Deepak

Deepak

Share

Corruptions against youth power

16/08/2025

#ଭାରତରତ୍ନ
ମହାନ ଜନ ନାୟକ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ନେତୃତ୍ୱ, ଦୂରଦର୍ଶିତା ଏବଂ ରାଷ୍ଟ୍ରଭକ୍ତି ଭାରତୀୟ ରାଜନୀତିକୁ ନୂତନ ଦିଗ ଦେଖାଇଥିଲା । ଅଟଳ ଜୀଙ୍କ ଆଦର୍ଶ, ସାଧନା ଓ ସେବାଭାବ ସଦା ସର୍ବଦା ଆମ ପାଇଁ ପ୍ରେରଣାଦାୟୀ ହୋଇ ରହିବ ।

Photos from Amar Nayak's post 14/08/2025

Photos from Deepak's post 06/03/2025

ନେତା ହେବ ତ ଏମିତି ବାପୁ ଭାଇଙ୍କ ଭଳି

ଗତକାଲି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ଫେରୁଥିବା ସମୟରେ ନେଳିଆ ଛକରେ କାଳିଆ ଭାଇଙ୍କ ଦୋକାନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାର ଦେଖି ତୁରନ୍ତ ସେଠି ଅଟକି ଯାଇଥିଲେ ବଡ଼ଚଣାର ବିଧାୟକ ଅମର ନାୟକ ଓ ତାଙ୍କ ସୁରକ୍ଷାକର୍ମୀଙ୍କ ବିଜେପିର ଦଳୀୟ କର୍ମୀ ସେଠାରେ ରହିବା ସହ ନିଆଁ ଲିଭେଇଲେ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା କାଳିଆ ଭାଇଙ୍କ ପରିବାରକୁ ତତକ୍ଷଣତ ଖବର ଦିଆଯାଇଥିଲା । କାଳିଆ ଭାଇ ଗୋଟେ ଛୋଟ ଜଳଖିଆ ଦୋକାନ କରି ନିଜର ପରିବାର ପୋଶୁଛି ଘରପୋଡିଠୁ ବଡ ବିପଦ ନାହିଁ, ତେବେ ଏଭଳି ଏକ ଦୁଃଖଦ ପରିସ୍ଥିତି ଭିତରେ କାଳିଆ ଭାଇଙ୍କ କେଇପଦ କଥା ବିଧାୟକ ଓ ସେଠାରେ ଥିବା ଦଳୀୟ କର୍ମୀଙ୍କୁ କାଳିଆ ଭାଇଙ୍କ କଥା ଭାବ ବିହ୍ୱଳ କରିଥିଲା । ସେ ଯେତେବେଳେ ବାପୁ ଭାଇଙ୍କୁ କହିଲେ କି "ମୁଁ ସିନା ମୋ ପରିବାର ଜଗିଛି, କିନ୍ତୁ ସମଗ୍ର ବଡ଼ଚଣାକୁ ତମେ ଜଗିଛ,ମୋର ଭୋଟ ବ୍ୟର୍ଥ ଯାଇନି"
ଏ କଥା କେଇପଦରେ ବିଧାୟକ (ବାପୁ ଭାଇଙ୍କ) ଆଖି ଛଳଛଳ ହୋଇଗଲା।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Address


Chandikhole
Bhubaneswar
755049