📌PLZ FOLLOW AND SHARE ନିଆରା ଢଙ୍ଗ ରେ ନିଆରା ମଣିଷ ଙ୍କ ପାଖରେ ପଣା ସଂକ୍ରାନ୍ତି ପାଳନ 🌄🍂🌼🌸
ONE STEP For SMILE
✨"Welcome to our page ONE STEP FOR SMILE 😊", where we explore the inspiring and impactful world of social work.
🌈 Together, we can make a difference.
Join with us in this journey. Jay Jagannath 🙏🙏
ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ଆମ ପରିବାର ONE STEP For SMILE ତରଫରୁ ହାର୍ଦ୍ଧିକ ଅଭିନନ୍ଦନ। ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ ।
😭ନିଶ୍ଚୟ ସେୟାର କରନ୍ତୁ ଗୋଟେ ଅଭାଗା ମାଆ ଟି ପାଇଁ 🙏ପଚାଶ ବର୍ଷ ରୋଗଗ୍ରସ୍ତ ପୁଅ ର ଦେହ ସୁସ୍ଥ ପାଇଁ ଗୋଟେ ମାଆ ର ଆକୁଳ ନିବେଦନ 😔ଆପଣ ଙ୍କ ସେୟାର ହୁଏତ କାହା ମୁହଁ ରେ ଟିକେ ହସ ଭରିଦେବ l
ଦୁଃଖ ର ପାହାଡ଼ ଭିତରେ ପରିବାର ।
📌 PLZ FOLLW AND SHARE 📌
🙏ଚେଷ୍ଟା ଜାରି ରହିଛି ଏବଂ ରହିବ ମଧ୍ୟ 🙏
Happy Holi 🖍️🖍️🥰🎨🤗
04/03/2026
ହୋଲି ଉପଲକ୍ଷେ ସମସ୍ତଙ୍କୁ ଆମ ONE STEP FOR SMILE ପରିବାର ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ✨✨✨🌿🌿
#ହର୍ବାଲ_ହୋଲି
ଏହା ହେଉଛି ପ୍ରକୃତ ଦୁଃଖ ର ଗନ୍ତାଘର 😭
PLZ FOLLW AND SHARE 📌 ONE STEP For SMILE
ଆମ ୱାନ୍ ଷ୍ଟେପ୍ ଫର୍ ସ୍ମାଇଲ ପରିବାର ତରଫରୁ କିଛି ଅସହାୟ ଲୋକ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ 🙏🙏🙏
ଅଭିନଵ ପ୍ରୟାସରେ ଜନ୍ମଦିନ ପାଳନ🙏🙏
🙏ନିଶ୍ଚୟ ସେୟାର କରନ୍ତୁ 🙏 ଅଶେଷ ଅଶେଷ ଧନ୍ୟବାଦ Sanjukta Bhutia mamଙ୍କ ର ପ୍ରୟାସ ପାଇଁ କିଛି ପୁଣ୍ୟ ଅର୍ଜନ ର ସୁଯୋଗ ମିଳିଲା, ଜୀବନ ଦୁଇ ଦିନ ର ତେଣୁ ଯଥା ସମ୍ଭବ ସହାୟତା ର ହାତ ବଢ଼େଇ ଚାଲନ୍ତୁ l🙏🙏
ୱାନ ଷ୍ଟେପ ଫର୍ ସ୍ମାଇଲ (One Step For Smile) ପରିବାର ତରଫରୁ ଜନ୍ମଦିନ ପାଳନ ର ଅଭିନଵ ପ୍ରୟାସ 🥰
Click here to claim your Sponsored Listing.
Location
Contact the business
Telephone
Website
Address
Bhubaneswar
751030
