29/12/2021
ତାରିଖ : ୨୫/୧୨/୨୦୨୧
ଅଟଳ ସେନା ପକ୍ଷରୁ ଭାରତ ରତ୍ନ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ବାରବାଟୀ ସ୍ଥିତ ମା ତାରିଣୀ ପୀଠରେ ପାଳିତ ହୋଇଥିଲା l
ଜୟ ଜଗନ୍ନାଥ 🙏🏻
Ex-Working President BPUT, Social worker and by profession an Electrical Engineer
29/12/2021
ତାରିଖ : ୨୫/୧୨/୨୦୨୧
ଅଟଳ ସେନା ପକ୍ଷରୁ ଭାରତ ରତ୍ନ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ବାରବାଟୀ ସ୍ଥିତ ମା ତାରିଣୀ ପୀଠରେ ପାଳିତ ହୋଇଥିଲା l
ଜୟ ଜଗନ୍ନାଥ 🙏🏻
ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ ଯେ ଆମେ ସମସ୍ତେ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଇଂରାଜୀ ନୂଆ ବର୍ଷଟିକୁ " ବୃକ୍ଷ ପୂଜନ ଦିବସ" ରୂପେ ପାଳନ କରିବା l ଏହି ଦିନ ପ୍ରତ୍ୟେକ ନିଜ ଘର ବା ଗାଁ ବା ସହର ଯେଉଁଠାରେ ବି ହେଉ ଅନୁନ୍ୟ ଗୋଟିଏ ଲେଖାଏଁ ଗଛକୁ ଫୁଲ, ସିନ୍ଦୁର ଦେଇ ପୂଜା କରିବା l
ଏହା ଆମ ଠାରୁ ଆରମ୍ଭ କରି ବିଶ୍ୱ ସ୍ତରରେ ପହଞ୍ଚାଇବା ହିଁ ରହିବ ଆମ ଲକ୍ଷ୍ୟ ଏବଂ ଏହି ଦିବସଟିକୁ " ବିଶ୍ୱ ବୃକ୍ଷ ପୂଜନ ଦିବସ" ରୂପେ ପାଳନ କରିବାକୁ ଏକ ଜନ ଜାଗରଣ ସୃଷ୍ଟି କରିବା l
ଆମେ, ଆମ ପରିବାରର ସମସ୍ତ ସଦସ୍ୟ ଏବଂ ବନ୍ଧୁ ବାନ୍ଧବ ସମସ୍ତେ ଗଛ ପୂଜା କରବା ଯାହା ଆମ ପର ପିଢ଼ି ପାଇଁ ଏକ ସନ୍ଦେଶ ଆଣି ଦେବ ଯେ
" ଗଛ ହିଁ ଭଗବାନ ,ଭଗବାନ ହିଁ ଗଛରେ" l
"ଗଛ ବିନା ଜୀବନ ଅସମ୍ଭବ" l
ଏଣୁ ଗଛକୁ ପୂଜା କରି ଏହାର ସୁରକ୍ଷା ନିଶ୍ଚୟ କରିବା l ଏହାଦ୍ୱାରା ଆଉ କେହି ଗଛକୁ କାଟିବାକୁ ବା ନଷ୍ଟ କରିବାକୁ ମନରେ ଭାବିବେ ନାହିଁ l
ଜୟ ଜଗନ୍ନାଥ 🙏🏻
02/10/2020
Tribute to Indian army Soldiers
Jai Hind 🇮🇳
18/02/19
01/10/2020
05/12/2019
ALL Odisha BPUT Student Association Grand formation 2k17