Naveen Fan BJD Fan

Naveen Fan BJD Fan

Share

Contact information, map and directions, contact form, opening hours, services, ratings, photos, videos and announcements from Naveen Fan BJD Fan, Social service, Bhubaneswar.

20/07/2024

#ପରଲୋକରେ_ପଦ୍ମଶ୍ରୀ_କମଳା_ପୂଜାରୀ ...
କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ଘଟିଛି। ଦୁଇ ଦିନ ତଳେ ସେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ ମସିହାରେ ତାଙ୍କୁ #ପଦ୍ମଶ୍ରୀ ଉପାଧିରେ ପୁରସ୍କୃତ କରାଯାଇଥିଲା । ତାଙ୍କର ଅମର ଆତ୍ମା ସଦଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

16/05/2023

#ଧବଳେଶ୍ଵର ପୀଠକୁ ଯାତ୍ରା ହେବ ସହଜ ll

Photos from Naveen Fan BJD Fan's post 11/05/2023

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନିର୍ଦ୍ଦେଶ କ୍ରମେ ସଚିବ #ଗଜପତି ଜିଲ୍ଲା ଗସ୍ତ କରି ବୌଦ୍ଧ ମଠ ପରିଦର୍ଶନ କରିଥିଲେ । ଜିରାଙ୍ଗ କଲେଜର ଶିକ୍ଷାର୍ଥୀ, ବୌଦ୍ଧ ଭିକ୍ଷୁ, ତିବ୍ଦତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ଏହି ଅବସରରେ ଗଜପତି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ 5T ସଚିବ ।

09/05/2023

ଝାରସୁଗୁଡା ମାଟିରେ ଅନେକ ସମ୍ଭାବନା ଅଛି। ଏହି ମାଟିକୁ ବିକଶିତ କରିବାର ଦାୟିତ୍ୱ ନେଇଛନ୍ତି ନବୀନ। ତେଣୁ ଦୀପାଳିଙ୍କ ହାତ ଧରି ଏହି ସ୍ୱପ୍ନକୁ ସାକାର କରିବାକୁ ଆଗେଇ ଆସିଛନ୍ତି ଝାରସୁଗୁଡାବାସୀ।

09/05/2023

#ଶଙ୍ଖ_ସମୃଦ୍ଧିର_ସାଥୀ
#ଝାରସୁଗୁଡ଼ାବାସୀ_ଭାରି_ଖୁସି

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar
751009