BMC launches the Special Intensive Revision (SIR) initiative across 3 Assembly Constituencies with dedicated help desks and awareness vehicles to spread voter awareness and provide accurate information on the revision process.
Bhubaneswar Municipal Corporation
Bhubaneswar Municipal Corporation dedicated to the cause of a better life for all its citizens.
Inspected in the year 1948 as a Notified Area Committee to a Municipality in the year 1979, then finally to a Corporation in the year 1994.
01/06/2026
ଆଜି ବିଏମ୍ ସି ମୁଖ୍ୟାଳୟରେ ସୋମବାର ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି, ବିଡିଏ, ଓ ବିଏସସିଏଲ୍ ସଂପର୍କିତ ବିଭିନ୍ନ ଅଭିଯୋଗ ସଂପର୍କରେ ଅଭିଯୋଗକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଛନ୍ତି ବିଏମ୍ ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଏବଂ ସ୍ମାର୍ଟ ସିଟିର ପରିଚାଳନା ନିର୍ଦେଶକ ଶ୍ରୀ ଚଞ୍ଚଳ ରାଣା ତିନୋଟି ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଜନ ଶୁଣାଣି ହୋଇଥିଲା ।
31/05/2026
As part of the Month of Solar celebrations, TPCODL, in association with BMC and SEWA, organized an Awareness-cum-Orientation Program on the Solar Didi Initiative under PM Surya Ghar: Muft Bijli Yojana.
The program was graced by Smt. Sasmita Sahoo, Additional Commissioner, BMC, Smt. Priyanka Mallick, Deputy Commissioner, BMC and Shri Ashok Kumar Choudhary, Head – Renewable Energy, TPCODL. The initiative encouraged SHG members to explore opportunities in rooftop solar adoption and become active partners in Odisha's clean energy journey.
Celebrating the Month of Solar by empowering women to lead the clean energy transition!
TPCODL, in association with BMC and SEWA, organized an Awareness-cum-Orientation Program on the Solar Didi Initiative under PM Surya Ghar: Muft Bijli Yojana, engaging around 100 SHG members. The session highlighted opportunities for women to become Solar Didis, promote rooftop solar adoption and create sustainable livelihood opportunities within their communities.
Here's what Smt. Priyanka Mallick, Deputy Commissioner, BMC, had to say about the initiative.
31/05/2026
ସଠିକ୍ ଓ ନିର୍ଭୁଳ ଭୋଟର ତାଲିକା ପାଇଁ ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଅତ୍ୟାବଶ୍ୟକ |
ଡୁପ୍ଲିକେଟ୍, ମୃତ ଓ ଅଯୋଗ୍ୟ ନାମ ବିଲୋପ କରି ସମସ୍ତ ଯୋଗ୍ୟ ମତଦାତାଙ୍କୁ ତାଲିକାରେ ସମ୍ମିଳିତ କରାଯାଉଛି।
ସଠିକ୍ ଓ ସ୍ବଚ୍ଛ ଭୋଟର ତାଲିକା, ସୁଦୃଢ଼ ଗଣତନ୍ତ୍ର।
31/05/2026
Ongoing drain cleaning and desilting works are being carried out in multiple areas of Bhubaneswar to improve drainage infrastructure and ensure better public hygiene.
31/05/2026
Bhubaneswar Municipal corporation toilet facilities are not only free for the public to use but highest standards of cleanliness and hygiene are maintained in these facilities.
These toilet toilets are cleaned at regular intervals in a day and necessary toiletries like hand-wash, hand dryer, sanitary pad vending machine & incinerators are made available for public convenience.
cares
ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବିଏମ୍ସି କମିଶନର ଶ୍ରୀ ଚଞ୍ଚଳ ରାଣା SIR 2026 ର ଗୁରୁତ୍ୱ ସମ୍ପର୍କରେ ସମସ୍ତ ଭୋଟରଙ୍କ ପାଇଁ ବିଶେଷ ବାର୍ତ୍ତା ପ୍ରଦାନ କରିଛନ୍ତି।
ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ, ଘରେ ଘରେ ପହଞ୍ଚୁଥିବା BLOମାନଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତୁ, ସଠିକ୍ ତଥ୍ୟ ପ୍ରଦାନ କରନ୍ତୁ ଏବଂ ସମୟ ମଧ୍ୟରେ ପରିଗଣନା ଫର୍ମ ଜମା କରନ୍ତୁ।
ଆପଣଙ୍କ ସକ୍ରିୟ ସହଭାଗିତା ସ୍ୱଚ୍ଛ, ସଠିକ୍ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହେବ।
30/05/2026
ସଘନ ସଂଶୋଧନ କାର୍ଯ୍ୟକ୍ରମ ( SIR ) ପାଇଁ ବିଏମ୍ ସିର 3ଟି ଜୋନ୍ରେ ବୁଲିଲା ପ୍ରଚାର ରଥ । ଭୋଟର ସଚେତନତା ସହ ଲୋକଙ୍କୁ ଦିଆଯାଉଛି ସଠିକ ସୂଚନା ।
30/05/2026
ବିଏମ୍ ସି ପକ୍ଷରୁ ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ । 112, 113 ଓ 114 ବିଧାନସଭା କ୍ଷେତ୍ର ପାଇଁ ଖୋଲିଲା 3ଟି ହେଲ୍ପ ଡେସ୍କ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା କଲେ ଉଦ୍ଘାଟନ । ବିଏଲ୍ଓ ଓ ନିର୍ବାଚନ କର୍ମଚାରୀଙ୍କୁ ସଠିକ ସୂଚନା ଓ ସହଯୋଗ ପ୍ରଦାନ ଉପରେ ଦିଆଗଲା ଗୁରୁତ୍ୱ ।
Click here to claim your Sponsored Listing.
Location
Category
Website
Address
Bhubaneswar Municipal Corporation, BMC/ICOMC Tower, Unit-IX, In Front Of Satya Nagar Kali Temple On Janpath
Bhubaneswar
751022
