ଆଜିର ସେବା ସଂଗଠନ - Ajra seva

ଆଜିର ସେବା ସଂଗଠନ - Ajra seva

Share

Contact information, map and directions, contact form, opening hours, services, ratings, photos, videos and announcements from ଆଜିର ସେବା ସଂଗଠନ - Ajra seva, Social service, Bhubaneswar.

19/01/2025

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଚୁଡ଼ା ଗ୍ରାମର ଜଣେ ଶ୍ୱାସ ରୋଗୀଙ୍କୁ ନିଶୁକ୍ଲ Oxygen ସେବା ଦିଆଗଲା । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆରୋଗ୍ୟ କାମନା କରୁଅଛୁ ।🙏🏻

05/05/2024

ଜନ୍ମ ଦିନର ବହୁତ ବହୁତ ଶୁଭେଚ୍ଛା ଓ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଆପଣଙ୍କ ଭଳି ଯୁବ ପ୍ରତିଭା ସଦାର୍ସବଦା ସୁସ୍ଥ ରୁହନ୍ତୁ।🙏🏻 Jyotiranjan Sahoo Ilu

Photos from ଆଜିର ସେବା ସଂଗଠନ - Ajra seva's post 14/11/2023

🙏🩸ରକ୍ତ ଦାନ ମହା ପୁଣ୍ୟ🩸🙏
ଆମର ଲକ୍ଷ୍ୟ ରକ୍ତ ଅଭାବରୁ କାହାରି ଜୀବନ ନଯାଉ, #ଆଜିର ସେବା ସଂଗଠନ ପରିବାର ତରଫରୁ ଆପଣଙ୍କୁ ହୁଦୟରୁ ସାଧୁବାଦ ଜଣାଉଛି
.......................................
ଆଜି Nayagarh hospital ରେ kanha ଭାଇ ଓ sum hospital ରେ srinibas ଭାଇ ରକ୍ତ ଦାନ କରିଥିଲେ ।
# ଜୟ ଜଗନ୍ନାଥ..🙏

Jyotiranjan Sahoo Ilu

28/10/2023

Urgent
A+ve blood ଗୋଟେ
ଆବଶ୍ୟକ Hi-tech hospital,BBSR ରେ
ମୋ-9938800190

02/09/2023

🙏🩸ରକ୍ତ ଦାନ ମହା ପୁଣ୍ୟ🩸🙏
ଆମର ଲକ୍ଷ୍ୟ ରକ୍ତ ଅଭାବରୁ କାହାରି ଜୀବନ ନଯାଉ, #ଆଜିର ସେବା ସଂଗଠନ ପରିବାର ତରଫରୁ ଆପଣଙ୍କୁ ହୁଦୟରୁ ସାଧୁବାଦ ଜଣାଉଛି
.......................................
ଆଜି Nayagarh hospital ରେ ଏକ O+ ରକ୍ତ ଦରକାର ଥିଲା ମନୋରଞ୍ଜନ ଭାଇ @⁨Lipun wa O+ve⁩ ସେଠାରେ ପହଞ୍ଚି ରକ୍ତ ଦାନ କରିଥିଲେ
# ଜୟ ଜଗନ୍ନାଥ..🙏

Manoranjan Sahoo

01/09/2023

🙏🩸ରକ୍ତ ଦାନ ମହା ପୁଣ୍ୟ🩸🙏
ଆମର ଲକ୍ଷ୍ୟ ରକ୍ତ ଅଭାବରୁ କାହାରି ଜୀବନ ନଯାଉ, #ଆଜିର ସେବା ସଂଗଠନ ପରିବାର ତରଫରୁ ଆପଣଙ୍କୁ ହୁଦୟରୁ ସାଧୁବାଦ ଜଣାଉଛି
.......................................
ଆଜି HCG panda cancer hospital ରେ ଏକ O+ ରକ୍ତ ଦରକାର ଥିଲା ଠାକୁର ଭାଇ ସେଠାରେ ପହଞ୍ଚି ରକ୍ତ ଦାନ କରିଥିଲେ
# ଜୟ ଜଗନ୍ନାଥ..🙏

31/08/2023

🙏🩸ରକ୍ତ ଦାନ ମହା ପୁଣ୍ୟ🩸🙏
ଆମର ଲକ୍ଷ୍ୟ ରକ୍ତ ଅଭାବରୁ କାହାରି ଜୀବନ ନଯାଉ, #ଆଜିର ସେବା ସଂଗଠନ ପରିବାର ତରଫରୁ ଆପଣଙ୍କୁ ହୁଦୟରୁ ସାଧୁବାଦ ଜଣାଉଛି
.......................................
ଆଜି Nayagarh hospital ରେ ଏକ O+ ରକ୍ତ ଦରକାର ଥିଲା @⁨Budhia Vlg⁩ ରବୀନ୍ଦ୍ର ଭାଇ ସେଠାରେ ପହଞ୍ଚି ରକ୍ତ ଦାନ କରିଥିଲେ
🙏

24/08/2023

🙏🩸ରକ୍ତ ଦାନ ମହା ପୁଣ୍ୟ🩸🙏
ଆମର ଲକ୍ଷ୍ୟ ରକ୍ତ ଅଭାବରୁ କାହାରି ଜୀବନ ନଯାଉ, #ଆଜିର ସେବା ସଂଗଠନ ପରିବାର ତରଫରୁ ଆପଣଙ୍କୁ ହୁଦୟରୁ ସାଧୁବାଦ ଜଣାଉଛି
.......................................
ଆଜି kiims hospital ରେ ଏକ ଡେଙ୍ଗୁ ରୋଗୀ ପାଇଁ O-ve SDP ଦରକାର ଥିଲା ଜ୍ୟୋତି ଭାଇ Jyotiranjan Sahoo Ilu ସେଠାରେ ପହଞ୍ଚି SDP ଦାନ କରିଥିଲେ
# ଜୟ ଜଗନ୍ନାଥ..🙏

23/08/2023

🙏🩸ରକ୍ତ ଦାନ ମହା ପୁଣ୍ୟ🩸🙏
ଆମର ଲକ୍ଷ୍ୟ ରକ୍ତ ଅଭାବରୁ କାହାରି ଜୀବନ ନଯାଉ, #ଆଜିର ସେବା ସଂଗଠନ ପରିବାର ତରଫରୁ ଆପଣଙ୍କୁ ହୁଦୟରୁ ସାଧୁବାଦ ଜଣାଉଛି
.......................................
ଆଜି sum hospital ରେ ଏକ O+ ରକ୍ତ ଦରକାର ଥିଲା ପପୁ ଭାଇ Bishnudatta Mahapatra ସେଠାରେ ପହଞ୍ଚି ରକ୍ତ ଦାନ କରିଥିଲେ
# ଜୟ ଜଗନ୍ନାଥ..🙏
Bishnudatta Mahapatra

30/06/2023

AIIMS hospital, Bhubaneswar ରେ emergency required O+ve Blood ।
Contact number:-8144788300

12/06/2023

🙏🩸ରକ୍ତ ଦାନ ମହା ପୁଣ୍ୟ🩸🙏
ଆମର ଲକ୍ଷ୍ୟ ରକ୍ତ ଅଭାବରୁ କାହାରି ଜୀବନ ନଯାଉ, #ଆଜିର ସେବା ସଂଗଠନ ପରିବାର ତରଫରୁ ଆପଣଙ୍କୁ ହୁଦୟରୁ ଧନ୍ୟବାଦ୍ ଜଣାଉଛି🙏
#ଆଜିର ରକ୍ତ ଦାତା @⁨Kalia Uu O+ve⁩ କାଳିଆ ଭାଇ 🙏🏻

Blood grp O+ve

#ଆସନ୍ତୁ_ଆମେ_ସମସ୍ତେ_ମିଶିକି_ରକ୍ତ_ର_ଅଭାବ_ଦୂର_କରିବା
#ଆଜିର ସେବା ସଂଗଠନ
#ମାନବ ସେବା ହିଁ ମାଧବ ସେବା
# ଜୟ ଜଗନ୍ନାଥ..🙏

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address

Bhubaneswar
751001