Women & Child Development, Government of Odisha

Women & Child Development, Government of Odisha

Share

Department of Women & Child Development,
Government of Odisha The Women and Child Development Department was created as a separate Department during 1994-95.

Since inception, it has been working for the overall development of children and women through a host of specially designed schemes and programmes. For more details, visit: http://wcdodisha.gov.in/

Also follow us on Twitter: https://twitter.com/WCDOdisha

Photos from Women & Child Development, Government of Odisha's post 05/06/2026

ଆଜି ତା. ୦୫.୦୬.୨୦୨୬ ରିଖରେ ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଗଜପତି, ନବରଙ୍ଗପୁର, କୋରାପୁଟ, ଝାରସୁଗୁଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ ଏବଂ ରାୟଗଡ଼ା ଜିଲ୍ଲାର ଡିଏସଡବ୍ଲ୍ୟୁଓ, ସିଡିପିଓ, ସୁପରଭାଇଜର ତଥା ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ତଥା ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ବୈଠକରେ ନିମ୍ନ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକଳାପ, ପୋଷଣ ଟ୍ରାକରରେ ଅପଲୋଡ୍ ହୋଇଥିବା ତଥ୍ୟର ଯାଞ୍ଚ ଏବଂ ବିଭିନ୍ନ ବିଷୟରେ ସବିଶେଷ ସମୀକ୍ଷା କରାଯାଇଥିଲା। ସେହିପରି, ଏହି କେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତାରେ ସୁଧାର ଆଣିବା, ତଥ୍ୟର ଗୁଣାତ୍ମକତା ବୃଦ୍ଧି କରିବା ଓ ସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।



CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha UNICEF India UNFPA India National Commission for Women

05/06/2026

ପରିବେଶ ସୁରକ୍ଷା କେବଳ ଏକ ଦାୟିତ୍ୱ ନୁହେଁ, ଏହା ଆମ ଭବିଷ୍ୟତ ପ୍ରତି ଏକ ପ୍ରତିବଦ୍ଧତା। ବିଶ୍ୱ ପରିବେଶ ଦିବସରେ ଆସନ୍ତୁ, ସବୁଜ ପୃଥିବୀ ଗଢ଼ିବାର ସଂକଳ୍ପ ନେବା।



CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women

04/06/2026

ଝିଅ ହେଲେ ଶିକ୍ଷିତ, ପରିବାର ହେବ ସମୃଦ୍ଧ ଓ ସମାଜ ହେବ ସଶକ୍ତ। ଆସନ୍ତୁ ସମସ୍ତେ ମିଶି ଏମିତି ଏକ ସମାଜ ଗଢ଼ିବା, ଯେଉଁଠାରେ ପ୍ରତ୍ୟେକ ଝିଅ ପଢ଼ିବ, ବଢ଼ିବ ଏବଂ ନିଜ ସ୍ୱପ୍ନକୁ ସାକାର କରିବ।



CMO Odisha Prabhati Parida Information & Public Relations Department, Government of Odisha Ministry of Women & Child Development, Government of India Mission Shakti Odisha Subhadra Odisha Information & Public Relations Department, Government of Odisha UNICEF India National Commission for Protection of Child Rights National Commission for Women Health & Family Welfare Department, Government of Odisha

04/06/2026

ବୃଦ୍ଧି ପାଇଲା ରାଜ୍ୟର ଅତିଶୟ କମ ଓଜନ ଶିଶୁଙ୍କ ଜଳଖିଆ ଖର୍ଚ୍ଚ । ଶିଶୁ ମାନଙ୍କ ସାମଗ୍ରିକ ବିକାଶ ପାଇଁ ବାର୍ଷିକ ୧୩.୭.୫୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥା ସରକାର ବହନ କରିବେ। ରାଜ୍ୟର ପ୍ରାୟ ୩୫,୦୦୦ ଅତିଶୟ କମ୍ ଓଜନର ଶିଶୁ ଏହି ସୁବିଧାର ସିଧାସଳଖ ଲାଭ ପାଇବେ ।



CMO Odisha Prabhati Parida Ministry of Women & Child Development, Government of India Information & Public Relations Department, Government of Odisha Subhadra Odisha Mission Shakti Odisha UNFPA India National Commission for Protection of Child Rights National Commission for Women Health & Family Welfare Department, Government of Odisha

04/06/2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବିଷୟରେ ଆପଣ କେତେ ଜାଣନ୍ତି ? ନିମ୍ନ କୁଇଜର ଉତ୍ତର କମେଣ୍ଟ ବକ୍ସରେ ଦିଅନ୍ତୁ...



CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Women

03/06/2026

ବାଲ୍ୟ ବିବାହ ନୁହେଁ, ଶିକ୍ଷା ହେଉ ପ୍ରତ୍ୟେକ ଝିଅର ଜୀବନର ପ୍ରଥମ ପ୍ରାଥମିକତା। ଝିଅଙ୍କ ସ୍ୱପ୍ନକୁ ସମର୍ଥନ କରନ୍ତୁ, ଶିକ୍ଷା ଓ ସୁଯୋଗରେ ତାଙ୍କୁ ସଶକ୍ତ କରନ୍ତୁ।



CMO Odisha Prabhati Parida Information & Public Relations Department, Government of Odisha Ministry of Women & Child Development, Government of India Mission Shakti Odisha Subhadra Odisha Information & Public Relations Department, Government of Odisha UNICEF India National Commission for Protection of Child Rights National Commission for Women Health & Family Welfare Department, Government of Odisha

03/06/2026

ସୁସ୍ଥ ଶୈଶବ, ସୁନ୍ଦର ଭବିଷ୍ୟତ—ଶିଶୁର ସାମଗ୍ରିକ ବିକାଶରେ ହିଁ ଏହାର ଆଧାର ।



CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha Mission Shakti Odisha UNICEF India UNFPA India National Commission for Protection of Child Rights National Commission for Women Health & Family Welfare Department, Government of Odisha

03/06/2026

ରାଜ୍ୟର ସମସ୍ତ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ସମସ୍ତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ତଥା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ବାର୍ଷିକ ୧୩୭.୫୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address


Secretariat, ( Sachivalaya Marg )
Bhubaneswar
751001