soro bjd parivar

soro bjd parivar

Share

soro toka

Photos from Biju Janata Dal Odisha's post 30/10/2025
Photos from soro bjd parivar's post 18/12/2024

ଏହା କେଉଁଠି ଆଉ କିଏ କରିଛନ୍ତି can you guess 🤔...?

11/11/2024

'ଖୁସି' ଯୋଜନା ଟେଣ୍ଡରରେ ଅନିୟମିତତା କରି ରାଜ୍ୟ ବାହାର କମ୍ପାନୀକୁ ଅନୁକମ୍ପା ଦେଖାଇବାକୁ ସରକାର ପଛାଉ ନାହାନ୍ତି।

କିଶୋରୀଙ୍କ ସୁସ୍ବାସ୍ଥ୍ୟ ଓ ସ୍ୱଚ୍ଛତା ପାଇଁ ସଭାପତି ଶ୍ରୀ ଆରମ୍ଭ କରିଥିବା ଏହି ଯୋଜନାରେ କୋଟି କୋଟି ଟଙ୍କା ହଡ଼ପ ପାଇଁ ମସୁଧା ଚାଲିଛି।

ଓଡ଼ିଶାର ସଂସ୍ଥାକୁ ଅଣଦେଖା କରି ରାଜ୍ୟ ବାହାର କମ୍ପାନୀକୁ ଅଧିକ ଦରରେ ଟେଣ୍ଡର ଦେବା କ'ଣ ବିଜେପିର ଓଡ଼ିଆ ଅସ୍ମିତା?

18/08/2024

କୁନି କୁନି ପିଲାଙ୍କ ଗହଣରେ ସଭାପତି ଶ୍ରୀ Naveen Patnaik ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ପିଲାମାନଙ୍କୁ ଆଗାମୀକାଲିର ଭବିଷ୍ୟତ ଭାବେ ବର୍ଣ୍ଣନା କରି ଦେଶ ଗଠନରେ ସଭିଙ୍କ ସକ୍ରିୟ ଯୋଗଦାନ କାମନା କରିଛନ୍ତି।

18/08/2024
05/06/2024

Bjd MLA from soro . odisha ....... madhav Bhai bjd 💚

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Odisha
Bhubaneswar