ବନମାଳିପୁର ର ପୁଅ ବୁଲୁ

ବନମାଳିପୁର ର ପୁଅ ବୁଲୁ

Share

social worker

Photos from ବନମାଳିପୁର ର ପୁଅ ବୁଲୁ's post 19/05/2026

ସୁସ୍ଥ ସ୍ୱାସ୍ଥ୍ୟ ସୁସ୍ଥ ସମାଜ ଗଠନରେ ହିଁ ଦେଶର ବିକାଶ ll

କିଛି ସମୟ ନିଜ ପାଇଁ ॥

ବୁଲୁ ଭାଇ ଆଜି ଜୋଗ ଆଭ୍ଯାସ ରେ ॥

Sarada Prasad SatpathyCMO OdishaNiranjan MishraArabinda DhaliJagannath PradhanNitin NabinManas MohantyPMO IndiaManmohan SamalMohan Charan Majhi

Photos from ବନମାଳିପୁର ର ପୁଅ ବୁଲୁ's post 08/05/2026

ଆଜି ରାଜ୍ଯ ଭାଜପା ର କାର୍ଜାଳୟ ଠାରେ ରାଜ୍ଯସଭାପତି ତଥା ରଜ୍ଯ ସଭା ସାଂସଦ କଂ ସହ କିଛି ମୁହୁର୍ତ୍ତ ॥

Sarada Prasad Satpathyଆମ ଭାଇ ବୁଲୁ ଭାଇNiranjan MishraCMO OdishaArabinda DhaliJagannath PradhanNitin NabinManas MohantyManmohan SamalManoj SahooPMO IndiaMohan Charan Majhi

Photos from ବନମାଳିପୁର ର ପୁଅ ବୁଲୁ's post 06/05/2026

ବାଲିପାଟଣା ରେ ହୋଇଥିବା ମହିଳା ଆକ୍ରୋଶ ଜନ ପଦଜାତ୍ରା ରେ ମା ମାନକଂ ସହ ବୁଲୁ ଭାଇ

Sarada Prasad SatpathyManoj SahooCMO Odishaଆମ ଭାଇ ବୁଲୁ ଭାଇNiranjan MishraArabinda DhaliJagannath PradhanNitin NabinManas MohantyPMO IndiaManmohan Samal

Photos from ବନମାଳିପୁର ର ପୁଅ ବୁଲୁ's post 27/04/2026

ଆଜି ବନମାଳିପୁର ଭାପୁର ଠାରେ ହୋଇଥିବା ଜିଲ୍ଲାପାଳ କଂ ଯୁଗ୍ମ ଅଭିଯୋଗ ଶୁଣାଣି ପଲ୍ଲୀରେ ପ୍ରଶାସନ ରେ ବୁଲୁ ଭାଇ ॥

Sarada Prasad SatpathyManoj Sahooଆମ ଭାଇ ବୁଲୁ ଭାଇNiranjan MishraCMO OdishaArabinda DhaliNitin NabinManas MohantyManmohan SamalPMO India

Photos from ବନମାଳିପୁର ର ପୁଅ ବୁଲୁ's post 26/04/2026

ୟଶସ୍ବୀ ପ୍ରଧାନ ମନ୍ତ୍ରୀ ମୋଦି ଜି କଂ ୧୩୩ ତମ ମନ କି ବାତ୍ କlର୍ଯ‍୍ୟକ୍ରମ ବୁଲୁ ଭାଇ ମା ଓ ଭାଇ ମାନକଂ ସହ ଦେଖିବା ସମୟ ॥

Sarada Prasad SatpathyNiranjan MishraCMO OdishaArabinda DhaliNitin NabinManas MohantyManmohan SamalPMO India

21/04/2026
Photos from ବନମାଳିପୁର ର ପୁଅ ବୁଲୁ's post 13/04/2026

ବାଘବରାହୀପାଟଣା ଠାରେ ଗତିକୃଷ୍ଣ ଦାସଙ୍କ ସ୍ମୃତିରେ ଆୟୋଜିତ ଲଉଡ଼ି ମହୋତ୍ସବ ମା ଭାକେଶ୍ୱରୀ ଯାଦବ ସଂଘ ଦ୍ଵାରା ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ବୁଲୁ ଭାଇ ଅତିଥି ଭାବରେ ଯୋଗ ଦେବାର ମୁହୂର୍ତ୍ତ lol

Manoj Sahooଆମ ଭାଇ ବୁଲୁ ଭାଇ

Photos from ବନମାଳିପୁର ର ପୁଅ ବୁଲୁ's post 13/04/2026

ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ହୋଇଥିବା DR. B.R. AMBEDKARAଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱ ସଫେଇ କାର୍ଯ୍ୟକ୍ରମ ରେ ବୁଲୁ ଭାଇ ଯୋଗ ଦେବାର କିଛି ମୁହୂର୍ତ୍ତ ll

Manoj SahooSarada Prasad Satpathyଆମ ଭାଇ ବୁଲୁ ଭାଇNiranjan MishraCMO OdishaArabinda DhaliJagannath PradhanNitin Nabin

Photos from ବନମାଳିପୁର ର ପୁଅ ବୁଲୁ's post 01/04/2026

ଗୀତା ଇନଷ୍ଟିଚୁଟ ଅଫ ଇନଫର୍ମେସନ ଟେକ୍ନୋଲୋଜି ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଜି ବାଳକlଟିର ଶ୍ରୀ କନଭେନସନ ଜୟଦେବ ଉତ୍କଳ ସମ୍ମାନ 2026 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ପ୍ରଭାକର ମହାରଣା ଓ ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ, ବାଳକlଟି ମେଡିକାଲ ଅଫିସର ମାନବ ମଧୁଜିତ , ବନମାଳୀପୁର ଡିଗ୍ରୀ କଲେଜ ଅଧ୍ୟାପକ ଅଜିତ କୁମାର ମହାନ୍ତିଙ୍କ ସହ ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲି ଯୋଗ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ପ୍ରୟତଃ 200ଶହ କଳା, ସଂସ୍କୃତି, ଚିତ୍ରକାର, ପଟ୍ଟଚିତ୍ରକlର,କଳାକାର, କାରିଗରୀ,ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଗୁରୁଙ୍କ ସହ ଗୋମାତାଙ୍କ ରକ୍ଷକ ଓ ସେବକ, କ୍ରୀଡାବିତ୍ ଏବଂ ଆଦର୍ଶ ଛାତ୍ରଙ୍କୁ ଉପସ୍ଥିତ ଅତିଥି ମାନଂକ ଦ୍ଵାରା ସମ୍ମାନୀତ କରାଯାଇଥିଲା l

ଏହି କାର୍ଜକ୍ରମରେ ବୁଲୁ ଭାଇ ଜୋଗ ଦେବାର କିଛି ସମୟ ॥

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Website

Address


Banamalipur
Bhubaneswar
752103