05/06/2026
ବିଶ୍ୱ ପରିବେଶ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
Panchayati Raj & Drinking Water Department, Government of Odisha establishes 3-tier PRIs systems of Government & aims at Development of rural Odisha.
Orissa Grama Panchayat Act was enacted in the year 1948. Subsequently in the year 1961, 3 tier system of Panchayati Raj Institutions was introduced in Orissa. Over the last 50 years Panchayati Raj Institutions have emerged as the powerful institutions in bringing about rapid and sustainable development and socio-economic transformation in rural Orissa. It has an integrated prospective towards impr
05/06/2026
ବିଶ୍ୱ ପରିବେଶ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
05/06/2026
ଜାତୀୟ ସ୍ତରରେ ଓଡ଼ିଶାର ପଞ୍ଚାୟତମାନଙ୍କ ଗୌରବମୟ ସଫଳତା!
ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ରେ ଓଡ଼ିଶାର ୪ଟି ଗ୍ରାମ ପଞ୍ଚାୟତ ଓ ଗଞ୍ଜାମ ଜିଲ୍ଲା ପରିଷଦ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ ହୋଇ ରାଜ୍ୟକୁ ଗର୍ବିତ କରିଛନ୍ତି। ଗ୍ରାମୀଣ ଶାସନ, ସ୍ୱଚ୍ଛତା, ଜଳ ପରିଚାଳନା, ସ୍ୱାସ୍ଥ୍ୟସେବା ଓ ସ୍ଥାୟୀ ବିକାଶରେ ଏହି ସଫଳତା ଓଡ଼ିଶାର ପଞ୍ଚାୟତମାନଙ୍କ ନୂତନ ପରିଚୟ ସୃଷ୍ଟି କରିଛି ।
OdishaShines ViksitGaonViksitOdisha
25/05/2026
ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଲକ୍ଷ୍ୟ ସାଧନ ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀଙ୍କ ଉପସ୍ଥିତିରେ ‘ମଡେଲ ଭିଲେଜ ମିଶନ’ ଏବଂ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଦୁଇଟି ଯୋଜନା ମାଧ୍ୟମରେ ଗ୍ରାମୀଣ ଅଞ୍ଚଳର ସାମଗ୍ରିକ ଉନ୍ନତି, ଐତିହ୍ୟର ସୁରକ୍ଷା ଓ ଲୋକାଭିମୁଖୀ ବିକାଶକୁ ନୂତନ ଗତି ମିଳିବ ବୋଲି ମାନ୍ୟବର ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।
15/05/2026
Hon’ble Minister, Panchayati Raj & Drinking Water Department attended the layout giving ceremony at Kumari GP of Dharmasala Block, marking another step towards planned rural development and improved public infrastructure. The initiative reflects the Government’s continued commitment to strengthening village-level amenities and ensuring inclusive growth for all.
Odisha RuralDevelopment
Hon’ble Minister, PR&DW and RD inaugurated the Mega PWS project covering 145 villages under Balikuda, Ersama, and Naugaon blocks, along with 160 Solar PWS, 20 Solar DP, and 18 SVS/MVS projects. The Hon’ble Minister also laid the foundation stone for 3 SVS/MVS PWS projects.
The programme was graced by the presence of Hon’ble Minister, Industries, Skill Development & Technology; Hon’ble MLA, Jagatsinghpur-cum-Chairman, DPC; Hon’ble MLA, Balikuda-Ersama; Hon’ble MLA, Tirtol; and the Collector-cum-DM, Jagatsinghpur.
07/05/2026
A virtual review meeting was conducted today with all CDOs and BDOs under the guidance of the Hon’ble Minister, PR&DW, in the presence of the Commissioner-cum-Secretary, Special Secretaries, all Directors, and other senior officers of the PR&DW Department. The meeting reviewed the progress of key rural development initiatives, including project inauguration & foundation laying proposals, the Annual Action Plan 2026-27, Antyodaya Gruha Jojana, PM-JANMAN, MGNREGS & VB-G RAM G preparedness, GP-wise tank information, Social Audit recovery status, and the repair & maintenance of bridges, with a focus on timely implementation and strengthened field-level ex*****on.
27/04/2026
Review meeting on drinking water projects, including Mega PWS, chaired by the Commissioner-cum-Secretary, PR & DW Department, in the presence of the Collector & DM, Bargarh, CDO-cum-EO, ZP, all BDOs, SE RWS&S, and officials of Mega PWS & PR & DW Department at Bargarh.
26/04/2026
ଅସହ୍ୟ ଗ୍ରୀଷ୍ମ ତାପକୁ ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲାରେ ନିଆଯାଇଛି ପ୍ରଶଂସନୀୟ ପଦକ୍ଷେପ
ଜିଲ୍ଲାର ପ୍ରାୟ ସମସ୍ତ ପଞ୍ଚାୟତରେ ଜଳଛତ୍ର ସ୍ଥାପନ କରାଯାଇ ଟାଣଖରାରେ ଲୋକମାନଙ୍କୁ ଶୀତଳ ପାଣି ଓ ଆଶ୍ୱସ୍ତି ଯୋଗାଇ ଦିଆଯାଉଛି।
ଏହି ଉଦ୍ୟମ ଗରମ ଦିନରେ ସାଧାରଣ ଲୋକଙ୍କ ପାଇଁ ବଡ଼ ସହାୟତା ପ୍ରମାଣ ହେଉଥିବା ସହ ମାନବିକ ସେବାର ଏକ ଉତ୍କୃଷ୍ଟ ଉଦାହରଣ ରୂପେ ପ୍ରତିଷ୍ଠିତ ହେଉଛି
26/04/2026
A review meeting was conducted by the Commissioner-cum-Secretary, PR & DW Department, at the Balangir Conference Hall to assess progress, discuss key priorities, and review the status of drinking water projects for effective and timely implementation.
24/04/2026
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସଦୟ ଉପସ୍ଥିତିରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ରାଜ୍ୟସ୍ତରୀୟ ସମାରୋହ ।
ଗାନ୍ଧୀ ଷ୍ଟାଡିୟମ, ବଲାଙ୍ଗୀର । ୨୪ ଅପ୍ରେଲ, ୨୦୨୬
https://www.youtube.com/live/9aB5IZmUVlo?si=ktW2REJTrmnKM_qQ
CMO Odisha
Information & Public Relations Department, Government of Odisha Rabi Narayan Naik
Panchayati Raj Day2026
#ବିକଶିତପଞ୍ଚାୟତ #ବିକଶିତଓଡ଼ିଶା
IPR Odisha ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୬ | ୨୪ ଅପ୍ରେଲ ୨୦୨୬ | ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିର
| Monday | 10:30am - 6pm |
| Tuesday | 10:30am - 6pm |
| Wednesday | 10:30am - 6pm |
| Thursday | 10:30am - 6pm |
| Friday | 10:30am - 6pm |
| Saturday | 10:30am - 6pm |