BARI Assembly Constituency

BARI Assembly Constituency

Share

ବରୀ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଭାଇ ଓ ଭଉଣୀମାନଙ୍କ ମତ ପୋଷଣ ନିମନ୍ତେ।।।

25/03/2026
Photos from Mohan Charan Majhi's post 19/03/2026
19/03/2026

୩୧ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ଗଢ଼ିବା ପାଇଁ ଆମର 'ଡବଲ ଇଞ୍ଜିନ' ସରକାର ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ୧୧ ଜଣ ନକ୍ସଲଙ୍କ ଆତ୍ମସମର୍ପଣ, ରାଜ୍ୟରେ ଶାନ୍ତି ଓ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛି। ସରକାରଙ୍କ କଠୋର ଆଭିମୁଖ୍ୟ ଏବଂ ମାନବୀୟ ପୁନର୍ବାସ ନୀତିରେ ଅନୁପ୍ରାଣିତ ହୋଇ ବିଭ୍ରାନ୍ତ ଯୁବକମାନେ ଆଜି ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରୁଛନ୍ତି। ଓଡ଼ିଶା ଆଜି ସୁରକ୍ଷା ଓ ସମୃଦ୍ଧିର ଏକ ନୂଆ ଅଧ୍ୟାୟ ଲେଖୁଛି ଏବଂ ଆଗାମୀ ଦିନରେ ଏକ ନକ୍ସଲମୁକ୍ତ ତଥା ବିକଶିତ ରାଜ୍ୟ ଗଠନ ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ।

19/03/2026

ଚୈତ୍ର ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରୀୟ ନବବର୍ଷର ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ସନାତନ ସଂସ୍କୃତିରେ ଏହି ପବିତ୍ର ତିଥି କେବଳ ଏକ କାଳଖଣ୍ଡର ପରିବର୍ତ୍ତନ ନୁହେଁ, ବରଂ ଏହା ହେଉଛି ସୃଷ୍ଟିର ପ୍ରାରମ୍ଭ ଓ ନୂତନ ସଂକଳ୍ପର ଦିବସ।

ଏହି ନୂତନ ବର୍ଷରେ ଆସନ୍ତୁ ଆମେ ସମସ୍ତେ 'ବସୁଧୈବ କୁଟୁମ୍ବକମ୍' ଭାବନାରେ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନ ପାଇଁ ପୁନର୍ବାର ଶପଥ ନେବା। 'ସର୍ବେ ଭବନ୍ତୁ ସୁଖିନଃ' ମନ୍ତ୍ରକୁ ହୃଦୟଙ୍ଗମ କରି ମାତୃଭୂମିର ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିବା। ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ଅପାର ସମୃଦ୍ଧିରେ ଭରିଦେଉ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Bhubaneswar