bhavan,
ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଓଡ଼ିଶାର ସମସ୍ତ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କଦ୍ୱାରା ଭୁବନେଶ୍ବରଠାରେ ବିଶାଳ ଆନ୍ଦୋଳନ । #ଆମରଦାବୀସ୍ଥାୟୀନିଯୁକ୍ତି
ଆଜି ସ୍ୱାସ୍ଥ୍ୟ ବିଭାଗର ଠିକା କର୍ମଚାରୀଙ୍କର ମହାଆନ୍ଦୋଳନ ଲୋୟର ପିଏମଜିଠାରେ ଅନୁଷ୍ଠିତ ହୋଇଛି ।
ମିଡ଼ିଆ ରିପୋର୍ଟ
Click here to claim your Sponsored Listing.
Location
Category
Contact the business
Telephone
Website
Address
Plot No 1359, Brahmeswarpatna, Near Brahmeswar Temple, Tankapani Road, Bhubaneswar PIN 7511018
Bhubaneswar
751018
