world of social service powerd by yrc

world of social service powerd by yrc

Share

Contact information, map and directions, contact form, opening hours, services, ratings, photos, videos and announcements from world of social service powerd by yrc, Social service, Bhubaneswar.

30/03/2024

ଐତିହାସିକ ଦୋପଟି ମେଳଣ ଯାହାକି ଯାଦବ କୁଳ ସହ ଜଡିତ ଅଟେ,ଏହି ମେଳଣ ରେ ଯୁବ ସମାଜ ସେବୀ ମାନେ ପ୍ରତ୍ୟେକ ବର୍ଷ ସେବା କରନ୍ତି ଏବଂ ଏହି ମେଳା ପ୍ରାୟତଃ 70 ରୁ 75 ବର୍ଷ ପୁରୁଣା ଏଠିକାର ଥାନପତି ପ୍ରଭୁ ଯଦୁ ବଂଶ ର ମଉଡମଣୀ ଶ୍ରୀ ଗୋପାଳଜୀଉ ଅର୍ଥାତ ପ୍ରଭୁ ବଳରାମ, ଏହି ମେଳାରେ ରେଡ଼କ୍ରସ ସହିତ ଆମ ସଂଗଠନ ର ପୂର୍ଵ ଅଞ୍ଚଳ ର ଉପସଭାପତି ଶ୍ରୀ ଓମ୍ ପ୍ରକାଶ ବେହେରା ଉପସ୍ଥିତ ରହି ଲୋକମାନଙ୍କ ସେବା କଲେ ଏବଂ ଜଲଛତ୍ର ସହ ସି. ପି. ଆର. ପରି ଚିକିତ୍ସା ସହ ଆଶୁ ଚିକିତ୍ସା ମଧ୍ୟ ଦେଇଥିଲେ ଏବଂ ପରି ଶେଷରେ ସ୍ବେଛାସେବୀ ଙ୍କ ସହ ସମୟ ଅତିବାହିତ କରି ତାଙ୍କୁ ଉତ୍ସାହିତ କରିଥିଲେ ll

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar
752103