Laxmidhar Biswal

Laxmidhar Biswal

Share

Contact information, map and directions, contact form, opening hours, services, ratings, photos, videos and announcements from Laxmidhar Biswal, Social service, Bhubaneswar.

21/06/2025

ପବିତ୍ର ଯୋଗ ଦିବସରେ ଆମ ପରିବାର ତରଫରୁ ଆପଣଙ୍କୁ ଉପହାର। ଯୋଗ କରନ୍ତୁ ନିରୋଗ ରୁହନ୍ତୁ।

07/09/2024

ଦେଖନ୍ତୁ ଆଜି ଆମ ଝିଅ ଶ୍ରୀ ଗଣେଶ ଚତୁର୍ଥୀ ରେ ସବୁ ମନ୍ତ୍ର ଠିକ୍ କଲା କି ମୁଁ ଜାଣି ପାରୁନି। ଆପଣଙ୍କ ଅପେକ୍ଷାର।

05/09/2024

ଗୁରୁ ଦିବସରେ (ମିକୁଲ୍) ସାଙ୍ଗମାନଙ୍କ ସହିତ, ଆପଣଙ୍କୁ ତାଙ୍କର ଫଟୋ କିପରି ଲାଗୁଛି ଜଣାନ୍ତୁ।

26/08/2024

ପବିତ୍ର ଜନ୍ମାଷ୍ଟମୀରେ ନୂଆ ଭିଡିଓ ଦେଖନ୍ତୁ ଲାଇକ୍ କମେଣ୍ଟ ସେୟାର କରନ୍ତୁ ଧନ୍ୟବାଦ। କଣ୍ଠ -ତପସ୍ଵିନୀ ବିଶ୍ବାଳ ଭୁବନେଶ୍ବର ସତ୍ୟନଗର।

22/08/2024

ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ନିଶ୍ଚିତ ଦେଖନ୍ତୁ ନୂଆ ଭିଡିଓ। ଏଠାରେ ଭାଇ ଭଉଣୀ କ'ଣ କରୁଛନ୍ତି।

15/08/2024

Good morning

14/08/2024

ଜୟ୍ ହିନ୍ଦ୍। ଗୀତ ବନ୍ଦେ ଭାରତ ମାତାଙ୍କ ବନ୍ଦନା।

09/08/2024

ଆମ ଦୁହିଁଙ୍କୁ ଲାଇକ୍ କରିବେନି। ମୁଁ ମୋ ସାଙ୍ଗ ।।

08/08/2024

ଅଭିନନ୍ଦନ ବିଶ୍ବାଳର ଇଏ କି? ପାଲା ସବୁ ରଙ୍ଗ ସାରିଦେଲା।

15/07/2024

ରଥ ଯା ଗଡ଼ି ଯା ରଥଯାତ୍ରାରେ।ହୋ ଭକତେ

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar
751007