Biju Mahila Janata Dal

Biju Mahila Janata Dal

Share

Official handle of largest women wing of BIJU JANATA DAL ODISHA

06/08/2025

ନ୍ୟାୟପାଇଁ କେତେଦିନ ନାରୀମାନେ ନିଆଁରେ ନିଜକୁ ଆତ୍ମଦାହ କରୁଥିବେ??

Photos from Biju Mahila Janata Dal's post 21/07/2025

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତିନି ଆରଡିସି ଆଗରେ ଗର୍ଜିଲା ବିଜେଡି।

ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ଵାରା ହେଉ ନ୍ୟାୟିକ ତଦନ୍ତ।

ବିକ୍ଷୋଭରେ ସାମିଲ ହେଲେ ହଜାର ହଜାର ବିଜେଡି କର୍ମୀ, ମୋହନ ସରକାର ହଟାଅ ନାରାରେ କମ୍ପିଲା ବିକ୍ଷୋଭସ୍ଥଳ।

#ହଟାଅବିଜେପି

Photos from Biju Mahila Janata Dal's post 20/07/2025

ବଳଙ୍ଗା ନାବାଳିକାଙ୍କୁ ଜିଅନ୍ତା ଜାଳି ଦେବା ଘଟଣାରେ ପୀଡ଼ିତାଙ୍କ ଆଶୁଆରୋଗ୍ୟ କାମନା କରି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରିଛି ବିଜୁ ଜନତା ଦଳ।

#ହଟାଅବିଜେପି

20/07/2025

ଥମିବ ନାହିଁ ସ୍ୱର, ଜୁଲାଇ ୨୧ରେ ଜୋରଦାର ବିକ୍ଷୋଭ।

ଏଫଏମ୍ କଲେଜ ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ସମ୍ବଲପୁର, ବ୍ରହ୍ମପୁର ଓ କଟକରେ ହେବ RDC ଅଫିସ ଘେରାଉ।

#ହଟାଅବିଜେପି

15/07/2025

ଆସନ୍ତାକାଲି ବାଲେଶ୍ଵର ବନ୍ଦ, ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହୁତି ଘଟଣାରେ ଦୃଢ଼ ହେଉଛି ପ୍ରତିବାଦ।

ଜୋରଦାର ଆନ୍ଦୋଳନ କରିବ ବିଜୁ ଜନତା ଦଳ।

ଆସନ୍ତାକାଲି ସକାଳ ୬ଟାରୁ ଦିବା ୨ ଘଣ୍ଟିକା ପର୍ଯ୍ୟନ୍ତ ୮ ଘଣ୍ଟା ବନ୍ଦ ଡାକରା ଦେଇଛି ବିଜେଡି।

#ହଟାଅବିଜେପି

Photos from Biju Mahila Janata Dal's post 12/07/2025

ବାଲେଶ୍ଵର ଛାତ୍ରୀ ଆତ୍ମହୂତି ଉଦ୍ୟମ ଘଟଣାରେ ରାଜ୍ୟ ସରକାର ଦାୟୀ।

ମହାବିଦ୍ୟାଳୟରେ ଛାତ୍ରୀ ଅସୁରକ୍ଷିତ।

ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଗିରଫ କରାଯାଉ।

ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବାଲେଶ୍ଵର ସାଂସଦ ବିଫଳ।

#ହଟାଅବିଜେପି

12/07/2025

କୋଟି ଓଡିଆଙ୍କ ହୃଦୟ ସ୍ପନ୍ଦନ ଫେରିଛନ୍ତି ସୁସ୍ଥ ହୋଇ।

12/07/2025
Photos from Biju Mahila Janata Dal's post 11/07/2025

ଦୁର୍ବାର ଆନ୍ଦୋଳନର ଅୟମାରମ୍ଭ ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରୁ।

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିଜେଡି ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାର ପ୍ରତି ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ବିଜୁ ଜନତା ଦଳ ନୀଳଗିରି ଶାଖା ପକ୍ଷରୁ ଆୟୋଜିତ ପ୍ରତିବାଦ ରାଲି ଏବଂ ସାଧାରଣ ସଭା ରେ ଯୋଗ ଦେଇଥିବା ହଜାର ହଜାର ସଂଖ୍ୟାରେ ମହିଳା ଏବଂ ବିଜୁ ଜନତା ଦଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମାନଙ୍କର ଯୋଗ ଦାନରେ ସଫଳତା ର ସମ୍ପନ୍ନ ହୋଇଛି।

Photos from Biju Mahila Janata Dal's post 10/07/2025

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ବିଜୁ ମହିଳା ଜନତା ଦଳର ଗଣ ଆନ୍ଦୋଳନ ବାଲେଶ୍ଵର ପରେ ଭୁବନେଶ୍ବର ରେ।

ଆନ୍ଦୋଳନରେ ସାମିଲ ହେଲେ ବହୁ ବରିଷ୍ଠ ବିଜେଡି ନେତ୍ରୀ ଏବଂ ସାଧାରଣ ମହିଳା।

ଘଟଣାକୁ ସାତ ଦିନ ବିତିଯାଇଥିଲେ ମଧ୍ୟ, ଦଫା କୋହଳ କରି ସମଗ୍ର କର୍ମଜୀବୀ ମହିଳାଙ୍କୁ ଅପମାନିତ ଓ ଅଶାଳୀନ ତଥା ଅଶ୍ଳୀଳ ଇଙ୍ଗିତ କରିଥିବା ବିଜେପି ବିଧାୟକ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ଯଜନକ।

ଏନେଇ ବିଜୁ ମହିଳା ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀ ପୋଲିସ୍ ଡିଜିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ବିଜେପି ବିଧାୟକ ଗିରଫ ନହେଲେ ପ୍ରତି ଜିଲ୍ଲାରେ ଆନ୍ଦୋଳନ ହେବ।

ଉତ୍ସବ ମୁହାଁ ବିଜେପି ସରକାର ମହିଳାଙ୍କ ସମ୍ମାନ ଭୁଲିଗଲେ।

#ହଟାଅବିଜେପି

29/06/2025

ସେବେ ଗନ୍ଧାଉଥିଲା ଏବେ କିପରି ବାସୁଛି??

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address


6R, Unit/6
Bhubaneswar
751009