01/01/2025
"ରକ୍ତ ଦାନ ମହତ ଦାନ " ଏହି ଉକ୍ତି କୁ ସାର୍ଥକ କରିବା ପାଇଁ ଆଜିର ଇଂରାଜୀ ନବବର୍ଷ ଉପଲକ୍ଷେ ନୟାଗଡ ମୁଖ୍ୟ ରକ୍ତ ଭଣ୍ଡାର ଠାରେ ଆଜକୁ ମିଶ୍ରଣ କରି ସର୍ବମୋଟ ୩୯ ଥର ରକ୍ତଦାନ କରି ନିଜକୁ ଧନ୍ୟମଣୁଛି । ଆସନ୍ତୁ ସମସ୍ତେ ମିଶି ରକ୍ତ ଦାନ କରିବା ଅନ୍ୟ ମୁଁହରେ ହାସଭରିବା ।।
