Odisha Integrated Irrigation Project for Climate Resilient Agriculture

Directions Website Contact the organization

Odisha Integrated Irrigation Project for Climate Resilient Agriculture Odisha Integrated Irrigation Project for Climate Resilient Agriculture (OIIPCRA) | OCTDMS

26/05/2026

The Principal Secretary, Department of Water Resources, reviewed the ongoing activities of Odisha Lift Irrigation Corporation in the presence of the Additional Secretary, Managing Director, OLIC, and field officers in a hybrid mode.

Key focus areas discussed:
📍 Geotagged photo-based project database updates
⚡ Faster expenditure ex*****on aligned with Viksh*t Odisha
🌱 Coordination on creating ayacut with the Department of Agriculture & Farmers' Empowerment

The meeting emphasized transparency, timely ex*****on, and technology-driven monitoring for improved irrigation services across the state.



CMO Odisha Information & Public Relations Department, Government of Odisha Odisha Lift Irrigation Ltd. Odisha Integrated Irrigation Project for Climate Resilient Agriculture OCC LTD. Krushi Bibhag

19/05/2026

ଜଳସେଚନ ସହ ମତ୍ସ୍ୟ ଚାଷ, ଚାଷୀଙ୍କ ପାଇଁ ସ୍ଥାୟୀ ଜୀବିକାର ନୂଆ ପଥ। 🐟🌾

କଳାହାଣ୍ଡି ରାଜ୍ୟ ପ୍ରକଳ୍ପ ପରିଚାଳନା ଦଳ (SOPMT) ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ (DPM) ବାଙ୍କପାଳାସ, ଶଙ୍କରପାଳ ଓ ଛୋରିଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (MIPs) ପରିଦର୍ଶନ କରି ଓଡିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ (OIIPCRA) ଅନ୍ତର୍ଗତ ଚାଲୁଥିବା ବାୟୋଫ୍ଲକ୍ ଟାଙ୍କି (Biofloc Tank) ଓ ଚିଙ୍ଗୁଡ଼ି ନର୍ସରୀ (Prawn Nursery) ଯୋଜନା ପାଇଁ ହିତାଧିକାରୀ ଚୟନ କରିଥିଲେ ।

DPM Kalahandi and SOPMT staff of Kalahandi visited Bankpalas MIP, Sankarpala MIP, and Chhorigarh MIP for site selection and beneficiary identification under the scheme for existing tanks and initiatives. 🐟🌱



CMO Odisha Information & Public Relations Department, Government of Odisha Odisha Lift Irrigation Ltd. Odisha Integrated Irrigation Project for Climate Resilient Agriculture OCC LTD.

12/05/2026

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏକ ସକାରାତ୍ମକ ପଦକ୍ଷେପ! 🚜🌱

ରାଜ୍ୟ ପ୍ରକଳ୍ପ ପରିଚାଳନା ଦଳ (SOPMT) ଏବଂ କେସିଙ୍ଗା ଗୋଷ୍ଠୀ ସହାଭାଗିତା ଦଳ (CFT ) କଳାହାଣ୍ଡି ଜିଲ୍ଲାର ଗାତାଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (MIP) ପରିଦର୍ଶନ କରି ପାଣି ପଞ୍ଚାୟତ ସଦସ୍ୟମାନଙ୍କ ସହ କୃଷି ଯନ୍ତ୍ରପାତି ସେବା କେନ୍ଦ୍ର(CHC)ର ପରିଚାଳନା, ରାଜସ୍ୱ ବୃଦ୍ଧି ଏବଂ ରେକର୍ଡ ରକ୍ଷଣାବେକ୍ଷଣ ବିଷୟରେ ଆଲୋଚନା କରିଥିଲେ। ଏଥିସହ ହାଇବ୍ରିଡ୍ ପନିପରିବା ଚାଷ କ୍ଷେତ୍ର ପରିଦର୍ଶନ କରି ଉଦ୍ୟାନ କୃଷି କାର୍ଯ୍ୟର ସମୀକ୍ଷା କରିଥିଲେ।



CMO Odisha Information & Public Relations Department, Government of Odisha Odisha Lift Irrigation Ltd. Odisha Integrated Irrigation Project for Climate Resilient Agriculture OCC LTD.

12/05/2026
12/05/2026

ସମନ୍ୱିତ ଜଳସେଚନ ଓ ବୈଜ୍ଞାନିକ ଚାଷ ମାଧ୍ୟମରେ କୃଷକ ଜୀବିକାର ଉନ୍ନତି!

ରାଜ୍ୟ ପ୍ରକଳ୍ପ ପରିଚାଳନା ଦଳ (SOPMT) ଓ ଗୋଷ୍ଠୀ ସହାଭାଗିତା ଦଳ (CFT ), ଗଞ୍ଜାମ ଜିଲ୍ଲା ର ଦଧିଘାଇ କ୍ଷ୍ଯୁଦ୍ର ଜଳସେଚନ ପ୍ରକଳ୍ପ (MIP) ଅନ୍ତର୍ଗତ ମହୁଲପାଲି ଗ୍ରାମରେ କ୍ଷେତ୍ରସ୍ତରୀୟ ବୈଜ୍ଞାନିକ ମୁଗ ଚାଷ ସମ୍ବନ୍ଧୀୟ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ, ସାର, କୀଟନାଶକ ଓ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର, ଯାନ୍ତ୍ରିକ କୃଷି ସେବା କେନ୍ଦ୍ର (CHC) ର ସଠିକ ବ୍ୟବହାର, ପାଣି ପଞ୍ଚାୟତ କାର୍ଯ୍ୟାଳୟର ନିୟମିତ ପରିଚାଳନା, ରେକର୍ଡ ସଂରକ୍ଷଣ ଏବଂ ଓଡିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ (OIIPCRA) କାର୍ଯ୍ୟକ୍ରମ ଅଧୀନରେ କୃଷି ଓ ଉଦ୍ୟାନ ଚାଷ ମାଧ୍ୟମରେ ସସ୍ଥାୟୀ ଜୀବିକା ସୃଷ୍ଟି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।



CMO Odisha Information & Public Relations Department, Government of Odisha Odisha Lift Irrigation Ltd. Odisha Integrated Irrigation Project for Climate Resilient Agriculture OCC LTD.

12/05/2026

Sustainable livelihood initiatives for rural women!

SF and GF of Patnagarh CFT visited and interacted with Shree Dhanalaxmi WSHG (Mini Oil Extraction Unit) and Jaya Maa Samaleswari WSHG in Gudvela Block of . Discussions were held on income generation activities and the Processing Unit Training Program for sustainable livelihoods.


CMO Odisha Information & Public Relations Department, Government of Odisha Odisha Lift Irrigation Ltd. Odisha Integrated Irrigation Project for Climate Resilient Agriculture OCC LTD.

12/05/2026

କୃଷି ଓ ଜୀବିକା କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା!

କେସିଙ୍ଗା ଗୋଷ୍ଠୀ ସହାଭାଗିତା ଦଳ (CFT) ବ୍ରାହ୍ମଣୀମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (MIP) ପରିଦର୍ଶନ କରି ନୂଆମୁଣ୍ଡା ପାଣି ପଞ୍ଚାୟତ ସଦସ୍ୟଙ୍କ ସହ ପାଣି ପଞ୍ଚାୟତ ରେକର୍ଡର ନବୀକରଣ ଓ ଆଗାମୀ ସାଧାରଣ ସଭା ବୈଠକର ତାରିଖ ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା କରିଥିଲେ।
ଏହାସହ ଉଦ୍ୟାନ କୃଷି କାର୍ଯ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG) ପରିଚାଳନା ୟୁନିଟ୍ ଓ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ମତ୍ସ୍ୟପାଳନ ଯୋଜନାଗୁଡ଼ିକର ସମୀକ୍ଷା କରି ହାଇବ୍ରିଡ୍ ପନିପରିବା ଚାଷ କ୍ଷେତ୍ର ଓ କାର୍ଯ୍ୟକ୍ଷମ ପ୍ୟାକ୍ ହାଉସ୍ ପରିଦର୍ଶନ କରିଥିଲେ।



CMO Odisha Information & Public Relations Department, Government of Odisha Odisha Lift Irrigation Ltd. Odisha Integrated Irrigation Project for Climate Resilient Agriculture OCC LTD.

12/05/2026

Field visit and review of livelihood and irrigation activities!

SO staff visited a fish breeding farm at Loisingha and attended a office bearer meeting at Loisingha.
Discussions were held on various issues related to CHC, IFS, Processing Unit, Solar Borewell, Training, FFS and other ongoing activities.



CMO Odisha Information & Public Relations Department, Government of Odisha Odisha Lift Irrigation Ltd. Odisha Integrated Irrigation Project for Climate Resilient Agriculture OCC LTD.

Address

Rajiv Bhawan
Bhubaneswar
751001

Alerts

Be the first to know and let us send you an email when Odisha Integrated Irrigation Project for Climate Resilient Agriculture posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Odisha Integrated Irrigation Project for Climate Resilient Agriculture:

Shortcuts

Share