02/06/2026
ସିଏମ୍ ଟ୍ରଫି ୨୦୨୬: ୧୪ ବର୍ଷରୁ କମ୍ ଦ୍ୱିତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ୍
ଓଡ଼ିଶା ଫୁଟବଲ୍ର ଭବିଷ୍ୟତ ତାରକାମାନେ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ପ୍ରସ୍ତୁତ!
📅 ଜୋନ୍ ସ୍ତରୀୟ ପ୍ରତିଯୋଗିତା: ୧-୭ ଜୁନ୍ ୨୦୨୬
📍 ୪ଟି ଜୋନ୍: ଗଞ୍ଜାମ, ବଲାଙ୍ଗୀର, ସୁନ୍ଦରଗଡ଼ ଓ ଭୁବନେଶ୍ୱର
⏱️ ମ୍ୟାଚ୍ ଫର୍ମାଟ୍: ୩୦ ମିନିଟ୍ + ୧୦ ମିନିଟ୍ ବିରତି + ୩୦ ମିନିଟ୍
🏆 ଯୋଗ୍ୟତା ନିର୍ଣ୍ଣୟ: ପ୍ରତ୍ୟେକ ଗ୍ରୁପ୍ର ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଦଳ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହେବ
ଆସନ୍ତୁ, ଓଡ଼ିଶାର ଆଗାମୀ ଫୁଟବଲ୍ ତାରକାମାନଙ୍କୁ ଉତ୍ସାହିତ କରିବା! 🙌
CMTrophyOdisha Football Association of Orissa
02/06/2026
ସି.ଏମ୍. ଟ୍ରଫି ଖୋ-ଖୋ ଜୋନ୍ସ୍ତରୀୟ ପ୍ରତିଯୋଗିତା ୪ଟି ଜୋନ୍ରେ ଆରମ୍ଭ ହୋଇଯାଇଛି। ୮ରୁ ୧୪ ବର୍ଷ ବୟସର ବାଳକ ଓ ବାଳିକାମାନେ ପୁରୀ, ସୁନ୍ଦରଗଡ଼ ଓ ଅନୁଗୋଳରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ।
ପ୍ରତିଯୋଗିତାର ପ୍ରଥମ ଦିନ 📸
CMTrophyOdisha Odisha Kho Kho Association
01/06/2026
Gymnastics National Camp 🤸📸
01/06/2026
Congratulations to the Indian Men’s U18 Team on their impressive 4-1 win over Korea at the U18 Asia Cup 2026. 🏑
𝐀 𝐒𝐓𝐑𝐎𝐍𝐆 𝐑𝐄𝐒𝐏𝐎𝐍𝐒𝐄 💪🇮🇳
The Indian Men’s U18 Team returns to winning ways with a commanding 4-1 victory over Korea at the U18 Asia Cup 2026. 🏑🔥
A clinical performance from the boys as they secure three more important points. 👏
01/06/2026
🧘 2️⃣0️⃣ Days to Go!
A few minutes of yoga each day can make a world of difference.
Let's take a step towards a healthier, happier, and more balanced life.
🗓️ 21 June 2026 | International Day of Yoga
Ministry of Ayush, Government of India Ministry of Youth Affairs and Sports, Government of India
01/06/2026
’s Pyari Xaxa, Juli Kishan, and Jasoda Munda were part of the winning team that defeated Bangladesh by a 3–0 margin. ⚽
Congratulations, team! 👏🏻
Blanked with authority 😤🇮🇳
are Group B toppers with a perfect record 🔥