Osepa-esa

Osepa-esa

Share

ODISHA SCHOOL EDUCATION PRIMARY AUTHORITY EMPLOYEE SERVICE ASSOCIATION

Photos from Osepa-esa's post 17/01/2026

ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଆଦେଶର ଅବମାନନା ପାଇଁ, ଓପେପା କର୍ତ୍ତୃପକ୍ଷଙ୍କୁ ଅଦାଲତଙ୍କ କଡା ଚେତାବନୀ I ଲୋକଙ୍କ ସରକାରରେ, ଦୀର୍ଘ ୭ ବର୍ଷ ହେଲା ଓପେପା କର୍ମଚାରୀଙ୍କୁ ମିଳୁନି ଉଚିତ ନ୍ୟାୟ I ବିଭାଗୀୟ ମାନ୍ୟବର ମନ୍ତ୍ରୀ ଓ ମାନ୍ୟବର ଆଇନ ମନ୍ତ୍ରୀଙ୍କ ଆଦେଶକୁ ବି ଅବମାନନା କରି ଚାଲିଛନ୍ତି ଓପେପା କର୍ତ୍ତୃପକ୍ଷ I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଓପେପା କର୍ମଚାରୀଙ୍କ ନିବେଦନ I
CMO Odisha
EducationOdisha
OSEPA
PMO India
Dharmendra Pradhan
Pitambar Acharya

Photos from Osepa-esa's post 30/11/2025

ଡବଲ ଇଞ୍ଜିନ ସରକାରରେ, ମାନ୍ୟବର ଉଚ୍ଚତମନ୍ୟାୟାଳୟଙ୍କ ଆଦେଶକୁ ମାନୁନାହାନ୍ତି ବିଭାଗୀୟ ସଚିବ, ସବୁଦେଖି ନ ଦେଖିଲା ପରି ଅଛନ୍ତି ସରକାର।
ଡବଲ ଇଞ୍ଜିନ ସରକାରରେ ବି ବୋଧହୁଏ ଓସେପା କର୍ମଚାରୀଙ୍କ ପ୍ରତି ନ୍ୟାୟର ଅଧ୍ୟାୟ ଟି ହଟିଯାଇଛି। ୭ ବର୍ଷର ଅପେକ୍ଷା ସରିଯାଇଛି, ଆଉ କେତେଦିନ ପରେ ଏ ସରକାରଙ୍କ ଠାରୁ ୧୨୦୦ କର୍ମଚାରୀ ନ୍ୟାୟ ପାଇବେ ତାହା ସ୍ଵଂୟ ପ୍ରଭୁ ଜଗନ୍ନାଥଙ୍କୁ ବି ଅଜଣା।




Photos from Osepa-esa's post 24/11/2025

୧୨୦୦ ଓସେପାର କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରି ସେମାନଙ୍କ ପରିବାରରେ ହସ ଫୁଟାଇବେକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ କି ମହାପ୍ରଭୁ ଜଗନ୍ନାଥଙ୍କ ବଡ଼ଦାଣ୍ଡକୁ ରାସ୍ତା ଦେଖାଇବେ ସଚିବ, ଅପେକ୍ଷା କରିଛନ୍ତି ୧୨୦୦ ଓସେପାର କର୍ମଚାରୀ I
ବିଚାର ସଚିବଙ୍କର ଓ ଧର୍ମ ସରକାରଙ୍କର I
, , , Pitambar Acharya, CMO Odisha, PMO India, Dharmendra Pradhan, Manmohan Samal, Secretary Odisha

@badakhabarnews

Photos from Osepa-esa's post 24/11/2025

କାର୍ଯ୍ୟକାରୀ ହେଉନାହିଁ ମୁଖ୍ୟ ଶାଶନ ସଚିବଙ୍କ ଆଦେଶ, ମାନସିକ ଯନ୍ତ୍ରଣାରେ ଓସେପା ର କର୍ମଚାରୀ I
, , , Pitambar Acharya, CMO Odisha, PMO India, Dharmendra Pradhan, Manmohan Samal, Secretary Odisha

@badakhabarnews

Photos from Osepa-esa's post 23/11/2025

ବର୍ତ୍ତମାନର ସରକାର ଜନସାଧାରଣଙ୍କ ସରକାର ହେଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ମନମୁଖୀ କାର୍ଯ୍ୟ ପୂର୍ବ ସରକାର ର ଜନ ବିରୋଧୀ ଶାସନର ପ୍ରତିଫଳିତ ହେଉଅଛି । ଆଇନ ବିଭାଗ , ବିଭାଗିୟ ମନ୍ତ୍ରୀ, ତଥା ମୁଖ୍ୟମନ୍ତ୍ରୀ ଙ୍କ ଅଗୋଚରରେ କେମିତି ଏ କର୍ମଚାରୀ ବିରୋଧୀ କାର୍ଯ୍ୟ ପ୍ରଶାସନ ତରଫରୁ କରିବା ପାଇଁ ନିଷ୍ପତି ନିଆ ଯାଇ ପାରିଲା। ତାହା ନିଶ୍ଚିତ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ପ୍ରାୟ 29 ବର୍ଷ ଧରି ସେବା ଯୋଗାଉଥିବା ଓସେପା କର୍ମଚାରୀଙ୍କ ବିରୋଧରେ ଏଭଳି ନିଷ୍ପତି ଅଫିସର ମାନେ ବିନା କାହାରି ଆଦେଶ ରେ କେମିତି ନେଇ ପାରିଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଶା ଭଳି ଏକ ଜନକଲ୍ୟାଣ ରାଜ୍ୟରେ ୨୯ ବର୍ଷ ଧରି ଠିକା ଭାବରେ ନିଯୁକ୍ତି ଦେଇ ତାଙ୍କୁ ସ୍ଥାୟୀ କରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ତାଙ୍କୁ ଏଭଳି କ୍ରିତ ଦାସ ଭଳି ବ୍ୟବହାର କରିବାପାଇଁ ସରକାରୀ ଅଫିସର ମାନଙ୍କୁ ପ୍ରୋତ୍ସାହନ ଯୋଗାଉ ଥିବା ଅଦୃଶ୍ୟ ଶକ୍ତି କୁ ଖୋଜି ସରକାର ତାଙ୍କ ଉପରେ ଆକ୍ସାନ୍ ନେବେ କି?
OSEPA, #ଆଦେଶପାଳନକର #ପକ୍ଷପାତବନ୍ଦକର #ଓସେପiକର୍ମଚାରୀଙ୍କୁନ୍ୟiୟ

Photos from Osepa-esa's post 14/11/2025

Venu, Malkangiri
and 2 others liked your post
"ମନ୍ତ୍ରୀ ମହୋଦୟ ସହମତ, କିନ୍ତୁ କିଛି ବିଭାଗୀୟ ଅଧିକାରୀ ଜାଣିଶୁଣି ନୂତନ ସଚିବ ଙ୍କୁ ଅଡୁଆରେ ପକାଇବା ସହ ଓ ପ୍ରଶାସନରେ ପକ୍ଷପାତ କରୁଛନ୍ତି ଏବଂ ସରକାରଙ୍କୁ ଅସୁବିଧାରେ ପକାଉଛନ୍ତି । ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ! #ପକ୍ଷପାତବନ୍ଦକର #ଆଦେଶପାଳନକର #ଓସେପIକର୍ମଚାରୀଙ୍କୁନ୍ୟIୟ"

EEducationOdisha OOSEPA PPitambar Acharya

12/11/2025

🕰️ ଗତ 25 ବର୍ଷ ରୁ ଉର୍ଦ୍ଧ୍ବ ଧରି, OSEPA, ସମଗ୍ର ଶିକ୍ଷା କର୍ମଚାରୀମାନେ ଓଡିଶାର ଶିଶୁମାନଙ୍କ ପାଇଁ ନିରବ ଭାବରେ କାମ କରିଛନ୍ତି —
ଶିକ୍ଷାଳୟ ତିଆରି କରିଛନ୍ତି 🏫, ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି 👩‍🏫, ଭବିଷ୍ୟତ ଗଢିଛନ୍ତି 🌱।

କିନ୍ତୁ ଆଜି, ଯେଉଁମାନେ ଶିକ୍ଷା ବ୍ୟବସ୍ଥା ଗଢିଲେ ସେମାନେ ବେତନ ଜମା ଓ ନୀରବତାର ଶିକାର ହେଉଛନ୍ତି।
ଆମର ସେବା ଅବିରତ ଥିଲା, କିନ୍ତୁ ଆମର ସମ୍ମାନ ଜମି ଯାଇଛି।

❄️ “2019 ରେ ଘଣ୍ଟା ରହିଗଲା, ଆମର ସେବା ମଧ୍ୟ ଜମିଗଲା।”


କ୍ରୋଧ ନୁହେଁ, ଆଶାରେ —
ମର୍ଯ୍ୟାଦା, ଜୀବିକା ଓ ସମ୍ମାନ ପାଇଁ।

✊ ଓଡିଶାର ଶିକ୍ଷା ପାଇଁ ଯେମାନେ ଜୀବନ ଦେଲେ, ସେମାନଙ୍କର ସ୍ୱର ଶୁଣାଯିବା ଦରକାର।
ଶିକ୍ଷା ସେବାରେ ନିଯୁକ୍ତ ମାନବଙ୍କୁ ଅନ୍ୟାୟ ନୁହେଁ, ନ୍ୟାୟ ମିଳିବା ଆମର ଦାବି।
CMO Odisha, OSEPA, odisha, Pitambar Acharya, OTV, Kanak News, Argos

11/11/2025

💔 FREEZING SALARY | RISING COSTS 💔

For over 25 years, OSEPA employees have worked silently for the children of Odisha — building classrooms, training teachers, and shaping the foundation of education.

But today, those who nurtured the system are forced to fight for survival.
📉 Salaries frozen since 2019
📈 Prices rising every day
😔 Families suffering in silence

This isn’t just about pay — it’s about dignity, justice, and respect.

We stand together in a peaceful , demanding fairness for those who have given their lives to the cause of education.

✊ Stand with us. Share this. Be our voice.

Pitambar Acharya, OSEPA

11/11/2025

When the clock stopped in 2019, our SALARY froze too. ❄️

For over 25 years, employees have built Odisha’s education system — classrooms, teachers, futures.

Today, those who served with dedication face salary freezes and silence.

We begin a peaceful — for dignity, livelihood & respect.


OSEPA

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Bhubaneswar