06/07/2023
ଗତ ତା- 04 ଜୁଲାଇ 2023 ରିଖ (ମଙ୍ଗଳବାର) ରେ ଆମ କ୍ଲବର ସମ୍ପାଦକ ଶ୍ରୀ ବିଶ୍ୱରଞ୍ଜନ ନାୟକ (ସଭିଙ୍କ ପ୍ରିୟ ଗୁଜୁରି ଭାଇ)ଙ୍କର ଜନ୍ମ ଦିବସ କୁ ଆମ କ୍ଲବ ପରିସରରେ ପାଳନ କରାଯାଇଥିଲା। କ୍ଲବ ର ସଭାପତି ସୌଭାଗ୍ୟ ଭାଇ ଏବଂ ଅନ୍ୟ ସଦସ୍ୟ ମାନେ ଗୁଜୁରି ଭାଇଙ୍କ ସହ ଏହି ଅବସରରେ ବିତାଇ ଥିବା କିଛି ଖୁସିର ମୁହୂର୍ତ୍ତ..ମହାପ୍ରଭୁ ଜଗନ୍ନାଥ ଆମ ଗୁଜୁରି ଭାଇଙ୍କୁ ସବୁବେଳେ ଖୁସିରେ ରଖନ୍ତୁ..

28/06/2023