Team Of Abhilash Mania

Team Of Abhilash Mania

Share

° ଯିଏ ନିଃସ୍ୱାର୍ଥପର ଭାବେ ଯୁବ ଓ ଛାତ୍ର କଂଗ୍ରେସର ସଂଗଠନକୁ ସୁଦୃଢ କରିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି.

10/04/2026

ମାସ୍କର ବ୍ୟବହାର ଆପଣଙ୍କୁ ଏବଂ ଆପଣଙ୍କ ପ୍ରିୟଜନଙ୍କୁ କରୋନାଠାରୁ ସୁରକ୍ଷିତ ରଖିବ। ଜରୁରୀକାମରେ ବାହାରକୁ ଗଲେ ନାକ ଓ ମୁହଁକୁ ରୁମାଲ କିମ୍ବା ମାସ୍କ ଦ୍ୱାରା ଘୋଡାଇ ରଖନ୍ତୁ। ଏନେଇ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରନ୍ତୁ।

08/04/2026

Greetings to NSUI on its 55th Foundation Day. Founded by Smt. Indira Gandhi, NSUI has always championed the cause of student welfare. On this special day, I salute the spirit of every student who dared to dream of a better India.

NSUI has always stood for courage, justice, and the power of youth. As someone shaped by student politics and a proud product of NSUI, my best wishes to all those carrying the torch forward.





Abhilash Mania Fan Club
Team Of Abhilash Mania

Indian National Congress
Indian Youth Congress
Indian National Congress - Odisha
Odisha Youth Congress
With INC Nsui Odisha
INC हलचल


05/04/2026

ପବିତ୍ର ଶ୍ରୀରାମନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ 🙏

#ରାମନବମୀ

03/04/2026

𝐎𝐧 𝐭𝐡𝐞 𝐬𝐨𝐥𝐞𝐦𝐧 𝐨𝐜𝐜𝐚𝐬𝐢𝐨𝐧 𝐨𝐟 𝐆𝐨𝐨𝐝 𝐅𝐫𝐢𝐝𝐚𝐲, 𝐖𝐞 𝐞𝐱𝐭𝐞𝐧𝐝𝐬 𝐡𝐞𝐚𝐫𝐭𝐟𝐞𝐥𝐭 𝐰𝐢𝐬𝐡𝐞𝐬 𝐭𝐨 𝐚𝐥𝐥. 𝐓𝐡𝐢𝐬 𝐝𝐚𝐲 𝐫𝐞𝐦𝐢𝐧𝐝𝐬 𝐮𝐬 𝐨𝐟 𝐜𝐨𝐦𝐩𝐚𝐬𝐬𝐢𝐨𝐧, 𝐬𝐚𝐜𝐫𝐢𝐟𝐢𝐜𝐞, 𝐚𝐧𝐝 𝐭𝐡𝐞 𝐢𝐦𝐩𝐨𝐫𝐭𝐚𝐧𝐜𝐞 𝐨𝐟 𝐤𝐢𝐧𝐝𝐧𝐞𝐬𝐬 𝐭𝐨𝐰𝐚𝐫𝐝 𝐨𝐧𝐞 𝐚𝐧𝐨𝐭𝐡𝐞𝐫. 𝐌𝐚𝐲 𝐢𝐭𝐬 𝐦𝐞𝐬𝐬𝐚𝐠𝐞 𝐢𝐧𝐬𝐩𝐢𝐫𝐞 𝐩𝐞𝐚𝐜𝐞, 𝐡𝐨𝐩𝐞, 𝐚𝐧𝐝 𝐮𝐧𝐝𝐞𝐫𝐬𝐭𝐚𝐧𝐝𝐢𝐧𝐠 𝐢𝐧 𝐨𝐮𝐫 𝐥𝐢𝐯𝐞𝐬 𝐚𝐧𝐝 𝐜𝐨𝐦𝐦𝐮𝐧𝐢𝐭𝐢𝐞𝐬.

#𝐆𝐨𝐨𝐝𝐅𝐫𝐢𝐝𝐚𝐲 #𝐏𝐞𝐚𝐜𝐞𝐀𝐧𝐝𝐇𝐨𝐩𝐞 #𝐂𝐨𝐦𝐩𝐚𝐬𝐬𝐢𝐨𝐧

Abhilash Mania

Indian National Congress - Odisha
Odisha Youth Congress

Photos from Team Of Abhilash Mania's post 02/04/2026

ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିଜେପି ସରକାର ବିରୋଧରେ ଯୁବ କ୍ରାନ୍ତି ସମାବେଶରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ #ଶ୍ରୀଯୁକ୍ତ_ଅଭିଳାଷ_ମାଣିଆ ମହୋଦୟ ଯୁବ ସାଥୀଗଣଙ୍କ ସହ ସାମିଲ ହେବା ଅବସରରେ...

Abhilash Mania
Indian National Congress - Odisha
Odisha Youth Congress
Indian National Congress
Indian Youth Congress

31/03/2026

ᴍᴀʏ ʟᴏʀᴅ ᴍᴀʜᴀᴠɪʀ’s ᴛɪᴍᴇʟᴇss ᴠᴀʟᴜᴇs ɢᴜɪᴅᴇ ᴜs ᴛᴏᴡᴀʀᴅs ᴀ ʟɪғᴇ ᴏғ ᴛʀᴜᴛʜ ᴄᴏᴍᴘᴀssɪᴏɴ ᴀɴᴅ ᴍɪɴᴅғᴜʟ ᴀᴄᴛɪᴏɴs ᴛʜᴀᴛ ʙʀɪɴɢ ʟᴀsᴛɪɴɢ ᴘᴇᴀᴄᴇ ᴀʀᴏᴜɴᴅ ᴜs.



Abhilash Mania
Indian National Congress - Odisha

31/03/2026

✨🌙 ଇଦ୍ ମୁବାରକ୍! 🌙✨

ପ୍ରେମ, ଶାନ୍ତି ଏବଂ ଖୁସିର ଆଲୋକରେ ଉଜ୍ଜ୍ୱଳ ହେଉ ତୁମ ଜୀବନ! ଏହି ପବିତ୍ର ଦିନ ଆମକୁ ଶାନ୍ତି, ସମ୍ପୃକ୍ତି, ଏବଂ ମହାନତାର ପଥରେ ଆଗେଇ ଯିବାକୁ ଶିଖାଏ। ଏଇଦ୍ ହେଉଛି ଦୟା, ସମ୍ପୃଦ୍ଧି, ଏବଂ ଦୟାଳୁତାର ଉତ୍ସବ, ଯେଉଁଠି ଆମେ ଏକାସନ୍ନ ହୋଇ ପ୍ରେମ ଏବଂ ଏକତାର ବନ୍ଧନକୁ ଦୃଢ଼ କରିଥାଉ। 💖🌿

ଏହି ଉତ୍ସବମୟ ଅବସର ଆମ ସମସ୍ତଙ୍କ ଜୀବନରେ ଖୁସି, ସଫଳତା, ଏବଂ ଅନେକ ଆଶୀର୍ବାଦ ଆଣୁ! ଅପଣଙ୍କ ଘର ମଧ୍ୟ ସାନ୍ତି, ମୃଦୁଳତା, ଏବଂ ଆଲୋକରେ ପ୍ରକାଶିତ ହେଉ। ଆସନ୍ତୁ, ଆମେ ଏହି ଦିନକୁ ସହାନୁଭୂତି, ସହଯୋଗ, ଏବଂ ଆନନ୍ଦର ମହୋତ୍ସବ ଭାବେ ମନାଉ! 🎉🌟

🌿 ତୁମ୍ଭ ସମସ୍ତ ଙ୍କୁ ଇଦ୍ ମୁବାରକ୍! 🌿



Abhilash Mania

Abhilash Mania Fan Club
Team Of Abhilash Mania

Indian National Congress
Indian National Congress - Odisha
Indian Youth Congress
Odisha Youth Congress
Nsui Odisha With INC
INC हलचल

26/03/2026

𝓜𝓪𝔂 𝓽𝓱𝓲𝓼 𝓪𝓾𝓼𝓹𝓲𝓬𝓲𝓸𝓾𝓼 𝓸𝓬𝓬𝓪𝓼𝓼𝓲𝓸𝓷 𝓸𝓯 𝓡𝓪𝓶 𝓝𝓪𝓿𝓪𝓶𝓲 𝓫𝓻𝓲𝓷𝓰 𝓵𝓸𝓽 𝓸𝓯 𝓹𝓸𝓼𝓲𝓽𝓲𝓿𝓲𝓽𝔂, 𝓹𝓮𝓪𝓬𝓮 𝓪𝓷𝓭 𝓱𝓪𝓻𝓶𝓸𝓷𝔂 𝓲𝓷 𝔂𝓸𝓾𝓻 𝓵𝓲𝓯𝓮. 𝓗𝓪𝓹𝓹𝔂 𝓡𝓪𝓶 𝓝𝓪𝓿𝓪𝓶𝓲.

Abhilash Mania
Indian National Congress - Odisha
Indian National Congress

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Bhubaneswar