16/07/2026
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ 🙏
ସେବା • ସମର୍ପଣ • ଉନ୍ନତି
ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ରାଜ୍ୟ ଉନ୍ନତି ଓ ଜନସେବା ପାଇଁ ସଂକଳ୍ପବଦ୍ଧ 🙏
16/07/2026
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ 🙏
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ 🙏
16/07/2026
ରଥଯାତ୍ରାର ପବିତ୍ର ଅବସରରେ ଆପଣ ଓ ଆପଣଙ୍କ ସମସ୍ତ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🙏
ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଅସୀମ କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ।
ଜୟ ଜଗନ୍ନାଥ !
#ନବୀନଙ୍କ_ସ୍ବପ୍ନ_ସାକାର
ସାକାର ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ । ବାସ୍ତବ ରୂପ ନେଲା ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର । କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଲୋକାର୍ପିତ
14/07/2026
ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ସମର୍ଥନରେ ହିଁ ପୁଣିଥରେ ଗଢ଼ାହେବ ସୁନାର ଓଡିଶା, ନବୀନ ଓଡିଶା।
11/07/2026
Naveen Patnaik
Biju Janata Dal Odisha
Naveen Patnaik
AIGenerated
ନବୀନଙ୍କ ସହାୟତାରେ ଆମେ ହୋଇଛୁ ସଶକ୍ତ...
01/07/2026
30/06/2026
ପରିକ୍ରମା ପ୍ରକଳ୍ପ ସାର୍ଥକ ହେଉଛି, ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହେଉଛି।
ସଭାପତି ଶ୍ରୀ Naveen Patnaik ଙ୍କ ଭକ୍ତି, ଦୂରଦର୍ଶୀ ନେତୃତ୍ୱ ଏବଂ ପୁରୀବାସୀଙ୍କ ଅମାପ ତ୍ୟାଗରେ ସଫଳ ହୋଇଥିବା 'ପରିକ୍ରମା ପ୍ରକଳ୍ପ' ଏବେ ଶ୍ରଦ୍ଧାଳୁଙ୍କ ପାଇଁ ଆଶୀର୍ବାଦ ସାଜିଛି।
ପବିତ୍ର ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ 'ପରିକ୍ରମା ପ୍ରକଳ୍ପ'ର ସାର୍ଥକତା ବଖାଣୁଛି।