01/11/2025
ଟିମ୍ INSANIYAT ସମ୍ମାନରେ ଭଗତ୍ ସିଂ ଯୁବ ସେନା ଓ ମୋତେ ସମ୍ମାନିତ କରିଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ସହ ହୃଦୟରୁ ଧନ୍ୟବାଦ୍ ଜଣାଉଛି 🙏🏻
Benifits of joining *BHAGAT SINGH YUVASENA ODISHA*
A- self satisfaction (By helping others)
B- A lovable friend circle. C- communication skill development.
D- fullfill your wish to do something for society. Come join with us.
9348517774(Ashis Anurag)
01/11/2025
ଟିମ୍ INSANIYAT ସମ୍ମାନରେ ଭଗତ୍ ସିଂ ଯୁବ ସେନା ଓ ମୋତେ ସମ୍ମାନିତ କରିଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ସହ ହୃଦୟରୁ ଧନ୍ୟବାଦ୍ ଜଣାଉଛି 🙏🏻
20/06/2023
ହେ ପ୍ରଭୁ ସମସ୍ତଙ୍କର ଦୁଃଖ ଦୂର କରିଦିଅ 🙏🥹
31/12/2022
ଭଗତ୍ ସିଂ ଯୁବସେନା ଓଡ଼ିଶା ତରଫରୁ ନୂତନ ବର୍ଷ ୨୦୨୩ ଆପଣ ଓ ଆପଣଙ୍କ ପରିବାର ବର୍ଗଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ |
ଏହାହିଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା |🙏
06/12/2022
05/12/2022
ଭୁବନେଶ୍ୱର ରେଳଷ୍ଟେସନ ଏକ ଅପରିଚିତ ବାଳକ ଉଦ୍ଧାର, ସଂପୂର୍ଣ୍ଣ ତାର ଗୋଡ କଟି ଯାଇଥିଲା ଭଗତ୍ ସିଂ ଯୁବସେନା ଓଡ଼ିଶା ପକ୍ଷରୁ କ୍ୟାପିଟାଲ ମେଡିକାଲ କୁ ଆଣି ଚିକିତ୍ସିତ କରାଯାଉଛି..