SpeakOdisha

SpeakOdisha

Share

“Don’t worry about failures, worry about the chances you miss when you don’t even try.”“Se

29/05/2026

ନିରବ କର୍ମଯୋଗୀ ପାଣ୍ଡିଆନ ସାରଙ୍କୁ ଜନ୍ମଦିନର ଶୁଭେଚ୍ଛା l ଆପଣ ଆମ ରାଜ୍ଯ ପାଇଁ ସଦାସର୍ବଦା ପ୍ରେରଣା ହୋଇରହିବେ l ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଶଙ୍ଖରେ ପୁରେଇ ଚକ୍ର ଉହାଡ କରିରଖନ୍ତୁ, ଏତିକି ପ୍ରାର୍ଥନା 🙏
V Kartikeyan Pandian

17/04/2026

ସେ ଝଡ଼ର ଇଗଲ୍, ସେ ବିକାଶର ବିନ୍ଧାଣୀ, ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଓଡ଼ିଶାର ପୁଅ, ଓଡ଼ିଆଙ୍କ ସ୍ଵାଭିମାନ।

#ପ୍ରବାଦପୁରୁଷଦିବସ

ବିଜୁ ଲିଗାସୀରେ ଜେବିଙ୍କ ଜ୍ୱାଇଁ 10/04/2026

ଜାନକୀ ବାବୁଙ୍କ ପୁଅକୁ ପଙ୍ଗୁ କରି ଜେବି ଲିଗାସୀକୁ ମାଟିରେ ମିସେଇଲା ପରେ ଏବେ ଏ କୂଚକ୍ରୀର ଆଖି ବିଜୁ ଲିଗାସୀ ଉପରେ l ପର ସମ୍ପତ୍ତି ଉପରେ ଏମିତି ଲାଳ ଗଡା ଲୋକ ଆଉ କିଏ ହୋଇପାରେ ?

ବିଜୁ ଲିଗାସୀରେ ଜେବିଙ୍କ ଜ୍ୱାଇଁ

10/04/2026

ୟେ ସବୁ କି କଥା.....
#ଓଡ଼ିଆଅସ୍ମିତା.. ନାଁ ରେ ବି ବଦଳିଗଲେ.. ରାଇଜ #ମୁଖିଆ..
ଶେଷରେ....ଫଳକ ରେ #ମୁଖ୍ୟମନ୍ତ୍ରୀ ଙ୍କୁ ବି ବଦଳିଦେଲ.. 😂😂

07/04/2026

ସତ କିଏ କହିଛନ୍ତି ?
1- VK pandiyan
2- harichandan
ଆପଣ ମାନଙ୍କ ମତାମତ ନିଶ୍ଚୟ କମେଣ୍ଟ ରେ ଜଣେଇବେ 🙏👇

06/04/2026

ମଣିଷ ଭଳି ମଣିଷଟିଏ ଥିଲେ ପାଣ୍ଡିଆନ ବାବୁ l ସିଏ ଅଣଓଡିଆ ଥିଲେ କିନ୍ତୁ କୋଟି ଓଡ଼ିଆର ହୃଦୟର କଥାକୁ ବେଶ ବାରି ପାରୁଥିଲେ l ଆଜିବି ଏତିକି ବିଶ୍ୱାସ ଯେ ଅପପ୍ରଚାରର ଅବଧି ସରିବ... ଖୁବଶୀଘ୍ର ସରିବ l





01/04/2026

ଉତ୍କଳ ଦିବସ ଭଳି ଗୌରବମୟ ଦିନରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଏ ବିଜେପି ସାଂସଦ ପୁଣିଥରେ ଅପମାନ କରିଛି l ବିଭୁ ତରାଇ ଜାଣି ପାରୁନି ବୋଧେ ଓଡିଶା ମାନେ ବିଜୁ ପଟ୍ଟନାୟକ ଆଉ ବିଜୁ ପଟ୍ଟନାୟକ ମାନେ ଓଡିଶା. .....

18/03/2026

କଣ ଆପଣ ରେ ଅଛନ୍ତି କି ?? ତେବେ ଆପଣ ଙ୍କ ପାଇଁ ଖରାପ ଖବର ! ଆପଣ ଙ୍କ ଓଡ଼ିଆ ଅସ୍ମିତା ସରକାର ଆପଣ ଙ୍କୁ ଚାକିରୀ ରୁ କାଢି ଦେଉଛନ୍ତି ।

04/02/2026

ଆମଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଆମେ ବହୁତ ସଂମ୍ମାନ କରୁ 🙏
#ଭୁବନେଶ୍ବର ଏୟାରପୋର୍ଟ ଟ୍ରାଫିକ ଛକ ନିକଟରେ ଲାଗିଥିବା ବୋର୍ଡ ମୁଖମନ୍ତ୍ରୀଙ୍କ ପାଦତଳେ ମହାମହିମ ରାଷ୍ଟ୍ରପତି ଏ କଣ #ଓଡ଼ିଆ_ଅସ୍ମିତା ???

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address


Bhubaneswar
751020