Atal Sena Odisha

Atal Sena Odisha

Share

Contact information, map and directions, contact form, opening hours, services, ratings, photos, videos and announcements from Atal Sena Odisha, Political organisation, Bhubaneswar.

17/06/2022
09/10/2020

Ram Vilas Paswan
(5 July 1946 – 8 October 2020)

24/08/2019

Arun Jaitley, former finance minister and BJP stalwart, dies at 66

05/08/2019

ଧାରା ୩୭୦ ଉଛେଦ ଉପରେ ଆପଣଙ୍କ ମତାମତ କଣ?

Photos from Atal Sena Odisha's post 28/07/2019

ରାଷ୍ଟ୍ରପତିଙ୍କ ସହ ୮ ଦିନ ପାଇଁ ବିଦେଶ ଗ୍ରସ୍ତଯିବେ ଆମର ସମସ୍ତଙ୍କ ପ୍ରିୟ ନନା ପ୍ରତାପ ଷଡଙ୍ଗୀ ।। ଆଫ୍ରିକାର ବିଭିନ୍ନ ଦେଶ କରିବେ ଗସ୍ତ।।ରାଷ୍ଟ୍ରପତି ଙ୍କ ସହ ଆଠ ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ନନା l
।ଏହି ଗସ୍ତ ଅସନ୍ତାକାଲି ଠାରୁ ଅଗଷ୍ଟ ମାସ ଚାରି ତାରିଖ ପର୍ଯ୍ୟନ୍ତ ଚୂଡାନ୍ତ ହୋଇଛି। ମହାମହିମ ରାଷ୍ଟ୍ରପତି ରାମନାଥ କୋବିଦ ଆଫ୍ରିକାର ଜିନିଆ ,ଗାମ୍ବିଆ ,ବେନିନ ଅଞ୍ଚଳକୁ ଗସ୍ତ କରୁଥିବା ବେଳେ ତାଙ୍କସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଓ ପଶ୍ଚିମବଙ୍ଗର ଏମପି ଦିଲୀପ ଘୋଷ ଯିବାର ଚୂଡାନ୍ତ ପ୍ରସ୍ତୁତି ସରିଛି।ଏହି ବିଦେଶ ଗସ୍ତ ପରେ ଆଫ୍ରିକା ଓ ଭାରତ ଦେଶ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ ହୋଇପାରିବ ।ପୂର୍ବରୁ ପାର୍ଲିଆମେଣ୍ଟରେ ରାଷ୍ଟ୍ରପତି ଙ୍କ ଅଭିଭାଷଣ ରେ ଧନ୍ୟବାଦ ଅଭିଭାଷଣ ଦେଇ ପ୍ରତାପ ଷଢଙ୍ଗୀ ନନା ସାରା ଦେଶ ବିଦେଶ ରେ ଚର୍ଚ୍ଚିତ ଚେହେରା ପାଲଟିଥିଲେ ।

04/06/2019

लोकतंत्र के मंदिर और ग्रंथ को सम्मान देते प्रधानमंत्री Narendra Modi जी

22/05/2019

ମେ ୨୩ ରେ ନରେନ୍ଦ୍ର ମୋଦି ଜିତିବାର କେତେ ଚାନ୍ସ ଅଛି ?

ମୋଦି ୧୦୦% ଜିତିବେ ବୋଲି ଭାବୁଥିଲେ ଶେୟର କରନ୍ତୁ I

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Bhubaneswar