ଛାତ୍ର କଂଗ୍ରେସର ବିଜେପି ଡବଲ୍ ଇଞ୍ଜିନ ସରକାରକୁ ପ୍ରଶ୍ନ ଏଇ ସରକାର ପାଇଁ କ'ଣ ଜଗନ୍ନାଥ ପ୍ରଭୁଙ୍କ ଠାରୁ ଆଗ ଅଦାନୀ ? ଅଦାନୀ ପାଇଁ ରଥ ରହିଲା କ'ଣ ପାଇଁ ?
: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନ ।
Odisha NSUI Official
Contact information, map and directions, contact form, opening hours, services, ratings, photos, videos and announcements from Odisha NSUI Official, Political organisation, Bhubaneswar.
31/01/2025
ରାଷ୍ଟ୍ର ବିରୋଧୀ ମୋହନ ଭାଗବତ ଙ୍କ ଗସ୍ତକୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିଥିବା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଗଣତାନ୍ତ୍ରିକ ଗିରଫ ପ୍ରତିବାଦରେ ଛାତ୍ର ଏବଂ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ।
Rahul Gandhi
K.C. Venugopal
Varun Choudhary
Kanhaiya Kumar
Chunnu Singh
Yashir Nawaz
23/01/2025
ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ Varun Choudhary ଜୀଙ୍କୁ ପବିତ୍ର ଓଡ଼ିଶା ମାଟିକୁ ସ୍ବାଗତ।
17/12/2024
ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲ ନିକଟରୁ ଅଳିଆ ଗଦା ହଟାଇବା ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ବରେ BMC ଅଫିସ ଘେରାଉ।
05/12/2024
ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ଛାତ୍ର କଂଗ୍ରେସର ପ୍ରଭାରୀ ଶ୍ରୀ ଛୁନୁ ସିଂହ ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ପକ୍ଷରୁ ଆରଆଇ ଓ ଏଆରଆଇ ପରୀକ୍ଷା ରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଓ ପରୀକ୍ଷା କୁ ବାତିଲ କରିବା ଦାବିରେ ବିଧାନସଭା ଘେରାଉ।
28/11/2024
ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ପ୍ରଭାରୀ ଶ୍ରୀ ଛୁନୁ ସିଂହ ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନଙ୍କ ଉପସ୍ଥିତି ରେ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର କଂଗ୍ରେସର କର୍ମୀ ମାନଙ୍କ ପକ୍ଷରୁ "Hum Badlenge" ଅଭିଯାନର ଶୁଭାରମ୍ଭ କରାଯିବା ସହ ବିଭିନ୍ନ ବିଷୟକୁ ନେଇ ଛାତ୍ର ମାନଙ୍କ ସହ ଆଲୋଚନା କରାଗଲା।
26/11/2024
ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ପ୍ରଭାରୀ ଶ୍ରୀ ଛୁନୁ ସିଂହ ଜୀ ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନ ଜୀଙ୍କ ଦ୍ବାରା ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନଠାରେ ଛାତ୍ର କଂଗ୍ରେସ ପକ୍ଷରୁ "Hum Badlenge" ଅଭିଯାନର ଶୁଭାରମ୍ଭ କରାଯିବା ସହ ଫ୍ରେସ କନଫରେନ୍ସ କରାଗଲା।
Under the leadership of NSUI National President Shri , NSUI organized a protest against the 2000-crore bribery scandal involving Adani, as revealed by the FBI.
The people of India are witnessing how the BJP and Modi government continue to exploit the nation while filling Adani's pockets.
NSUI stands united to raise its voice against this nexus in every corner of the country ✊🏻
16/11/2024
Join NSUI’s Hum Badlenge initiative! 🌟
We invite passionate students to become Campus Ambassadors and lead the movement for change.
Take a stand for issues like rising fees, campus development, gender equality, and social justice.
Register now: https://humbadlenge.in
NSUI presents the Hum Badlenge initiative!
We’re calling on passionate students to become the voice of change on your campus.
Become a Campus Ambassador and stand up for student issues.
Register Now at www.humbadlenge.in
12/11/2024
ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ଛାତ୍ର କଂଗ୍ରେସର ପ୍ରଭାରୀ ଶ୍ରୀ ଛୁନୁ ସିଂ ଜୀ ଏବଂ ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହେଲା।
09/11/2024
ଉତ୍କଳ ବିଶ୍ବବିଦ୍ୟାଳୟରେ ନାମଲେଖା ଜାଲିଆତିରେ ସଂପୃକ୍ତ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେଠୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରୀ ଛୁନୁ ସିଂ ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କ ସରକାରୀ ବାସଭବନ ଘେରାଉ।
Click here to claim your Sponsored Listing.
Location
Category
Website
Address
Bhubaneswar
