ବୁଢାବୁଢ଼ୀମାନଙ୍କୁ ଭତ୍ତା ନଦେଇ ବିଜେପି ସରକାର ମଦ ଲାଇସେନ୍ସ ବାଣ୍ଟିବାରେ ବ୍ୟସ୍ତ।
Sankha Bhawan
The Official Handel Of Sankha Bhawan, Bhubaneswar, Odisha Follow Us on :-
Sankha Bhawan Plot No. 798, Unit - VI
Bhubaneswar - 751001, Odisha
Bhubaneswar: On the auspicious occasion of Akshaya Tritiya, Chief Minister and Biju Janata Dal (BJD) President Naveen Patnaik on Sunday inaugurated the grand BJD office ‘Shankha Bhawan’ and dedicated it to the people of Odisha.
ଲୋକଙ୍କ ଭଲପାଇବାର ବିଜୟ ହୋଇଛି, ଗାଁ ଗାଁରେ ବିଜୁ ଜନତା ଦଳ ମଜଭୁତ ହେଉଛି।
ଅନାସ୍ଥା ଭୋଟରେ ବିଜୟୀ ହୋଇଥିବା ସତ୍ୟବାଦୀ ନିର୍ବାଚନମଣ୍ଡଳୀ ବୀରରାମଚନ୍ଦ୍ରପୁର ପଞ୍ଚାୟତର ସଦସ୍ୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ସୁପ୍ରିମ ନବୀନ ପଟ୍ଟନାୟକ । ସମସ୍ତେ ଏକ ହୋଇ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଛନ୍ତି।
Naveen Patnaik
Biju Janata Dal Odisha
31/05/2026
ଗଣତନ୍ତ୍ରରେ ମତଦାତାଙ୍କ ଅଧିକାର ସୁରକ୍ଷା ହେଉଛି ସର୍ବୋପରି।
ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ସାମିଲ ହୋଇ ନିଜର ମତଦାତା ଅଧିକାର ସୁନିଶ୍ଚିତ କରିଛନ୍ତି Naveen Patnaik । ଅନ୍ୟ କେହି ଭୋଟର ତାଲିକାରୁ ଆପଣଙ୍କ ନାଁ କାଟିଦେବା ପୂର୍ବରୁ ସମସ୍ତେ ନିଜର ମତଦାତା ଅଧିକାର ଯାଞ୍ଚ କରନ୍ତୁ। ଗଣତନ୍ତ୍ରରେ ପ୍ରତିଟି ନାଗରିକଙ୍କ ଅଧିକାର ଅକ୍ଷୁର୍ଣ୍ଣ ରହୁ।
27/05/2026
ରନ୍ଧନ ଗ୍ୟାସ ଏବଂ ନିତ୍ୟବ୍ୟବହାର୍ଯ୍ୟ ସମାଗ୍ରୀର ଅହେତୁକ ଦରବୃଦ୍ଧି ସାଧରଣ ପରିବାରକୁ କରୁଛି ହନ୍ତସନ୍ତ।
ମହଙ୍ଗା ମାଡରେ ବେହାଲ୍ ରାଜ୍ୟର କୋଟି କୋଟି ଜନତା।
ବିଜେପି ସରକାରର ଲୋକମାରଣନିତି ବିରୁଦ୍ଧରେ ଜନସାଧାରଣଙ୍କ ସ୍ଵର ହୋଇ ରାଜରାସ୍ତାକୁ ଓହ୍ଲାଇଛି ବିଜୁ ମହିଳା ଜନତା ଦଳ।
୨୦୨୪ମସିହାରୁ, ପାରାଦ୍ବୀପ ଠାରେ JSW ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ ନବୀନ। ୨ବର୍ଷ ପରେ, ବିଜେପି ସରକାର ଆଉଥରେ ଭୂମିପୂଜନ ନାଟକ ରଚୁଛି କାହିଁକି??
ରଣପୁରରେ ମହିଳାଙ୍କ ପ୍ରତିବାଦର ରଣହୁଙ୍କାର, ସଂରକ୍ଷଣ ନାଁରେ ପ୍ରତାରଣା ଦେଇଛି ବିଜେପି ସରକାର।
ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ 'ନାରୀ ଅଧିକାର ଅଭିଯାନ' ରେ ରାଜ୍ୟରେ ବଢୁଥିବା ମହିଳା ହିଂସା ବିରୋଧରେ ସମସ୍ତେ କରିଛନ୍ତି ପ୍ରତିବାଦ।
#ହଟାଅବିଜେପି
27/05/2026
ରଣପୁରରେ ମହିଳାଙ୍କ ପ୍ରତିବାଦର ରଣହୁଙ୍କାର, ସଂରକ୍ଷଣ ନାଁରେ ପ୍ରତାରଣା ଦେଇଛି ବିଜେପି ସରକାର।
ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ 'ନାରୀ ଅଧିକାର ଅଭିଯାନ' ରେ ରାଜ୍ୟରେ ବଢୁଥିବା ମହିଳା ହିଂସା ବିରୋଧରେ ସମସ୍ତେ କରିଛନ୍ତି ପ୍ରତିବାଦ।
#ହଟାଅବିଜେପି
27/05/2026
ନାରୀ ଅଧୀକାର ଅଭିଯାନ ସମାବେଶ, ବ୍ୟାସନଗର କୋରେଇ
ବିଜୁ ଜନତା ଦଳର ଆଇନଜୀବୀ ସାମ୍ମୁଖ୍ୟର ସଦସ୍ୟମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ । ଲୋକଙ୍କ ସ୍ୱାର୍ଥ ଓ ସମସ୍ୟାକୁ ଅଗ୍ରାଧିକାର ଦେଇ ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି ନବୀନ ପଟ୍ଟନାୟକ ।
Naveen Patnaik Biju Janata Dal Odisha
Click here to claim your Sponsored Listing.
Location
Category
Contact the business
Address
Sankha Bhawan
Bhubaneswar
751001
