cpi leder shankar

cpi leder shankar

Share

cpi political leder of narth bhubueswer

Photos from cpi leder shankar's post 29/05/2026

BHARATIYA KHET MAZDOOR UNION General council meeting 28,29,30 may 2026 Ongoli Prakasam District, Andhra Pradesh leaders national leader sankarsana Barik

Photos from cpi leder shankar's post 28/05/2026

ଆନ୍ଦ୍ର ପ୍ରଦେଶ. ଭାରତୀୟ କ୍ଷେତ ମଜଦୂର ୟୁନିୟନ (BKMU)ର ଜାତୀୟ ପରିଷଦ ବୈଠକ # Andhra Pradesh #

Photos from cpi leder shankar's post 23/05/2026

ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରତିବାଦ ରେ ଏଆଇଏସ୍ଏଫ୍ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ: ପରୀକ୍ଷା ପୁର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଶିଳ୍ପ ଏନଟିଏ କୁ ବନ୍ଦ କର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି।

ଭୁବନେଶ୍ଵର: ତା୨୩/୫: ଚଳିତ ବର୍ଷ ନିଟ୍ ପରୀକ୍ଷା ପୁର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ୨୨ଲକ୍ଷ ପରୀକ୍ଷାର୍ଥୀଙ୍କ ଦିନରାତି ଅଧ୍ୟବସାୟ କୁ କୁଠାରାଘାତ କରିଥିବା ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା ଏନଟିଏ ତଥା କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ର ଷଡ଼ଯନ୍ତ୍ର ପ୍ରତିବାଦରେ ଆଜି ଅଖିଳ ଭାରତ ଛାତ୍ର ସଂଘ - ଏଆଇଏସ୍ଏଫ୍ ପକ୍ଷରୁ ଉତ୍ତର ଭୁବନେଶ୍ଵର ଅନ୍ତର୍ଗତ କେଳୁ ଚରଣ ପାର୍କ ଠାରୁ ଡମଣା ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସି ଡମଣା ଛକରେ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିକ୍ଷାର ଘରୋଇକରଣ, ବ୍ୟବସାୟିକରଣ ଓ କେନ୍ଦ୍ରୀୟ କରଣ, ସାମ୍ପ୍ରଦାୟିକରଣ ପ୍ରକ୍ରିୟାରେ ୨୦୧୭ ମସିହା ଠାରୁ ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ପ୍ରତିଷ୍ଠା କରାଯାଇଛି। ଏହି ସଂସ୍ଥା ନିଜସ୍ଵ ଭାବେ ବୈଷୟିକ ଦକ୍ଷତା ନଥାଇ ବିଭିନ୍ନ ଲାଭଖୋର ବ୍ୟବସାୟିକ ଠିକାଦାରୀ ସଂସ୍ଥାମାନଙ୍କ ଦ୍ୱାରା ପରୀକ୍ଷା ପରିଚାଳନା କରାଯାଉଛି। ଫଳରେ ଏହି ବ୍ୟବସାୟିକ ସଂସ୍ଥାର ଲାଭ ଓ ଲୋଭକୁ ଚରିତାର୍ଥ କରିଵାକୁ ଯାଇ ପରୀକ୍ଷା ପୁର୍ବରୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ପ୍ରଶ୍ନ ପତ୍ର ପ୍ରଘଟ ଓ ଏହି ଅସାଧୁ ଅଧିକାରୀ ଏବଂ ବିଜେପି ନେତାମାନଙ୍କ ମାଧ୍ଯମରେ ପ୍ରଶ୍ନ ପତ୍ର ବିକ୍ରୟ ରେ କୋଟି କୋଟି ଟଙ୍କା ହାତେଇ ଥିବା ବିଭିନ୍ନ ତଦନ୍ତରେ ପ୍ରକାଶିତ ହୋଇଅଛି। ପରୀକ୍ଷା ସ୍ଵଛତା ଓ ବିଶ୍ୱସନୀୟତାକୁ ଧ୍ୟାନ ନଦେଇ ମୋଦି ସରକାର ଶିକ୍ଷା ମନ୍ତ୍ରଣାଳୟ କୁ ପ୍ରଶ୍ନପତ୍ର ଵିକ୍ରୟ ଶିଳ୍ପରେ ପରିଣତ କରିଛନ୍ତି। ୨୦୧୭ରୁ ଇତିମଧ୍ୟରେ ଏନଟିଏ ଦ୍ଵାରା ପରିଚାଳିତ ୭୦ଟି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଲୋକ ଲୋଚନକୁ ଆସିଛି।ଏହି ସମସ୍ତ ପ୍ରଶ୍ନ ପତ୍ର ପ୍ରଘଟ ଘଟଣାରେ ବିଜେପି ନେତାମାନଙ୍କ ଭୁମିକା ଲୋକ ଲୋଚନକୁ ଆସିଛି। ଏଥିରେ ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା ଓ ବିଜେପି ଦଳ ପ୍ରଚୁର ଅର୍ଥ ହାତେଇବା ଘଟଣା ମୋଦି ସରକାରଙ୍କ ବାହୁ ଛାୟା ତଳେ ଆନୁଷ୍ଠାନିକ ରୂପ ନେଇଛି। ଚଳିତ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଗିରଫ ହୋଇଥିବା ନେତା ଓ ଅଧିକାରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘନିଷ୍ଟତା ଥିବା ଦେଖିବାକୁ ମିଳିଛି।
ତେଣୁ ଏହି ତଦନ୍ତର ନୀରପେକ୍ଷତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବିଳମ୍ବେ ଇସ୍ତଫା ଦେବା ସହ ପରୀକ୍ଷା ପରିଚାଳନାର ବୈଷୟିକ ଦକ୍ଷତା ନଥିବା "ଏନଟିଏ" ସଂସ୍ଥାକୁ ଅବିଳମ୍ବେ ବନ୍ଦ କରି ପରୀକ୍ଷା ପରିଚାଳନାର ବିକେନ୍ଦ୍ରୀକରଣ କରାଇ ସମ୍ପୃକ୍ତ ପରୀକ୍ଷାର ଭିତ୍ତି ଶିକ୍ଷାର ପରୀକ୍ଷା ଫଳ ଭିତ୍ତିରେ ରାଜ୍ଯ ଭିତ୍ତିରେ ଓ ଅନୁଷ୍ଠାନ ଭିତ୍ତିରେ ପରୀକ୍ଷା ପରିଚାଳନା ବ୍ୟବସ୍ଥା ପ୍ରଣୟନ କରି ଶିକ୍ଷାନୁଷ୍ଠାନ ମାନଙ୍କ ବିଜ୍ଞାନ ସମ୍ମତ ପ୍ରତିଦ୍ବନ୍ଦିତା କୁ ପ୍ରୋତ୍ସାହିତ କରିବାକୁ ଏଆଇଏସ୍ଏଫ୍ ପକ୍ଷରୁ ଦାବି କରାଯାଇଛି।
ଏହି ଆନ୍ଦୋଳନରେ ପ୍ରଦୀପ୍ତ ମଙ୍ଗରାଜ, ଲାଲୁ ସାହୁ, ଲେନିନ ଜେନା, ସାଇରାମ୍ ଜେନା, ଆଦ୍ଯାଶା ଜେନା ପ୍ରମୁଖ ନେତୃତ୍ଵ ନେଇଥିବା ବେଳେ ସୋନାଲି ବାରିକ, ମୋଦି ସରକାରଙ୍କ ଶିକ୍ଷା ସଂକୋଚନର ପରିଣାମରେ ମେଧାବୀ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ଯ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ। ଆର୍ଥିକ ଅବହେଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ରୁ ଵଞ୍ଚିତ କରିବା ସରକାରଙ୍କ ମୁଖ୍ଯ କାର୍ଯ୍ଯ ରେ ପରିଣତ ହେଲାଣି ବୋଲି ଶିତଲ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଦାବି ପୂରଣ ନହେଲେ ସେମାନେ ରାଜ୍ଯ ବ୍ୟାପି ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭ ରେ ଛାତ୍ରାଭିଭାବକ ଶଙ୍କର୍ଷଣ ବାରିକ, ରଘୁନାଥ ନାୟକ, ସୁରେନ୍ଦ୍ର ବେହେରା ଓ ସିପିଆଇ ନେତା ସୁର ଜେନା ଉପସ୍ଥିତ ଥିଲେ।

Photos from cpi leder shankar's post 20/05/2026

ମୋର କମ୍ରେଡ଼ ସାଥି ରାକେଶ ପାତ୍ର ଙ୍କ ବାପାଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ. ତାଙ୍କ ଅମର ଆତ୍ମାର ସତଗତି କାମନା କରୁଛି 🙏🙏🙏 sankarsana barik

Photos from cpi leder shankar's post 20/05/2026

ଗାଡ଼କଣ ତଳ ଶବର ସାହି ୱାର୍ଡ ନମ୍ବର 9 ଜଳିଆ ନାୟକ ଙ୍କ ତା 24/5/2026ରିଖ ଦଶାହ କାର୍ଯ୍ୟକ୍ରମ. ମୋର ସମସ୍ତ ତଳ ଶବର ସାହିର ସାଥି ସୂଭେଛୁ ମାନଙ୍କୁ ଅନୁରୋଧ ଜୋଡ ହସ୍ତରେ କିଛି ଦାନ କରନ୍ତୁ. ଜଳିଆ ନାୟକର ଦଶାହ କାର୍ଯ୍ୟକ୍ରମ ସୁରୁଖୁରୁରେ ହୋଇଯାଉ leader sankarsana barik natha nayak

Photos from cpi leder shankar's post 17/05/2026
Photos from cpi leder shankar's post 17/05/2026

ନିର୍ବାଚନ ଶେଷରେ ମୋଦିଙ୍କ ଅସଲ ଚେହେରା. ଡିଜେଲ. ପେଟ୍ରୋଲ. ସିଏନଜି ଓ ଵସଭଡା ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ ଓ ବିକେଏମୟୁ ବିକ୍ଷୋଭ sankarsana barik

Photos from cpi leder shankar's post 15/05/2026

ଅଶୋକ ନଗରରେ 28ଟି ଉଠାଦୋକାନୀଙ୍କର ଦୋକାନରୁ ଚୋରି କରିବା ସହ ତାଙ୍କ ଦୋକାନ କ୍ୟାବିନ କୁ ଉଠେଇ ନେବା ବିରୁଦ୍ଧରେ BMC ଅଫିସ ଆଗରେ ବିକ୍ଷୋଭ

Photos from cpi leder shankar's post 14/05/2026

ଦେଶ 2014ପୂର୍ଵରୁ ପରାଧୀନ ଥିଲା. କିନ୍ତୁ ଦୃଭାଗ୍ୟର କଥା କିଛି ଲଙ୍ଗୁଳି ଆକ୍ଟର ଯଥା କଙ୍ଗନା ରଣାବତ 2014ପରେ ଦେଶ ସ୍ୱାଧୀନତା ପାଇଲା ବୋଲି କହିଲେ.ଆଜି ତାର ସ୍ପଷ୍ଟ ଉଦ୍ଧାରଣ ପାଇଲି. କୋଭିଡ ଟାଇମରେ ପ୍ରଧାନମନ୍ତ୍ରୀ କଥାରେ ଘରେ ରହିଲୁ. ବିମୁଦ୍ରିକରଣ ଟାଇମରେ ଟଙ୍କା ପାଇଁ ବ୍ୟଙ୍କ ସମ୍ମାନାରେ ଧାଡ଼ିରେ ଛିଡା ହେଲୁ. ବହୁତ ଲୋକ ହୃଦଘାତ ରେ ପ୍ରାଣ ତ୍ୟାଗ କଲେ. ଥାଳି.ତାଳି. ଟ୍ରଚ. ମାରିଲା ପରେବି ବହୁତ ଲୋକ ପ୍ରାଣ ହରାଥିଲେ. ଦଇବ ଦୃଘଟଣାରୁ. ଲୋକ ଅଣ୍ଟା ସଳଖିଲା ବେଳକୁ ପୁଣି ଆଉଥରେ ପେଟ୍ରୋଲ.ଖାଇବା ତେଲ.ସୁନା ଗହଣା. ନ କିଣିବା ପାଇଁ ପ୍ରଧାନମନ୍ତ୍ରୀ ଉପଦେଶ ଦେଲେ ମୋର ପ୍ରଶ୍ନ ପ୍ରଧାନମନ୍ତ୍ରୀ 5ଟି ରାଜ୍ୟର ନିର୍ବାଚନ ସରିଲା ପରେ ଅଚାନକ ଗ୍ୟାସ. ତୈଳ ସୁନା ଗହଣା ରେଟ ଆକାଶ ଛୁଆଁ ବଢ଼େଇ ପୁଣି ଥରେ ମଜା ନେଉ ଛନ୍ତି ଦୁଃଖ ଆଉ ପରୀତାପର ବିଷୟ.ଯାହାର ସ୍ତ୍ରୀ ନାହିଁ. ସିଏ ସ୍ତ୍ରୀ ମାନଙ୍କ ମନ କଥା କହୁଛନ୍ତି . ଯାହାର ପିଲା ନାହିଁ ସେ ପିଲା ମାନଙ୍କ କଥା କହୁଛନ୍ତି . ଜିଏ ସ୍ୱାମୀ ଚୋରି କରି ନେବ ସିଏ ଦେଶ କଥା ଗ୍ୟାସ କଥା କହିବେ ଆହାଠାରୁ ଦୃଭାଗ୍ୟ କଥା ବୋଧେ ନାହିଁ. ଆମ୍ଭେ କହୁଛେ ଆମ୍ଭେ ସ୍ୱଧିନତା ପାଇ ଯାଇଛେ କିନ୍ତୁ ମୁଁ କହୁଛି ଆମ୍ଭେ ସ୍ୱାଧୀନତା ସେଦିନ ପାଇବା ଯେଉଁ ଦିନ ଆମ୍ଭେ ନିଜ ଇଛାରେ କିଛି କରି ପାରିବା. ଭାରତ ଏକ ଧର୍ମ ନିରପକ୍ଷ ରାଷ୍ଟ୍ର ଏଠାରେ ସବୁ ଧର୍ମ ଲୋକ ନିଜ ଇଛାରେ ଚଳି ପାରିବେ ସେଦିନ ଆମେ ସ୍ୱାଧୀନ ହେବା. ଯଦି ମୋର କିଛି ଭୁଲ ଥାଏ...... 🙏🙏🙏 sankarsana Barik

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Bhubenswer
Bhubaneswar
751017