03/12/2025
The Hon’ble DCM inaugurated the Creche facility 👶✨ at Kharvel Bhawan today. This initiative marks a meaningful stride towards ensuring employee welfare, work-life balance and a more supportive work culture. .
Official Page of Odisha Secretariat Service Association (OSSA)
ଓଡ଼ିଶା ସଚିବାଳୟ ସେବା ସଂଘ
03/12/2025
The Hon’ble DCM inaugurated the Creche facility 👶✨ at Kharvel Bhawan today. This initiative marks a meaningful stride towards ensuring employee welfare, work-life balance and a more supportive work culture. .
27/06/2025
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ I ଜୟ ଜଗନ୍ନାଥ 🙏🏻
01/01/2025
ଇଂରାଜୀ ନୂତନ ବର୍ଷର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ନବ ବର୍ଷ ସଭିଙ୍କ ମନରେ ଶାନ୍ତି, ମୈତ୍ରୀ ଓ ପ୍ରୀତିର ବାର୍ତ୍ତା ଆଣିଦେବା ସହ ଉଲ୍ଲାସ ତଥା ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ । ଜୟ ଜଗନ୍ନାଥ 🙏🏻
31/10/2024
ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ସମୃଦ୍ଧି ଭରିଦେଉ । 🪔
09/08/2024
A historic moment for India.🥉🥉
Congratulations to the IndianHockeyTeam on winning consecutive bronze medals in Paris Olympics . Huge credit to the Government of Odisha, who has been sponsoring the Hockey India team since 2018 and will continue to do so till 2036. CMO Odisha
29/07/2024
ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ପଦକ(ବ୍ରୋଞ୍ଜ) ଆଣିଥିବା Realmanu Bhaker ଙ୍କୁ ଶୁଭେଚ୍ଛା ।ଏହି ବିଜୟ ସାରା ଭାରତ ପାଇଁ ଗର୍ବ ଏବଂ ଗୌରବର ବିଷୟ।
14/04/2024
ପଵିତ୍ର ମହାଵିଷୁଵ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ଓଡିଶା ସଚିବାଳୟ ସେବା ସଂଘ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଜଗନ୍ନାଥ 🙏🏻
OSSA will continue its agitation program till the intervention of Hon'ble and Hon'ble Chairman, 5T & Nabin Odisha for finalization of our genuine demand. CMO Odisha
Naveen Patnaik SIR
14/02/2024
ପବିତ୍ର ବସନ୍ତ ପଞ୍ଚମୀ ତଥା ମା’ସରସ୍ଵତୀଙ୍କ ପୂଜା ଅବସରରେ ଓଡିଶା ସଚିବାଳୟ ସେବା ସଂଘ ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ବିଦ୍ୟା ପ୍ରଦାୟିନୀ ମା’ ସରସ୍ଵତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ ହେବା ସହ ସୁଖ ଓ ସମୃଦ୍ଧିମୟ ହେଉ। 🙏🏻
14/02/2024
After the call the members of OSSA organised a peaceful protest in PR&DW Dept lawn.This will continue indefinitely till finalisation of our demand.
CMO Odisha
Mo Sarkar 5T
Home Department, Government of Odisha
14/02/2024
The protest will go on till the finalization of our demand. We apologize for any inconvenience caused in the service of the State. But, our demand is genuine and we'll continue to fight for it.CMO Odisha
10/02/2024
To all the young & dynamic A*Os, welcome to the Apex Administration of the State. With new 716 members, OSSA family has now become stronger than ever. We OSS officers always discharge our duties with utmost dedication and sincerity. We hope, you will take this a step ahead and deliver your very best in the service of the State. *O