01/06/2023
ସଶକ୍ତ ଭୁବନେଶ୍ୱର ର କାର୍ଯ୍ୟକର୍ତ୍ତା ବଡ଼ ଭାଇ ସୁବାଷ ଭାଇ ଙ୍କ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମହାପ୍ରଭୁ ଜଗନ୍ନାଥ ଏବଂ ମହାପ୍ରଭୂ ଲିଙ୍ଗରାଜ ଙ୍କ ଆଶ୍ରିବାଦ୍ ଆପଣ ଙ୍କ ଉପରେ ସଦାସର୍ବଦା ଥାଉ...🎂💐💐💐
Contact information, map and directions, contact form, opening hours, services, ratings, photos, videos and announcements from Sasakta Bhubaneswar, Social service, Bhubaneswar.
01/06/2023
ସଶକ୍ତ ଭୁବନେଶ୍ୱର ର କାର୍ଯ୍ୟକର୍ତ୍ତା ବଡ଼ ଭାଇ ସୁବାଷ ଭାଇ ଙ୍କ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମହାପ୍ରଭୁ ଜଗନ୍ନାଥ ଏବଂ ମହାପ୍ରଭୂ ଲିଙ୍ଗରାଜ ଙ୍କ ଆଶ୍ରିବାଦ୍ ଆପଣ ଙ୍କ ଉପରେ ସଦାସର୍ବଦା ଥାଉ...🎂💐💐💐
11/04/2023
ଆଜି ସଶକ୍ତ ଭୁବନେଶ୍ଵର ତରଫ ରୁ ସ୍ମୃତି ଭାଇ ଙ୍କ ଜନ୍ମଦିନ ପାଳନ କରାଗଲା ଏବଂ ଆଗାମୀ ହନୁମାନ ଜୟନ୍ତୀ (ପଣା ସଂକ୍ରାନ୍ତି)ପାଇଁ କାର୍ଯ୍ୟକ୍ରମ ର ବିଶେଷ ଆଲୋଚନା କରାଗଲା...।🙏🏻
11/04/2023
ଗତକାଲି ସଶକ୍ତ ଭୁବନେଶ୍ଵର ତରଫ ରୁ କୁନା ଭାଇ ଙ୍କ ଜନ୍ମଦିନ ସବୁ ଭାଇ ମାନେ ମିଶି ପାଳନ କରାଗଲା ତତ୍ ସହିତ ଆଗାମୀ ଦିନର ପୋଗ୍ରାମ୍ ବିଷୟ ରେ ମଧ୍ଯ ଆଲୋଚନା କରାଗଲା...🙏🏻
01/04/2023
ଗତକାଲି Sasakta Bhubaneswar ତରଫ ରୁ Laxmidhar Pradhan ଭାଇ ଙ୍କ ଜନ୍ମଦିନ ପାଳନ କରାଯାଇଥିଲା...🎂💐💐💐
26/03/2023
ଆଜି ସଶକ୍ତ ଭୁବନେଶ୍ୱର ନେତୃତ୍ବ ରେ ୟୁନିଟ୍ 8 ଠାରେ ପ୍ରଥମ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଯାଇ ଅଛି ଏଥିରେ ଆମ ପ୍ରିୟ ଓଡ଼ିଆ ଖାଦ୍ୟ ପଖାଳ ଭୋଜନ ର ମଧ୍ଯ ଆୟୋଜନ କରା ଯାଇଥିଲା।।
ତତ୍ ସହିତ ଆଗାମୀ ଦିନରେ କିପରୀ ସଙ୍ଗଠନ ମଜଭୂତ୍ ହେବ ତାହା ମଧ୍ୟ ଆଲୋଚନା ହୋଇଥିଲା...
ଧନ୍ୟବାଦ୍ ସମସ୍ତ ଭାଇ ଏବଂ ଭଉଣୀ ମାନଙ୍କୁ ଆପଣ ମାନଙ୍କ ନେତୃତ୍ବ ରେ ଆଗାମୀ ଦିନରେ ସୁନ୍ଦର ଭୁବନେଶ୍ୱର ଗଢ଼ିବା ସହାୟକ ହେବ...🙏🏻
13/03/2023
ଗତକାଲି ତା ୧୨:୦୩:୨୦୨୩ ସଂଧ୍ୟା ରେ ଆମ ସଶକ୍ତ ଭୁବନେଶ୍ଵର ର ଆଗାମୀ ଦିନର ପୋଗ୍ରାମ୍ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି....🙏🏻
ଆମ ସୁନ୍ଦର ଭୁବନେଶ୍ୱର ଗଢ଼ିବା ପାଇଁ ଦୟାକରି ଆମ ସହିତ ଯୋଡ଼ି ହୋଇ ଆମ ହାତ ମୁଠାକୁ ଟାଣ କରିବା ପାଇଁ ଅନୁରୋଧ..🙏🏻
09/03/2023
ସ୍ନେହ,ପ୍ରେମ ଭାଇଚାରା ର ପର୍ବ ଦୋଳ ପୁର୍ଣିମା ଏବଂ ହୋଲି ର ରଙ୍ଗ ମହୋତ୍ସବ ରେ ସସକ୍ତ ଭୁବନେଶ୍ୱର ର ପ୍ରଥମ ବୈଠକ ତଥା ହୋଲି ମହୋତ୍ସବ ପାଳନ ହୋଇ ଯାଇଛି..🙏🏻
ସମସ୍ତ ନେତୃବୃନ୍ଦ ମାନଙ୍କୁ ହୂର୍ଦୟ ରୁ ସାଧୁବାଦ୍ ଏବଂ ଆଗାମୀ ଦିନର ସଙ୍ଗଠନ କିପରି ସୁନ୍ଦର ଭୁବନେଶ୍ୱର ଗଢିବାରେ ସହାୟକ ହେବ ଏଥିପାଇଁ ଅଭିନନ୍ଦନ...🙏🏻