ଘରେ ଘରେ ପହଞ୍ଚିବ ବିଜେଡି, ଘରେ ଘରେ ପହଞ୍ଚିବ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା । ବିଜେଡି ସହ ଯୋଡ଼ି ହେବେ ଲୋକେ; ଦଳ ହେବ ଆହୁରି ସଂଗଠିତ, ଆହୁରି ମଜବୁତ୍
BJD Sindhia GP Bls Sadar
This is the official page of BJD Sindhia Gram Panchayat under Balasore Sadar Assembly Constituency.
ସବୁଠି ଗୋଟିଏ ଚର୍ଚ୍ଚା ସିନ୍ଧିଆ ପଂଚାୟତ ର ନେତୃତ୍ଵ କୁ ନେଇ ଯଥା ଶୀଘ୍ର ଠିକ୍ ନହେଲେ ବିଜେଡି ର ଅଭେଦ୍ୟ ଗଡକୁ ବିରୋଧୀ କବ୍ଜା କରିବାରେ ସଫଳ ହେବେ
21/04/2024
01/10/2023
ବାଲେଶ୍ଵର ଜିଲ୍ଲା ବିଜୁ ଜନତା ଦଳର ସିନ୍ଧିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ର ସିନ୍ଧିଆ ସେବା ସମବାୟ ସମିତି ର ଅଧକ୍ଷ ଅନିରୁଦ୍ଧ ପ୍ରଧାନ ଙ୍କୁ ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟିର ଖାଉଟି ସୁରକ୍ଷା, ସମାଜ ମଙ୍ଗଳ ଓ ଜଙ୍ଗଲ ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରେ ସଦସ୍ୟ ରୂପେ ମୋନୋନିତ ହୋଇଥିବାରୁ ଅଶେଷ ଅଶେଷ ଶୁଭେଚ୍ଛା ଏବଂ ଅଭିନନ୍ଦନ l
ଆମ ପଞ୍ଚାୟତ ସିନ୍ଧିଆ ତମେ ଯେଉଁ ରାଜା ପାଇଁ ଚାମଚା ଗିରି କରୁଚ ସେ କଣ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ରାଜନୀତି ରେ ପିଜି କରିଛନ୍ତି | ତମେ ଯଦି କହୁଚ ସେ ପଞ୍ଚାୟତ ର କିଛି କରିନାହାନ୍ତି | ପଞ୍ଚାୟତ ର ଜନତା ତାହାର ଫଳସ୍ଵରୁପ ପଞ୍ଚାୟତ ନିର୍ବାଚନ ରେ ସାବ୍ୟସ୍ତ କରିସାରିଛନ୍ତି | ତମେ ଏତେ ସମାଜ ସେବୀ ଦେଖେଇ ହଉଚ ଆଜି ଯାଏ ପଞ୍ଚାୟତ ର କିଛି ଉନ୍ନତି ମୂଳକ କାର୍ଯ୍ୟ କରିଚ ନା ଖାଲି ଦେଖେଇ ହଉଚ Ramya Ranjan Moharana , ଆମ ପଞ୍ଚାୟତ ସିନ୍ଧିଆ
12/06/2023
ସିନ୍ଧିଆ ପଞ୍ଚାୟତ ର ସମସ୍ତ ଜନସାଧରଙ୍କୁ ଜଣାଇ ଦିଆ ଯାଉଛୁ କି ଆମ ପଞ୍ଚାୟତ ସିନ୍ଧିଆ ନାମରେ ଗୋଟେ f**k ଫେସବୁକ୍ ଆଇଡି ତିଆରିକରି ପଞ୍ଚାୟତ ର ସମସ୍ତ ଭୋଟର୍ ଭାଇ ଭଉଣୀ ମାନଙ୍କୁ ନିର୍ବୋଧ କହୁଛି ଏବଂ ପଞ୍ଚାୟତ ନାମ ଆଇଡି କରି ପଞ୍ଚାୟତ ର ନାମ କୁ ଖରାପ କରୁଛି
14/04/2023
ଫୋଟ ରେ ଥିବା ବ୍ୟକ୍ତି ଜଣକ କେଉଁ ଦଳର କହି ପାରିବେକି ରଙ୍ଗ ବଦଳିଲା ଭଳି ଦଳ ବଦଳାଉଛନ୍ତି ଏହି ବ୍ୟକ୍ତି
18/05/2021
ଅମ୍ଳଜାନ ଯୋଗାଣର ସୁପରିଚାଳନା ନେଇ ଟାସ୍କଫୋର୍ସ ଗଠନ ସହ ମଇ ୨୪ ତାରିଖରୁ ୩ମାସ ପର୍ଯ୍ୟନ୍ତ କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ ପାଇଁ ଆଶା କର୍ମୀ ନିୟୋଜିତ ହେବେ। ଏଥିସହ କୋଭିଡ ନିୟନ୍ତ୍ରଣ କାର୍ଯ୍ୟରେ ଗାଁ ସମିତିକୁ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଘୋଷଣା କୋଭିଡ ମୁକାବିଲାକୁ ଆହୁରି ଦୃଢ କରିବ।
18/05/2021
ସଂଗ୍ରହାଳୟଗୁଡ଼ିକ ସମୃଦ୍ଧ କଳା, ସଂସ୍କୃତି ଏବଂ ଐତିହ୍ୟର ଭଣ୍ଡାର ଯାହା ଆମ ଗୌରବମୟ ଇତିହାସକୁ ଜୀବିତ ରଖିଛି | ରେ ଜ୍ଞାନର ଭଣ୍ଡାରକୁ ଉପଭୋଗ କରିବା ସହ ନିଜକୁ ଆଲୋକିତ କରିବା ଏବଂ ଆମର ଗୌରବମୟ ଐତିହ୍ୟ ପାଇଁ ଗର୍ବ କରିବା |
Click here to claim your Sponsored Listing.
Location
Category
Website
Address
Bhubaneswar
