MU BJD

MU BJD

Share

BJD

29/05/2026

ଡବଲ ଇଞ୍ଜିନ ସରକାରରେ ଲୋକଙ୍କ ଜୀବନର ମୂଲ୍ୟକିଛି ନାହିଁ.... ଜୀବନ ଚାଲିଗଲେ ବି ଏମାନେ ଉପହାସ କରିବା ବନ୍ଦ କରିବେନି

29/05/2026

"ଜନପ୍ରିୟ ନେତା, ଦୂରଦର୍ଶୀ ପ୍ରଶାସକ ତଥା ଯୁବ ସମାଜର ପ୍ରେରଣା ସ୍ରୋତ V Kartikeyan Pandian ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ସଦା ସୁସ୍ଥ, ଖୁସି ଓ ଦୀର୍ଘାୟୁ ହୁଅନ୍ତୁ।
ଓଡ଼ିଶାର ଉନ୍ନତି ଓ ଜନସେବାରେ ଆପଣଙ୍କ ଅବଦାନ ଆହୁରି ଉଜ୍ଜ୍ୱଳ ହେଉ।”

26/05/2026

ଶେଷରେ ଗଞ୍ଜାମରେ ଗୋଟେ ଶୌଚାଳୟ ଖୋଲା ହେଲା। କଣ କହିଲେ, ହଁ ଶୌଚାଳୟ ଆମ ଓଡ଼ିଆ ହିରୋ କଲେ, ଆପଣମାନେ ଖୁସି ତ?

26/05/2026

ରାଜ୍ୟ ସଭା MP ସୁଲତାଙ୍କୁ ଡରିଗଲା ଡବଲ୍ ଇଂଜିନ୍ ଅଯୋଗ୍ୟ ସରକାର। 😀
ଏକ ନାରୀ ସବ ପେ ଭାରି 👍

26/05/2026

ପେଟ୍ରୋଲ 150 ହୋଇଯିବ

26/05/2026

ସାଧାରଣ ମା ମାଉସୀ ଙ୍କ ର କଥା 🙏

25/05/2026

ଡବଲ ଇଞ୍ଜିନ ଦେଉଛି ଉପହାର। ଆଖି ଖୋଲିଲେ ଶୁଣିବାକୁ ମିଳୁଛି ବଢିଲା ତେଲଦର। ୧୦ଦିନରେ ୪ଥର ବଢ଼ିଲାଣି ପେଟ୍ରୋଲ, ଡିଜେଲ ଦର।

25/05/2026
25/05/2026

ପେଟ୍ରୋଲ–ଡିଜେଲ ଦରରେ ପୁଣି ଜନତାଙ୍କୁ ଝଟକା! 🚨
ଆଜି ପୁଣି ବଢିଲା ତେଲ ଦର — ସାଧାରଣ ଲୋକଙ୍କ ଉପରେ ବଢୁଛି ବୋଝ!
#ପେଟ୍ରୋଲ_ଡିଜେଲ_ଦର_ବୃଦ୍ଧି
#ମହଙ୍ଗା_ମାଡ଼
#ଜନତାଙ୍କୁ_ଝଟକା





Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Address


Bhubaneswar