ଭୁବନେଶ୍ୱର

ଭୁବନେଶ୍ୱର

Share

Contact information, map and directions, contact form, opening hours, services, ratings, photos, videos and announcements from ଭୁବନେଶ୍ୱର, ଭୁବନେଶ୍ୱର, Bhubaneswar.

20/09/2024
27/07/2023
07/04/2022

ଛାତି ଥରାଇ ଦେଉଥିବା ଚିତ୍ର। 1000 ବର୍ଷ ହେଲା ଯିଏ ଦମ୍ଭ ର ସହ ଠିଆ ହୋଇ ଥିଲା। ଆଜି ତାର ମୂଳଦୁଆ ଥରୁଛି। ଅନ୍ଧ ଭକ୍ତ ଅନ୍ଧ ପ୍ରଶାସନ, ଅନ୍ଧ ରାଜନୀତି ରେ ଶ୍ରୀ ମନ୍ଦିର ବଳି ପଡି ଯିବନି ତ ? 😭





Photos from ଭୁବନେଶ୍ୱର's post 06/01/2020

ନୂଆ ରୂପରେ ଲିଙ୍ଗରାଜ ମନ୍ଦିର । ଏକାମ୍ରକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପରେ ଏମିତି ଦିଶୁଛି ଲିଙ୍ଗରାଜ ମନ୍ଦିର ।

15/04/2019

ଆସନ୍ତାକାଲି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁରରେ ବିଜୟ ସଂକଳ୍ପ ସଭା ଓ ଅପରାହ୍ନରେ ଭୁବନେଶ୍ୱର ଠାରେ ବିଶାଳ ଶୋଭାଯାତ୍ରା ସହିତ ବିଜୟ ସଂକଳ୍ପ ସଭାର କାର୍ଯ୍ୟସୂଚୀ ।

14/10/2018

ଭୁବନେଶ୍ୱରକୁ ପ୍ଲାଷ୍ଟିକ ମୁକ୍ତ ରଖନ୍ତୁ ଆଉ ଆମ ସହରକୁ ସ୍ୱଚ୍ଛ ଆଉ ସଫା ରଖିବାରେ ନିଜର ଅବଦାନ ଦିଅନ୍ତୁ। ଆମ ଭୁବନେଶ୍ୱର ପ୍ଲାଷ୍ଟିକ ମୁକ୍ତ।

15/08/2018

୭୨ ତମ ସ୍ବାଧୀନତା ଦିବସର ଅଭିନନ୍ଦନ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


ଭୁବନେଶ୍ୱର
Bhubaneswar
751001